Sign in
Sign in
Recover your password.
A password will be e-mailed to you.
ଘୁ.ଉଦୟଗିରିରେ ପ୍ରବଳ ଜାଡ଼
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ରାଜ୍ୟରେ ଏବେ ଶୀତର ଲହରୀ ଜାରୀ ରହିଛି I ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ପ୍ରବଳ ଜାଡ଼ ଅନୁଭବ ହେଉଛି I ଘୁ.ଉଦୟଗିରି ଅଞ୍ଚଳର ପାରଦ ଦିନକୁ ଦିନ ତଳକୁ ଖସୁ ଥିବାର ଅନୁମାନ କରାଯାଉଛି I ଯାହାରି ଫଳରେ ରାତି ଏବଂ ଦିନ ସାରା…
ସ୍ୱର୍ଗତ ନନ୍ଦସାରଙ୍କ ଶେଷକୃତ୍ୟରେ ସାମିଲ ହେଲେ ମନ୍ତ୍ରୀ ସମୀର ଦାଶ
ଭୁବନେଶ୍ୱର : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଗଭୀର ଶୋକପ୍ରକାଶ କରି କହିଛନ୍ତି ଯେ ନନ୍ଦସାର୍ ଜଣେ ଅମାୟିକ, ସମାଜସେବୀ ଏବଂ ଚାଟଶାଳୀର ଶିକ୍ଷାଗୁରୁ ଥିଲୋ ତାଙ୍କର ତିରୋଧାନ ସମଗ୍ର ଶିକ୍ଷା ସମାଜ ପାଇଁ ଏକ ବିରାଟ…
ପାରଳା ପୌର କର୍ତ୍ତୃପକ୍ଷଙ୍କ ବେଆଇନ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ବିରୋଧ କରି ସଚେତନ ନାଗରିକ ମଞ୍ଚ ପକ୍ଷରୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌରାଞ୍ଚଳର ୧୪ ନମ୍ବର ୱାର୍ଡରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସ ଗୃହ ତଥା (ପୁରୁଣା ଡିଇଓ: ଅଫିସ)କୁ ପୌର କର୍ତ୍ତୃପକ୍ଷ ନିଜ ଅକ୍ତିଆରକୁ ନେଇ ସେଠାରେ ଟାଉନ ହଲ ବା ସେଭଳି କିଛି ନିର୍ମାଣ ଉଦ୍ୟମ କରୁଥୁବା…
ଆଦିବାସୀ ଅଧ୍ୟୁଷିତ କୁଜାସିଂ ଗ୍ରାମରେ ମେଗା ସ୍ବାସ୍ଥ୍ୟ-ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୁଜାସିଂ ପଞ୍ଚାୟତର କୁଜାସିଂ ଗ୍ରାମରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ସହଯୋଗରେ ଏକ…
ପୋଖରୀରେ ବୁଡି ଯୁବକଙ୍କ ପ୍ରାଣବାୟୁ ଚାଲିଗଲା ।
ବୁଗୁଡା (ଡ଼. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଜଣେ ୨୭ ବର୍ଷ ବୟସ୍କ ଯୁବକଙ୍କ ପୋଖରୀରେ ବୁଡି ପ୍ରାଣବାୟୁ ଚାଲିଯାଇଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡିଛି ଯେ ମଙ୍ଗରାଜପୁର ଗ୍ରାମର ରବୀନ୍ଦ୍ର ସାହୁ ସକାଳ ୯ ଘଣ୍ଟା…
ଲିଲିଗଡରେ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲିଲିଗଡ ଗ୍ରାମରେ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ୱେଦକରଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଶ୍ରମିକ ନେତା ଧନୁଞ୍ଜୟ ନାୟକଙ୍କ ତତ୍ତ୍ଵାବଧାନ ଓ ମୋହନା ସ୍ଥିତ…
୨ ମାସରେ କିଟ୍ ଓ କିସରେ ୨୦ ହଜାର ଖେଳାଳିଙ୍କ ସମାଗମ
ଭୁବନେଶ୍ୱର : ପ୍ରତିବର୍ଷ ଶୀତଋତୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାରତ ତଥା ଭାରତ ବାହାରୁ ଲକ୍ଷାଧିକ ଲୋକ କିଟ୍ ଓ କିସ୍କୁ ଆସିଥାନ୍ତି । ବର୍ତ୍ତମାନ କରୋନା ପାଇଁ ଏହି ପ୍ରକ୍ରିୟା ଶିଥିଳ ପଡ଼ିଥିଲେ ମଧ୍ୟ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ କିଟ୍ ଓ କିସ୍କୁ ଦେଶ ଓ…
ବସୁଧା ଯୋଜନା ବାଟବଣା : କାଗଜ କଲମରେ ସୀମିତ ସରକାରୀ ଯୋଜନା
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ - ପରିମଳ ଏବଂ ପାନୀୟ ଜଳ କ୍ଷତ୍ରରେ ବହୁ ଆଗରେ ରହିଛି ଓଡିଶା। ପ୍ରତ୍ୟେକ ଘରେ ଘରେ ବିଶୁଦ୍ଧ ପିଇବା ପାଣି ଜଗାଇବା ପାଇଁ ରାଜ୍ୟସରକାର ମିଶନ ମୋଡ଼ରେ କାମ କରୁଛନ୍ତି। ସହରାଞ୍ଚଳ ପାଇଁ ସୁଜଳ ଡ୍ରିଙ୍କ ଫ୍ରମ ଟେପ ଭଳି ଯୋଜନା । ଗ୍ରାମାଞ୍ଚଳ ପାଇଁ ଚାଲିଛି…
ପୂର୍ବତନ ଭାଜପା ଜିଲ୍ଲା ସଭାପତିଙ୍କ ମାସ୍କ ବଣ୍ଟନ
ନୂଆପଡା ରୁ ଯଶୋବନ୍ତ କୁମାର : ମହାମାରୀ କରୋନାର ନୂଆଁ ସ୍ୱରୂପ ଓମିକ୍ରନକୁ ନେଇ ଆଜି ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ପୂର୍ବତନ ଭାଜପା ଜିଲ୍ଲା ସଭାପତି ତଥା ବର୍ତ୍ତମାନ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ଶିବପ୍ରସାଦ ମୁଣ୍ଡ…
ଏଇତ ମଣିଷପଣିଆ
ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ସିନାପାଲି ବ୍ଲକ କୁ ଅଫିସ କାର୍ଯ୍ୟରେ ଆସିଥିବା ସମୟରେ ନିକଟ ରାସ୍ତାରେ ଥିବା ଏକ ବୁଲା କୁକୁରକୁ ସ୍ନେହରେ ଧରି ନିଜର ସ୍ନେହ କରିଥିଲୋ । ଜିଲ୍ଲାପାଳଙ୍କ ଏହି ମହନୀୟତା ସହିତ ମାନବିକତା କୁ ଦେଖି ନୂଆପଡା ଜିଲ୍ଲାର କୋଣ…