Sign in
Sign in
Recover your password.
A password will be e-mailed to you.
କିଟ୍ ଓ ରୋଟାରୀ ମିଳିତ ଉଦ୍ୟମରେ କନ୍ଧମାଳରେ ହେବ ଚକ୍ଷୁ ଚିକିତ୍ସାଳୟ
ଭୁବନେଶ୍ୱର: କିଟ୍ ଓ ରୋଟାରୀ ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠା ହେବ ବୋଲି ରୋଟାରୀ ଇଣ୍ଟରନ୍ୟାସ୍ନାଲ୍ର ସଭାପତି ଶେଖର ମେହଟା ଶନିବାର ସୂଚନା ଦେଇଛନ୍ତି । କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ଶ୍ରୀ ମେହଟା ଆଜି ଏହି ଘୋଷଣା କରିଛନ୍ତି ।…
ହରିଶଙ୍କର ଛକ ଡକାୟତି ମାମଲାର ୬ ଅଭିଯୁକ୍ତ ଗିରଫ ଓ ୨ ବାଇକ ଜବତ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ହରିଶଙ୍କର ଛକ୍କ ଡକାୟତି ଘଟଣାରେ ଜଡିତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାର ଜଣାପଡିଛି!ସୂଚନାଯୋଗ୍ୟ,ଗତ ୧୧.୧୦.୨୧ ଦିନ ଅପରାହ୍ନ ୩:୩୦ଟାରେ ନାନ୍ଦୁପଲା…
୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲ ସ୍ୱାଗତ ସଂବର୍ଦ୍ଧନା
ଯୁଦ୍ଧରେ ଅଂଶଗ୍ରହଣର କାହାଣୀ ବର୍ଣ୍ଣନା କରି ହେଲେ ଭାବ ବିହ୍ୱଳ
ଭୁବନେଶ୍ୱର(ଶାସକ ପ୍ରଶାସକ): ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଗତକାଲି ଭୁବନେଶ୍ୱରରେ ପହଁଚିଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ସକାଳେ ଏହି ଯୁଦ୍ଧରେ ଅଂଶଗ୍ରହଣ…
୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଂଜୁରୀ, ୧୧୪୬ ସ୍କୁଲରେ ନୂଆ ପ୍ରକଳ୍ପ
"ମୋ ସ୍କୁଲ ଅଭିଯାନ'ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ
ମାସକରେ ଯୋଡ଼ି ହେଲେ ୧୪ ହଜାର ପୁରାତନ ଛାତ୍ରଛାତ୍ରୀ
ସ୍କୁଲ ବିକାଶରେ ସାମିଲ ହୋଇଛନ୍ତି ୬ ଲକ୍ଷରୁ ଉର୍ଦ୍ଧ୍ଵ ପୁରାତନ ଛାତ୍ରଛାତ୍ରୀ
ପ୍ରକଳ୍ପ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ…
ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଁ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ : ଗୋଲକ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଏବଂ ଶାସକ ବିଜେଡି ପ୍ରତି ସାଧାରଣ ଓଡିସାବାସୀଙ୍କ କ୍ଷୋଭ ବୃଦ୍ଧି ପାଇଚାଲିଛି ।ନ୍ୟାୟ ପାଇବା ପାଇଁ ସାଧାରଣ ଓଡିଶାବାସୀ ଆଜି ରାଜ୍ୟବ୍ୟାପୀ ଆନେ୍ଦାଳନ କରୁଛନ୍ତି ।ଆନେ୍ଦାଳନର ଏହି ସ୍ୱରକୁ ସହି ନପାରି ଏହାକୁ ଦମନ କରିବା ପାଇଁ ଶାସକ ବିଜେଡି…
୨୦୨୨ରେ ପୁଣି ଥରେ ବିଜେପିକୁ ଆଶୀର୍ବାଦ କରିବେ ୟୁପିବାସୀ – ଧର୍ମେନ୍ଦ୍ର ପ୍ରଧାନ
ଉତରପ୍ରଦେଶ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନହିତକାରୀ ଯୋଜନା ୟୁପିବାସୀଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତନ ଆଣିଥିବା ବେଳେ ୨୦୨୨ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆଶୀର୍ବାଦ କରିବେ…
ବିଶ୍ୱ ମିତବ୍ୟୟିତା ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ଗଜପତି ତରଫରୁ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ତତ୍ ସଙ୍ଗେ ସଙ୍ଗେ ସ୍ୱଳ୍ପ ସଞ୍ଚୟର ଉପକାରିତା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ…
ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର, ପାରଳାଖେମୁଣ୍ଡିର ସଭାଗୃହ ଠାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଜିଲ୍ଲା ଆରକ୍ଷୀ…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏକ ଦିନିଆ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୫୦ ଜଣ ଛାତ୍ରୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ସଫେଇ ,…
ଦରଦାମ ବୃଦ୍ଧି ବିରୁଦ୍ଧରେ ବିଜେଡିର ରଣହୁଙ୍କାର : ଘେରିବେ ଛାମୁଆ ସଂଗଠନ
ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡି ରଣହୁଙ୍କାର ଦେଇଛି । ବଢି ଚାଲିଥିବା ଦରବୃଦ୍ଧି ଉପରେ ରୋକ ଲଗାଇବାପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ବିଜେଡିର ମହିଳା, ଛାତ୍ର ଓ ଯୁବ ସଂଗଠନ ସାମିଲ ପାଇଁ…