Sign in
Sign in
Recover your password.
A password will be e-mailed to you.
ଆର ପାରିରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା
ବଲାଙ୍ଗିର : ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ମାଟିର ଗର୍ବ ଓ ଗୌରବ ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା(୮୪) । ଆଜି ଦିନ ୧ଟା ୪୫ମି.ରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ରେ ତାଙ୍କ ଦେହାନ୍ତ ଘଟିଛି । ନିକଟରେ…
ନିୟମଗିରି ପାହାଡରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର
ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ଵାନ କଲେ ମାଓବାଦୀ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଲେ ମାଓବାଦୀ। ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ…
ସର୍ବୋଚ୍ଚ ଯନ୍ତ୍ରୀ ଙ୍କର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ
ତେନ୍ତୁଳିଖୁଣ୍ଟି ଠାରେ ଭବ୍ୟ ସ୍ୱାଗତ କଲେ ଅଞ୍ଚଳବାସୀ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଚରଦାପାଳି ଠାରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ପୋଲ ଅଂଚଳକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ ସାମଲ ପରିଦର୍ଶନ ରେ ଯାଇଥିଲେ । ଏଠାରେ…
ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁ ଶ୍ରେଷ୍ଠ ସମ୍ମାନ ଉତ୍ସବ
ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ) -:ବ୍ଲକ ଅଧିନସ୍ଥ ଓଢଙ୍ଗ ଠାରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁ ଶ୍ରେଷ୍ଠ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ପୁରାତନ ଛାତ୍ର ସଂସଦର ସଭାପତି ରବୀନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ…
କୃପାଳୁ ଶିଶୁ ସାହିତ୍ୟ ଆସରରେ ଶିଶୁ କବିତା ପାଠ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସର ଶେଷ ରବିବାର ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ ଶିଶୁ କବିତା ପାଠ କାର୍ଯ୍ୟକ୍ରମର ପ୍ରଥମ କଳାଂଶରେ କେନ୍ଦ୍ରର ପ୍ରଧାନାଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ନିର୍ଦ୍ଧାରିତ ପ୍ରାଣାୟାମ ,…
ସହିଦନଗର ଓଡିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ତଥା ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପି. ଗୋପିଚାନ୍ଦ ଆଜି ପୂର୍ବାହ୍ନରେ ସହିଦନଗରସ୍ଥିତ ଓଡିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତିା ଏହି ପରିଦର୍ଶନ ସମୟରେ ସେ ଏଠାକାର ପ୍ରଶିକ୍ଷାର୍ଥୀ,…
ସୋଆରେ ୫୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍ ଉଦ୍ଘାଟିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର।ଲ ସାଇନ୍ସ (ଆଇଏଏସ୍) ପରିସରରେ ରବିବାର ୫୦୦ ସିଟ୍ ବିଶିଷ୍ଟ ଅଡ଼ିଟୋରିୟମ୍ ଉଦ୍ଘାଟିତ ହୋଇଯାଇଛି। ସୋଆ ଉପସଭାପତି ଶ୍ରୀମତୀ ଶାଶ୍ବତୀ ଦାସ ଏହି ଅଡିଟୋରିୟମକୁ ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ…
ପଂଚାୟତ ସମିତି ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ
କୋମନା (ଭାଗିରଥି ଭୋଇ)- ନୂଆପଡା ଜିଲା କୋମନା ସଦର ମହକୁମାସ୍ଥିତ ପଂଚାୟତ ସମିତି ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ତଥା ରାଜନୀତି ଅଧ୍ୟ୍ୟାପକ ଦେବେନ୍ଦ୍ର ସୁନାନୀ ପରିଚାଳନା…
ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବାଜପୁରା ପଞ୍ଚାୟତ ମାର୍କେଟ କମ୍ପ୍ଲେସ ଉଦଘାଟିତ
ମନ୍ତ୍ରୀଙ୍କ ଦ୍ବରା ୫୦୦ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ।
ବାଜପୁରା ପଞ୍ଚାୟତ ହେଉଛି ମୋ ପଞ୍ଚାୟତ - ମନ୍ତ୍ରୀ।
ମାହାଙ୍ଗା(ସପ୍ତଜ୍ୟୋତି ରାଉଳ) ବାଜପୁରା ପଞ୍ଚାୟତ ମାହାଙ୍ଗା ବ୍ଲକର ଏକ ଅଗ୍ରଣୀ ପଂଚାୟତ ଭାବେ ନିଜକୁ ଗଢି ତୋଳିଛି | ଏହି ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ପର୍ଯ୍ୟାପ୍ତ…
ଗନ୍ଧମାର୍ଦ୍ଦନ ପର୍ବତରେ ଯୁବକର ଆତ୍ମହତ୍ୟା
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଦୁର୍ଗାପାଲି ଗ୍ରାମ ନିକଟରେ ରହିଥିବା ଜଙ୍ଗଲ ବିଭାଗ ଇକୋଟୁରିଜମ ବଙ୍ଗଳା ନିକଟରେ ଜଙ୍ଗଲ ଭିତରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପଦ୍ମପୁର ଥାନା ଅନ୍ତର୍ଗତ ଅମଳିପାଲି ଗ୍ରାମର…