Sign in
Sign in
Recover your password.
A password will be e-mailed to you.
ପଂଚାୟତ ନିର୍ବାଚନ ପାଇଁ ଏବେଠୁଁ ସଜବାଜ
ହାଟଡିହୀ,(ଶାସକପ୍ରଶାସକ)- ଗତ ୨୬ ତାରଖରେ ସଂରକ୍ଷଣ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକର ସବୁ ରାଜନୈତିକ ଦଳ ପଂଚାୟତ ନିର୍ବାଚନ ପାଇଁ ଏବେଠୁଁ ସଜବାଜ ଆରମ୍ଭ କରିଦେଲେଣି । ଏ କ୍ଷେତ୍ରରେ ବିଜୁ ଜନତା ଦଳ ଆଗୁଆ ଥିବାବେଳେ ବିଜେପି ପରିସ୍ଥିତିର ଅନୁଧ୍ୟାନ କରୁଛି…
ଓଡିଶା କନିଷ୍ଠ ଶିକ୍ଷକ ସଂଘଙ୍କ ଦୁଇ ଦଫା ଦାବୀପତ୍ର ।
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡ ଜିଲ୍ଲା ମନିଗୁଡା ବ୍ଲକର ଓଡିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବୀପତ୍ର ବିଇଓ ଓ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦୁଇହଜାର ଷୋହଳ ମସିହା ଠାରୁ ଆଜି ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ମାନଙ୍କର…
ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ହେଲେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାର, ବିଭିନ୍ନ ଅନୁଷ୍ଠାନ…
ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଭାବେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାାଣୀ ଦାସ ଅନୁମୋଦନ କରିଛନ୍ତି। ଝାରବନ୍ଧ ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତର କଳାକାର…
ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ।
ପଦ୍ମପୁର(ଶାସକପ୍ରଶାସକ)-ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି । ଶ୍ରୀଯୁକ୍ତ ଅମରଦୀପ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଭକ୍ତ ହରି ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ…
ଠିକା କାମକୁ ନେଇ ସାମ୍ବାଦିକ ଓ ନାଏବ ସରପଞ୍ଚ ମଧ୍ୟରେ ଛକାପଞ୍ଝା
ମାଲକାନଗିରି ଜିଲ୍ଲା ସଦର ବ୍ଲକର ଗୌଡଗୁଡା ପଞ୍ଚାୟତର ନାଏବ ସରପଞ୍ଚ ନିରଞ୍ଜନ ହାଲଦାର ଓ ଏକ ଛାପା ଗଣ ମଧ୍ୟମର ସାମ୍ବାଦିକ ଅସୀମ ବିଶ୍ବାସଙ୍କ ମଧ୍ୟରେ ଠିକା କାମକୁ ନେଇ ଶୀତଳ ଯୁଦ୍ଧ ଜାରି ହୋଇଛି । ପରସ୍ପର ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ସାମ୍ବାଦିକ ଶ୍ରୀ ବିଶ୍ବାସ ଏକ ଖବର…
ୱାର୍ଲଡ ୟୁନିଭରସିଟି ଗେମ୍ ପାଇଁ କିଟ୍ ନୋଡାଲ୍ ସେଣ୍ଟର ମନୋନୀତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (ଡବ୍ଲୁୟୁଜି) ୨୦୨୨ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ନୋଡ଼ାଲ୍ ସେଣ୍ଟର ଭାବେ ମନୋନୀତ ହୋଇଛି । କିଟ୍ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ନୋଡ଼ାଲ୍ ସେଣ୍ଟର ପାଇଁ ମନୋନୀତ…
କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ
ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ଜିଲ୍ଲାର ରବି ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ଵାରା ଆହୁତ ଏହି ସଭାରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର…
ଇନ୍ଦିରା ଗାନ୍ଧୀ ଙ୍କ 37 ତମ ଶ୍ରାଦ୍ଧ ଦିବସକୁ ସଂକଳ୍ପ ଦିବସ ଭାବେ ପାଳନକଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ
ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ବିଶ୍ୱ ଵରଣ୍ୟ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଙ୍କ 37ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଯାଜପୁର ଜିଲ୍ଲା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସମାବେଶ ଆୟୋଜନ…
ବୁଲିଲେ ବୁଝିଲେ ଖୁସି ହେଲେ ବାଳାଶ୍ରମର କୁନି ଅନ୍ତେବାସୀ
ପୁରୀ/ଅନିମେଶ ପଟ୍ଟନାୟକ : ସହରର ବିଭିନ୍ନ ଐତିହ୍ୟସ୍ଥଳ ବୁଲିଲେ ଉତ୍କଳ ବାଳାଶ୍ରମର କୁନି ଅନ୍ତେବାସୀମାନେ । ଐତିହ୍ୟସ୍ଥଳ ସଂପର୍କରେ ପଚାରି ବୁଝିବା ସହ ଖୁସି ହୋଇଥିଲେ ବାଳାଶ୍ରମର ଅନ୍ତେବାସୀ । ରବିବାର ସକାଳେ ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୦ ଜଣ ଅନ୍ତେବାସୀ ଗଲ୍ଫକାର୍ଟ ମାଧ୍ୟମରେ…
ଅସୁରକ୍ଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟ କୋଠା ଉଛେଦ ଆରମ୍ଭ
ପୁରୀ/ଅନିମେଶ ପଟ୍ଟନାୟକ : ଅସୁରକ୍ଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । କୋଠାକୁ ଅସୁରକ୍ଷିତ ଘୋଷଣା ପରେ ଆରମ୍ଭ ହୋଇଛି ଉଛେଦ । ରବିବାର ଶ୍ରୀମନ୍ଦିର ବନ୍ଦ ଥିବାରୁ ଉଛେଦ କାମ କରାଯାଇଛିସୋମବାର ଉପଜିଲ୍ଲାପାଳ ଭବତାରଣ ସାହୁ ଘଟଣା ସ୍ଥଳ ରେ ଉପସ୍ଥିତ ରହି…