Sign in
Sign in
Recover your password.
A password will be e-mailed to you.
ପ୍ରଶାସନ ଦୃଷ୍ଟି ଆଢୁଆଳରେ ବେଧଡ଼କ ମୋରମ ବେଆଇନ ଚାଲାଣ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ତହସିଲ ଅଂଚଳରେ ଥିବା ପାହାଡ଼ ଓ ସଂରକ୍ଷିତ ଜମିରୁ ପ୍ରଶାସନ ଦୃଷ୍ଟି ଆଢୁଆଳରେ ବେଧଡ଼କ ଭାବେ ମୋରମ ଦିନ ରାତି ଚାଲାଣ ହେଉଥିବା ଅଭିଯୋଗ ହୋଇଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀରାମପଦା ଆଦର୍ଶ…
ଅସ୍ତରଙ୍ଗ ଉପକୂଳରେ ପୋଲିସର ମକ ଡ୍ରିଲ ।
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ଅସ୍ତରଙ୍ଗ ଉପକୂଳବର୍ତ୍ତୀ ଅଂଚଳରେ ଆତଙ୍କବାଦୀମାନେ ଜଳପଥ ଦେଇ ଯେପରି ପ୍ରବେଶ ନ କରନ୍ତି ଅବା କୌଣସି ପ୍ରକାର ଅନୁପ୍ରବେଶକୁ କିପରି ପ୍ରତିହତ କରାଯିବ, ସେହି ଉଦ୍ଦେଶ୍ୟ ନେଇ ଓଡିଶା ପୋଲିସ ତରଫରୁ ଅସ୍ତରଙ୍ଗ ଉପକୂଳରେ ମଙ୍ଗଳବାର ଦିନ ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇ…
ମେଜର ଡୋଲାମଣୀ ପୁରୋହିତ ସମ୍ବର୍ଦ୍ଧିତ ।
ପଦ୍ମପୁର(ଶାସକପ୍ରଶାସକ)- ଅଞ୍ଚଳ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ପ୍ରଥମ ଏନ. ସି .ସି ଅଧିକାରୀ ମେଜର ଡୋଲାମଣୀ ପୁରୋହିତ ଙ୍କୁ ତାଙ୍କ ବାସଭବନରେ ଅଞ୍ଚଳ ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଡ଼: ଲଲିତେନ୍ଦୁ ନାୟକ,ଏନ.ସି.ସି ଅଧିକାରୀ ଲେଫ୍ଟନେଣ୍ଟ ଜୟକୁମାର ଭୋଏ, ଅଧ୍ୟକ୍ଷ ବିରଞ୍ଚି…
ସୋଆ କୃଷି ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ଉତ୍ସବ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ବିଶେଷ କାର୍ଯ୍ୟକ୍ରମ ଚଳିତ ମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି ।କୃଷି ମହାବିଦ୍ୟାଳୟର ନବନିର୍ମିତ ଭବ୍ୟ…
ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା, କାମ କରିବା ପାଇଁ ୱାର୍କସେଡ୍
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ କରାଯିବା ସହିତ ସମସ୍ତଙ୍କୁ ପରିଚୟ ପତ୍ର ଦିଆଯିବ
ଭୁବନେଶ୍ୱର (ଶାସକ ପ୍ରଶାସକ) :ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍…
ତିନିବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର
ଜିଲ୍ଲାପାଳ ଓ ସରକାରଙ୍କଠାରୁ ନ୍ୟାୟ ମାଗିଲେ ମହନାଵତୀ
କାଶୀପୁରରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନଗୁଡା ଗ୍ରାମ ଝିଅ ମହନା ଵତୀ ମାଝି ଙ୍କ ଅଭିଯୋଗ ସେ ତିନି ବର୍ଷ ହେଵ ଅଙ୍ଗନବାଡି କାମ କରୁ ଥିଲେ କିନ୍ତୁ ତାଙ୍କୁ 06/02/2019 ଚାକିରି…
ପେନସନଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ ଦାଖଲ ସମୟସୀମା ବଢ଼ିଲା
ଭୁବନେଶ୍ୱର:କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ପେନସନଭୋଗୀମାନଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ୍) ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛିା ଓଡ଼ିଶା ଟ୍ରେଜେରୀ ସଂହିତା ଭଲ୍ୟୁମ-୧ର ରୁଲ୍ ୩୧୪ ଅନୁଯାୟୀ ପ୍ରତିବର୍ଷ ପେନସନଭୋଗୀମାନେ ନଭେମ୍ବର ୩୦…
ପେନସନଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ ଦାଖଲ ସମୟସୀମା ବଢ଼ିଲା
ଭୁବନେଶ୍ୱର:କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ପେନସନଭୋଗୀମାନଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ୍) ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛିା ଓଡ଼ିଶା ଟ୍ରେଜେରୀ ସଂହିତା ଭଲୁ୍ୟମ୍-୧ର ରୁଲ୍ ୩୧୪ ଅନୁଯାୟୀ ପ୍ରତିବର୍ଷ ପେନସନଭୋଗୀମାନେ ନଭେମ୍ବର ୩୦…
ଜିଲ୍ଲା ଯୋଗାଣ ବିଭାଗ, ସିନାପାଲି ତହସିଲଦାରଙ୍କ ଉପସ୍ଥିତିରେ ଚଢଉ
୪୦୦ ଉର୍ଦ୍ଧ ଧାନ ବସ୍ତା ଜବତ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ନିଲଜୀ ଚନାମୁଣ୍ଡା ଠାରେ ସ୍ଥିତ ଜଗନ୍ନାଥ ପ୍ରଧାନ ଙ୍କ ବାସଗୃହ ରେ ନୂଆପଡ଼ା ଜିଲ୍ଲା ଯୋଗାଣ ବିଭାଗ ଓ ସିନାପାଲି ସହସିଲ ଦାର୍ ଙ୍କ ମିଳିତ ଚଢାଉ…
ପ୍ରେମିକାର ଆତ୍ମହତ୍ୟା ଘଟଣା, ଅଭିଯୁକ୍ତ ପ୍ରେମିକ ଗିରଫ, କୋର୍ଟ ଚାଲାଣ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡ଼ା ଜିଲ୍ଲା ସିନାପାଲି ସଦର ଜଗନ୍ନାଥ ଛକ ର ଜଣେ ଯୁବତୀ ନିଜ ପ୍ରେମ ପାଇଁ ବିଷପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ। ଯୁବତୀ ମାଁ ଅମ୍ୱିକା ମେହେର ସିନାପାଲି ଥାନାରେ ଅଭିଯୋଗ କରିଥିଲେ।ଘଟଣା ନେଇ ସିନାପାଲି ଥାନାରେ ମାମଲା ରୁଜୁ…