Sign in
Sign in
Recover your password.
A password will be e-mailed to you.
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମିଶନ ଶକ୍ତି ଏସ୍ ଏଚ୍ ଜି ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି, ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମିଶନ ଶକ୍ତି ଏସ୍ ଏଚ୍ ଜି (SHG) ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ…
ଜିଲ୍ଲାରେ 5ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : 5ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରେ ସୋମବାର ଦିନ ୫ ଗୋଟି ହାଇସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି। ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲ ଗୁଡିକୁ ଲୋକାର୍ପିତ କରିଛନ୍ତି। ଏହି…
ମାନବିକ ଆଚରଣ ଆତଙ୍କବାଦୀକୁ ମଧ୍ୟ ଦେଶପ୍ରେମୀ ରେ ପରିଣତ କରିପାରେ: ସେନା ଅଧିକାରୀ
ଭୁବନେଶ୍ୱର: ମାନବିକ ଆଚରଣ ମନୁଷ୍ୟର ହୃଦୟ କୁ ପରିବର୍ତ୍ତନ କରିବା ନିମନ୍ତେ ଏକ ଶାଣିତ ଅସ୍ତ୍ର। ଏହା ଜଣେ ଆତଙ୍କବାଦୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ସମର୍ଥ। ପାକିସ୍ଥାନ ରେ ଦୁଇବର୍ଷ ତାଲିମ ପାଇବା ପରେ କାଶ୍ମୀର ର ଜଣେ ଯୁବକ ଆତଙ୍କବାଦୀ ସଂଗଠନ ହୁଜି ରେ ଯୋଗ ଦେଇଥିଲେ। ଅବିଶ୍ବାସ ମନେ…
ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ସିବିଏସଇର ନୂଆ ପରୀକ୍ଷା କେନ୍ଦ୍ର ମାନ୍ୟତା ଲାଭ କଲା
ଟିକିରି/ ବୈକୁଣ୍ଠ ଦୁରିଆ : ଦୋରାଗୁଡାଠାରେ ଥିବା ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲକୁ ଚଳିତ ବର୍ଷ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଟର୍ମ-୧ ପରୀକ୍ଷା ପରିଚାଳନା କେନ୍ଦ୍ର ଭାବରେ ସିବିଏସଇ ମାନ୍ୟତା ପ୍ରଦାନ କରିଛି । ୨୦୧୬ରୁ ଛାତ୍ରଛାତ୍ରୀ ବହୁ କଷ୍ଟ ସ୍ୱୀକାର କରି ୫୦ କିଲୋମିଟର ଯାଇ…
ନବୀନଙ୍କ ଅଂଚଳରୁ ଆରମ୍ଭ, ବବିଙ୍କ ଏରିଆରେ ଶେଷ
ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ ୧୦୭୮ ସ୍କୁଲ ଲୋକାର୍ପିତ
ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା ଏହି ପର୍ବ ଯାଜପୁରରେ ହେଲା ଶେଷ
ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ଆଜି ୬ଟି ଜିଲ୍ଲାର ୨୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ…
ଆମ୍ବୋ ପଂଚାୟତରେ ବିଜେପି ର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ହାଟଡିହି/ ମକରଧ୍ବଜ ଜେନା : ଆମ୍ବୋ ପଂଚାୟତର ଅଣତିରା ସ୍ଥିତ ତାରିଣୀ ମଠ ପଡିଆ ରେ ବିଜେପି ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଏହି ପଂଚାୟତରୁ ୪୦ରୁ ଉର୍ଦ୍ଧ୍ବ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ର ନିତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଆନନ୍ଦପୁର ବିଜେପି ନେତା…
ମାହାଙ୍ଗା ବ୍ଲକ୍ ପଲ୍ଲୀସାହି ପଞ୍ଚାୟତରେ ମିଶନଶକ୍ତି ପକ୍ଷରୁ ମହିଳା ସମାବେଶ।
ନାରୀ ଶକ୍ତିର ଉତଥାନ ବିନା ବିକଶିତ ସମାଜର ପରିକଳ୍ପନା ଅଧୁରା -ମନ୍ତ୍ରୀ ପ୍ରତାପ ଜେନା
ମାହାଙ୍ଗା -(ସପ୍ତ ଜ୍ୟୋତି ରାଉଳ)- ମହିଳା ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ସରକାର ମିଶନ ଶକ୍ତି ବିଭାଗ ତିଆରିକରିଛନ୍ତି | ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ରାଜ୍ୟ ସରକାର ବିଭିନ୍ନ…
ହାତୀ ଏବଂ ମାଙ୍କଡ ଆକ୍ରମଣ ରୋକିବା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ର ତିନି ବ୍ଲକରେ ଗତ ଏକ ମାସ ମଧ୍ୟରେ ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ଗ୍ରାମରେ ଅନେକ ଚାଷୀଙ୍କ ଧାନ ଫସଲ ସହିତ ବିଭିନ୍ନ ପନିପରିବା ଫସଲା ନଷ୍ଟ ହେଉଛି। ଫଳରେ ଚାଷୀମାନେ ଫସଲ ଅମଳ ରୁ ବଞ୍ଚିତ ହେଉଛନ୍ତି ଏବଂ ଚାଷ ପାଇଁ କରି ଥିବା ବ୍ୟାଙ୍କ…
ରକ୍ତଦାନ ଯୁବସମାଜ ର ନିଶା ହେବା ଆବଶ୍ୟକ :- ପ୍ରଦ୍ୟୁମ୍ନ ତ୍ରିପାଠି
ଯୁବସମାଜ ଜନସେବା ପ୍ରତି ଧ୍ୟାନ ଦେବା ଆବଶ୍ୟକ :- ଭୋଜରାଜ ସିଂ ବାରିହା
ବରଗଡ :- ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ଵାନ କ୍ରମେ ବିଗତ ଏକ ବର୍ଷରୁ ଉର୍ଦ୍ଧ ସମୟ ହେଲା ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯକ୍ରମ ମାଧ୍ୟମରେ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟ ରକ୍ତଭଣ୍ଡାର…
ଚତୁର୍ଥ ଦିନରେ ମାହାଙ୍ଗା ବ୍ଲକ୍ ହଳଦିଆ ପଞ୍ଚାୟତକୁ ପଞ୍ଚାୟତରାଜ ମନ୍ତ୍ରୀଙ୍କ ତୋଫାନି ଗସ୍ତ
ଉଦଘାଟିତ ହେଲା ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ |
ସମସ୍ତ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିଛି- ମନ୍ତ୍ରୀ ପ୍ରତାପ ଜେନା।
ମାହାଙ୍ଗା -(ସପ୍ତ ଜ୍ୟୋତି ରାଉଳ)-ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀକୁ ବିଭାଗୀୟ ମନ୍ତ୍ରୀ…