Sign in
Sign in
Recover your password.
A password will be e-mailed to you.
ପୂର୍ତ୍ତ ବିଭାଗ ଡ୍ରେନ ପାଲଟିଛି ମରଣଯନ୍ତା, ତୁରନ୍ତ ମରାମତି ବା ନିର୍ମାଣ ଦାବି
ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ବି ମିଳୁନି ସୁଫଳ
ରଣପୁର(ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦୁଇ ନମ୍ବର ୱାର୍ଡର ମାଛ ମାର୍କେଟ ଛକ ଠାରୁ ହାଟସାହି ବିଏସଏନଏଲ ଅଫିସ ପର୍ଯ୍ୟନ୍ତ ରାସ୍ତାର ବାମ ପାର୍ଶ୍ଵରେ ତଥା ଘର ସମୁଖ ଭାଗରେ ଥିବା…
ଅଞ୍ଚଳ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଆଲୋଚନାଚକ୍ର ।
ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫରେନ୍ସ କକ୍ଷରେ ଏକ ଶିକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷା କ୍ଷେତ୍ରରେ ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଜନୀୟତା ଶୀର୍ଷକ…
ଗାଇସିଲେଟ ମହାବିଦ୍ୟାଳୟରେ ଶୋକସଭା ପାଳିତ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଳକ ପଂଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଠାରେ ପ୍ରାଧ୍ୟାପକ ଡ଼. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ, ସି.ଡ଼ି.ଏସ୍ . ବିପିନ ରାୱତଙ୍କ ସମେତ ହେଲିକେପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ…
ବିକ୍ଷୋଭ ବେଳେ ବିଜେପିର ଅସଲ ଚେହେରା ଦେଖିଲା ଓଡ଼ିଶା: ବିଜେଡି
ବିଜେପି ଯୁବମୋର୍ଚ୍ଚାର ହିଂସାତ୍ମକ ଆଚରଣ ଓ ଗୁଣ୍ଡାଗର୍ଦ୍ଦି
ପୁଲିସକୁ ବାଡେଇଲେ, ଗାଡ଼ି ଭାଙ୍ଗିଦେଲେ
ସାମ୍ବାଦିକଙ୍କୁ ବି ଛାଡ଼ିଲେନି, ଢେଲାମାଡ଼ରେ ଅନେକ ଆହତ
ଭୁବନେଶ୍ୱର,: ମମିତା ମେହେର ହତ୍ୟାକୁ ପ୍ରସଙ୍ଗ କରି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ନାଁରେ…
ଡିସେମ୍ବର ୧୧ରୁ କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା
ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପୁରୁଷ ଓ ମହିଳା ଖେଳାଳୀ ଅଂଶଗ୍ରହଣ କରିବେ
ଖେଳାଳୀ, ବୈଷୟିକ ଅଧିକାରୀ ଓ ଆୟୋଜକମାନଙ୍କ ପାଇଁ ଆର୍ଟିପିସିଆର୍ ମାଧ୍ୟମରେ କୋଭିଡ୍ ପରୀକ୍ଷଣ ବାଧ୍ୟତାମୂଳକ
ଭୁବନେଶ୍ୱର, : ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ…
ସମ୍ ଅଲ୍ଟିମେଟ ମେଡିକେୟାରକୁ ଏଚ୍ଏସିସିପି ପ୍ରମାଣପତ୍ର
ଭୁବନେଶ୍ୱର : ୱାନ୍ ଷ୍ଟପ୍, ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ୱାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର ଚଳିତ ବର୍ଷ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ହାଜାର୍ଡ ଆନାଲିସିସ୍ କି୍ରଟିକାଲ୍ କଂଟ୍ରୋଲ୍ ପଏଂଟ (ଏଚ୍ଏସିସିପି)ର ପ୍ରମାଣପତ୍ର ମିଳିବାର ସଫଳତା ହାସଲ…
ଜନଶୁଣାଣୀ ନାଁରେ ଚାଲିଛି ପ୍ରହସନ : କାମ ସରିଲେ କମ୍ପାନୀ ତା ବାଟରେ, ପ୍ରଶାସନ ବି ତା ବାଟରେ
ଶ୍ରୀମେଟାଲିକ୍ସ ଖଣି ର ସମ୍ପ୍ରସାରଣ ପାଇଁ ଜନଶୁଣାଣୀ ଭେଳିକି
ଯୋଡ଼ା /ପାର୍ଥସାରଥୀ ଷଡ଼ଙ୍ଗୀ: ଜନ ଶୁଣାଣୀରେ ଜନତାଙ୍କ ପ୍ରତି ଦରଦ ନାହିଁ। କରୋନା ମହାମାରୀ ପାଇଁ ସରକାର ବହୁ କଟକଣା ଲାଗୁ କରିଥିଲେ ମଧ୍ୟ ଏଥିପ୍ରତି ଶୁଣାଣୀ କରାଉଥିବା ସରକାରୀ ବାବୁ ଓ ଖଣି କମ୍ପାନୀର ତିଳେମାତ୍ର ଭୁକ୍ଷେପ…
ସମାଜସେବୀ ଙ୍କ ଉଦ୍ୟମରେ ବୃଦ୍ଧ ଦମ୍ପତି ପାଇବେ ଘର !
ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲାଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ଚିଖିଲି ଗ୍ରାମର ଘରନୁ ସାହୁ(୭୩) ଓ ତାଙ୍କ ସ୍ତ୍ରୀ ମଥୁରା ସାହୁ (୬୨) ଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନ ଥିବାରୁ ବହୁତ ଅସୁବିଧାରେ ଜୀବନ ବିତାଉଥିବା ବେଳେ ଏ ବିଷୟରେ ଖବର ପ୍ରକାଶିତ ହୋଇଥିଲା । ଏହି ଖବର କୁ…
ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାୟଗଡା ଜିଲ୍ଲା ଶାଖା କର୍ମକର୍ତ୍ତା ନିର୍ବାଚିତ
ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାୟଗଡା ଜିଲ୍ଲା ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ରାୟଗଡା ସହରର ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଆଶୁତୋଷ ରଥ ଏବଂ ରାଜ୍ୟ ନିର୍ବାଚନ…
ମିଳିତ ଅବକାରୀ ଚଢ଼ାଉ : ୩ଜଣ ଗିରଫ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଏହି…