ଅଟୋରୁ ଖସିପଡି ଗୋଲିଆ ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ମୃତ

ବୁଗୁଡା(ଡ଼. କୁମୁଦ ଚନ୍ଦ୍ର ବେହେରା ) : ବୁଗୁଡା ବ୍ଲକ୍ ଗୋଲିଆ ଆଦର୍ଶ ବିଦ୍ୟାଳୟର ଜଣେ ଛାତ୍ର ଅଟୋରୁ ଖସି ପଡି ମୃତ୍ୟୁ ଘଟିଥିବା ଜଣା ଯାଇଛି I ଆଦର୍ଶ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ନବମ ଶ୍ରେଣୀ ଛାତ୍ର ଯୁବରାଜ ସେଠୀ (୧୪) ଅଟୋ ଡ୍ରାଇଭର ସିଟର ବାମ ପାଖରେ ବସି ଥିଲେ l ରାସ୍ତାରେ…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ

କୋଳିଅଠା ପଞ୍ଚାୟତରେ ମିଶନଶକ୍ତି ପକ୍ଷରୁ ମହିଳା ସମାବେଶ ଓ ସମୀକ୍ଷା ବୈଠକ ମହିଳାମାନଙ୍କ ଉନ୍ନତିକଳ୍ପେ ମୁଖ୍ୟମନ୍ତ୍ରୀ ସଦା ଚେଷ୍ଟିତ- ମନ୍ତ୍ରୀ ମାହାଙ୍ଗା - (ସପ୍ତଜ୍ୟୋତି ରାଉଳ): ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦୀପାଞ୍ଚଳ ଅନ୍ତର୍ଗତ କୋଳିଅଠା ଗ୍ରାମପଂଚାୟତ କପିଳେଶ୍ୱର ମହାଦେବ…

ହାତୀ ଉପଦ୍ରବ : କେତେବେଳେ ଉଜୁଡ଼ୁଛି ଧନ ଜୀବନ ତ କେତେବେଳେ ପାଚିଲା ଧାନ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଗତ ରାତିରେ ପ୍ରାୟ ୪୦ଟିକିଆ ହାତୀ ପଲ ଦେବଗଡ଼ ବନାଞ୍ଚଳ ସେକ୍ସନ୍ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ପଶି ବହୁ ପରିମାଣର ପାଚିଲା ଧାନ ଖାଇ ଦେବା ସହ ମାଡ଼ିଦଲି ନଷ୍ଟ କରିଥିବା ଜଣା ପଡ଼ିଛି। ନିକଟସ୍ଥ ଜଙ୍ଗଲରୁ ୪୦ଟିକିଆ ହାତୀ ପଲ ବାସୁଦେବପୁର ଗ୍ରାମକୁ ପଶି…

ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଶାସକ ପ୍ରଶାସକ) : କୁନୁର ହେଲିକପ୍ଟର ଦୁର୍ଘଟଣା ରେ ଶହୀଦ ହୋଇଥିବା ଓଡ଼ିଆ ଯୁବକ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱର ରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦର କୁ ଯାଇ ଶହୀଦ ରାଣାପ୍ରତାପ ଦାସଙ୍କ ମରଶରୀର ରେ ପୁଷ୍ପ…

“ଏଇ ଆମରି ଗାଁ” ୧୩ରେ

ଭୁବନେଶ୍ବର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସମାଜ ଓ ସଂସ୍କୃତି’ର ସପ୍ତଦଶ ବାର୍ଷିକ ଉତ୍ସବ ଅବସରରେ ଏକ ସ୍ବତନ୍ତ୍ର ସଙ୍ଗୀତ ସନ୍ଧ୍ୟା ‘ଏଇ ଆମରି ଗାଁ’ ଆସନ୍ତା ୧୩ ତାରିଖ ସୋମବାର ସନ୍ଧ୍ୟା ୬ଟା ୧୫ରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଗାଁ ପରିବେଶ, ଗାଁ ଜୀବନ ଓ ଗାଁ ଅନୁଭୂତିକୁ…

ରାସ୍ତାକଡରୁ ଅସହାୟଙ୍କୁ ଉଦ୍ଧାର କଲା ଜୟ ଜଗନ୍ନାଥ ଗ୍ରୁପ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ସ୍ୱାର୍ଥପର ଦୁନିଆରେ ଆଜି ବି ଅନେକଙ୍କ ହୃଦୟରେ ମାନବିକତା ବା ମଣିଷ ପଣିଆ ବଂଚି ରହିଛି । ଏହିପରି ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଅସ୍ତରଙ୍ଗ ଠାରୁ ନିମାପଡା ଯାଇ ଥିବା ମୁଖ୍ୟ ସଡ଼କ ନିକଟ କାକଟପୁର ବସଷ୍ଟାଣ୍ଡ ନିକଟରେ ।ଏଠାରେ ପ୍ରକାଶ ଯୋଗ୍ୟ ଯେ,ଗତ କିଛି…

ଉତ୍କଳ ଆଲୁମିନା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର/ଟିକିରିରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହି ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଜାରି ରଖିଥିବା ନିରନ୍ତର ପ୍ରୟାସର ଅଂଶସ୍ୱରୂପ…

ନୂଆ ବର୍ଷରେ ସାଧାରଣ ଦର୍ଶନ ବନ୍ଦ: ଛତିଶାନିଯୋଗ ନିଷ୍ପତ୍ତି

ପୁରୀ/ ଅନିମେଶ ପଟ୍ଟନାୟକ : ନୁଆ ବର୍ଷରେ ମିଳିବନି ମହାପ୍ରଭୁଙ୍କ ଦର୍ଶନ। ଡିସେମ୍ବର ୩୧ ତାରିଖ ଓ ଜାନୁଆରି ୧ ତାରିଖ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶୁକ୍ରବାର ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ବାର ପଟେ…

ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ।

କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅତିତିକ୍ତ ଶ୍ରେଣୀଗୃହ ଠାରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଚାରୀ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ…

“ଶାସକ ପ୍ରଶାସକ” ରେ ପ୍ରକାଶିତ ହେବା ପରେ ଘଟଣା ତଦନ୍ତ କଲେ ବିଡ଼ିଓ।

ସୌରଚଳିତ ପାନୀୟ ଜଳଯୋଗାଣ କାମରେ ଲାଗୁନି, ପାନୀୟ ଜଳ ପାଇଁ ହନ୍ତସନ୍ତ କଲ୍ୟାଣସିଂ ହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁରେ ସୌରଚଳିତ ପାନୀୟ ଜଳଯୋଗାଣ କାମରେ ଲାଗୁନି, ସୁଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଖବର"ଶାସକ ପ୍ରଶାସକ" ରେ ପ୍ରକାଶ…