Sign in
Sign in
Recover your password.
A password will be e-mailed to you.
ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଚେତନତା ରଥକୁ ଦେବଗଡରେ ସ୍ଵାଗତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ବିଭିନ୍ନ ଅଧିନିୟମ ଓ ଯୋଜନାର ସଫଳ ରୂପାୟନ ଓ ଗୋଷ୍ଠୀର ସହଭାଗୀତାକୁ ନିଶ୍ଚିତ କରାଇବା ପାଇଁ ଅଧକ୍ଷ୍ୟା ସନ୍ଧ୍ୟ।ବତୀ ପ୍ରଧାନଙ୍କ ନେତୃତ୍ଵରେ , ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଗତ ନଭେମ୍ବର ୨୦…
୨୦୦ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ଗୋଷାଣୀ ବ୍ଳକ୍ ଲାବଣ୍ୟଗଡ଼ ପଞ୍ଚାୟତର ମାରିଙ୍ଗି ଠାରେ 150 କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଇଥାନଲ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ଥର ସ୍ଥାପନ…
ବରଗଡ଼ ଜିଲ୍ଲା ପୋଲିସ ଅଧିକାରୀ ରେ ଅଦଳବଦଳ
ବରଗଡ଼ : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ପରାମର୍ଶନୁଯାଇ ପୋଲିସ ଅଧିକାରୀ ମହଲରେ ଛୋଟ ଧରଣର ଅଦଳବଦଳ ହୋଇଛି। ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଦୁର୍ଗମାଧବ ପଧାନଙ୍କୁ ମେଲଛାମୁଣ୍ଡା,ମେଲଛାମୁଣ୍ଡା ଥାନାଧିକାରୀ ଶ୍ରୀମତୀ ସ୍ୱପ୍ନାରାଣୀ ଗୋଛାୟାତଙ୍କୁ ସଦରଥାନା ,ସଦର…
ପଦ୍ମପୁରରେ ଖରିଫ ୠତୁର ଧାନ କିଣା ଆରମ୍ଭ
ନୂତନ ଭାବେ ସତୀଭଟା ଓ ସରାଇକେଲାରେ ଦୁଇଟି ମଣ୍ଡି ଉଦଘାଟିତ ।
ପଦ୍ମପୁର(ଶାସକପ୍ରଶାସକ)- ଖରିଫ ୠତୁର ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଆଜି ପଦ୍ମପୁର ଆରଏମସି ଅଧିନରେ ୭୪ ଗୋଟି ଧାନ ମଣ୍ଡି ଖୋଲିଛି । ପଦ୍ମପୁର ଆରଏମସି ମୁଖ୍ୟ ମାର୍କେଟରେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର,…
ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଫସଲର ସୁରକ୍ଷା ବାର୍ତ୍ତା ଜାରି କଲା କୃଷି ବିଭାଗ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳ ଦକ୍ଷିଣ-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସୂଚନା ମିଳିଅଛିା ଏହା ପ୍ରଭାବରୁ ୩ ତାରିଖ ରାତିରୁ ଓଡିଶା…
କେଉଁଠି ରୂପାନ୍ତରଣ, କେଉଁଠି ଶ୍ରେଣୀଗୃହ ନଥିବାରୁ ପିଲା ହଇରାଣ
ରାଉତ ପରଡିଗୁଡା ବିଦ୍ୟାଳୟରେ ରୋଷେଇ ଗୃହ ବାରଣ୍ଡାରେ ପାଠପଢା ।
କଲ୍ୟାସିଂହପୁର/ପ୍ରଦୀପ ଦଲାଇ:ସବୁଆଡେ ଚାଲିଛି ରୂପାନ୍ତରଣ ପର୍ବ | ସ୍କୁଲ ହେଉଛି ଚକଚକ | କେଉଁଠି ପିଲା ସ୍ମାର୍ଟ କ୍ଳାସରୁମରେ ତା ଆଉ କେଉଁଠି ପିଲାଙ୍କ ବସିବା ପାଇଁ କ୍ଲାସରୁମ ନାହିଁ | କିଏ ବସୁଛି ବାରଣ୍ଡାରେ ତା କିଏ…
ନୂତନ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା ଙ୍କୁ ଚୟନ।
କଲ୍ୟାଣସିଂ ହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ନୂତନ ସାଂସଦ ପ୍ରତିନିଧି ଭାବେ କୁମାର ସ୍ୱାମୀ କୌଶଲ୍ୟା ଚୟନ କରି ବ୍ଲକର ଦାଇତ୍ୱ ଦିଆଯାଇଛି ।ଲୋକସଭା କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଙ୍କ ପତ୍ର ସଂଖ୍ୟା ୧୭/୮୦୫ ରେ ନଭେମ୍ବର ମାସ ୨୬ ତାରିଖରେ ବ୍ଲକ ଓ…
ବଲାଙ୍ଗିରରେ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ମାସ ପାଳିତ
ବଲାଙ୍ଗିର- ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ମାସ ପାଳନ ଅବସରରେ ଏକ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ଚଞ୍ଚଳ ରାଣା, ଜିଲ୍ଲାପାଳ, ବଲାଙ୍ଗିର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉକ୍ତ ରଥର ଉଦ୍ଘାଟନୀ ଉତ୍ସବରେ ମନୋଜ ସତ୍ୟବାନ ମହାଜନ…
“ସଖୀ” ଓ୍ବାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ‘ନାରୀ ସୁରକ୍ଷା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ" ଓ୍ବାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ 'ନାରୀ ସୁରକ୍ଷା ଓ ଅଧିକାର' କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା…
ବେଆଇନ କଳାମୁଗୁନି ପଥର ଖଣି ଉପରେ ଚଢ଼ାଉ
ଏକ କୋଟି ଟଙ୍କା ରୁ ଉର୍ଦ୍ଧ ବିସ୍ପୋରକ ସାମଗ୍ରୀ ସହିତ ୧୬ ଜଣ ଗିରଫ
ରଣପୁର(ପ୍ରସନ୍ନ ସାମନ୍ତରାୟ): ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ରେ ଦୀର୍ଘ ଦିନ ଧରି କଳାମୁଗୁନି ପଥର ଖଣି ଓ ବ୍ଳାଷ୍ଟିଙ୍ଗ ଚାଲିଥିବା ବେଳେ ଏହି ବେଆଇନି କଳାମୁଗୁନି ପଥର ଖଣି ଓ ବ୍ଳାଷ୍ଟିଙ୍ଗ ଙ୍କୁ ନେଇ ସ୍ଥାନୀୟ…