Sign in
Sign in
Recover your password.
A password will be e-mailed to you.
ବଲାଙ୍ଗିରରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଶିଶୁ ସୁରକ୍ଷା ସଚେତନତା ରଥ ପରିକ୍ରମା
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଶିଶୁ ସୁରକ୍ଷା ସଚେତନା ରଥକୁ ସବୁଜ ପତାକା ଦେଖାଇ ଦୁଇ ଦିନ ପାଇଁ ବଲାଙ୍ଗିର ଜିଲ୍ଲାରେ ପରିକ୍ରମା କରିି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉଦ୍ଘାଟନ କରିଛନ୍ତି । ସଚେତନତା ରଥ ଟି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା କରି ଶିଶୁ…
ଉତ୍କଳ ଆଲୁମିନାରେ କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ ‘ବିଶ୍ୱ ଏଡ୍ସ ଦିବସ’ ପାଳିତ
ଭୁବନେଶ୍ୱର / ଟିକିରି( ବୈକୁଣ୍ଠ ଦୁରିଆ) : ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡରେ ବିଶ୍ୱ ଏଡ୍ସ ଦିବସ ୨୦୨୧ ଡିସେମ୍ବର ୧ ତାରିଖରେ ଏହାର କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ଏଡ଼ସ୍ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବିଶ୍ୱ ଏଡ଼ସ୍ ଦିବସ ଉପଲକ୍ଷେ ଅନ୍ ଲାଇନ୍ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଅଧ୍ୟକ୍ଷତା କରି ବିଶ୍ୱ ଏଡ଼ସ୍…
ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼ସ୍ ସଚେତନତା ଦିବସ ପାଳିତ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀ ଦେବୀ +୨ ଛାତ୍ରୀ ମାନଙ୍କୁ ଏଡ଼ସ୍ ର ଲକ୍ଷଣ ,…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ : ରୋଗୀକୁ ନୁହେଁ ରୋଗକୁ ଘୃଣା କର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଏଡ଼ସ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ରୀନା ସାହୁ ଅଧ୍ୟକ୍ଷତା କରିବା ସହ ଛାତ୍ରୀ ମାନଙ୍କୁ ଏଡ଼ସ୍ ଏକ ସାମାଜିକ ବ୍ୟାଧି । ରୋଗୀକୁ ନୁହେଁ ରୋଗକୁ ଘୃଣା କର ।…
ନବରଙ୍ଗପୁର ଡିଭିଜନରେ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ଓଏଲ୍ଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀ
କ୍ଷେତ୍ର ପରିଦର୍ଶନ ସହ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ।
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଆଜି ନବରଙ୍ଗପୁର ଉଠାଜଳସେଚନ ଡିଭିଜନ ଗସ୍ତ କରି ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଏକ ବୈଠକରେ ଯୋଗଦେଇ ନିଗମ ଜରିଆରେ…
ଉପାନ୍ତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଶୁଦ୍ଧ ପିଇବାପାଣି ପାଇଁ ସଂଘର୍ଷ କରୁଛନ୍ତି ଆଲାଙ୍ଗଡ଼ା ଗ୍ରାମବାସୀ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ-ବିନା ଖାଦ୍ୟରେ କିଛିଦିନ ଚଳିଯିବ କିନ୍ତୁ ଜଳ ବିନା ବଞ୍ଚିବା ଅସମ୍ଭବ । ଲୋକଙ୍କ ସୁବିଧା ନିମନ୍ତେ ସରକାର ଗୁଡ଼ାଏ ଯୋଜନା କରିଛନ୍ତି | କିନ୍ତୁ ଏହି ଯୋଜନା ଲୋକଙ୍କ ପ୍ରତି କେତେ କାର୍ଯ୍ୟକାରୀ ହେଉଛି ତାହା ଜାଣିବା ଜରୁରୀ ହଇପଡ଼ିଛି। ଶୁଦ୍ଧ ପିଇବା ପାଣି…
୧୧ତମ ଭିଏସଏସ କ୍ରିକେଟ କପ ବୁଧାପାଲି ଉଦଘାଟିତ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ବ୍ଳକ ବୁଧାପାଲି ମା ଭାରତୀ ଖେଳ ପଡିଆ ଠାରେ ୧୧ତମ ବୀର ସୁରେନ୍ଦ୍ର ସାଏ କ୍ରିକେଟ କପ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବୁଧାପାଲି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ ସାହୁ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ…
ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା : ସିଇସି
ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହେବା ସହ ଏକ ଘୁର୍ଣ୍ଣିଝଡ଼ ରେ ପରିଣତ ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି |
ଡିସେମ୍ବର ୩ ତାରିଖ ଅପରାହ୍ନ ସୁଦ୍ଧା ଏହା…
ମୁଖ୍ୟମନ୍ତ୍ରୀ ନେଲେ କୋଭିଡ ମୁକାବିଲା ସମୀକ୍ଷା
ସତର୍କତା ସହ କୋଭିଡ ନିୟମ କଡାକଡି ପାଳନ ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର/ଶାସକ ପ୍ରଶାସକ: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡର ସମ୍ଭାବ୍ୟ ତୃତୀୟ ଲହରର…