ସପର୍ସ ଷ୍ଟପ୍ ଆକ୍ସନ-ପ୍ୟାକଯୁକ୍ତ ‘ବର୍ଥୟେ’ ସପ୍ତାହର ପାଳନ କରୁଛି!

ଅବିଶ୍ୱସନୀୟ ପୁରସ୍କାର ଜିତିବାର ସୁଯୋଗ ପାଆନ୍ତୁ ଭୁବନେଶ୍ୱର : ସପର୍ସ ଷ୍ଟପ୍ ଭାରତର ଏକ ଅଗ୍ରଣୀ ଫେସନ ଓ ବ୍ୟୁଟି ସ୍ଥଳ, ଆଜି ୩୦ ବର୍ଷରେ ପଦାର୍ପଣ କରିଛି ଓ ଏହି ଉତ୍ସାହଜନକ ଯାତ୍ରାକୁ ଏହାର ଗ୍ରାହକମାନଙ୍କ ସହିତ ପାଳନ କରିବା ପାଇଁ ପ୍ରସ୍ତୁତ ରହିଛି । ପରିବର୍ତିତ ସମୟ ସହିତ, ଏହି…

ପାଟଣାଗଡ଼ ଉପଖଣ୍ଡ ଲକ୍ଷେଘର ଗଣ୍ଡା ସମାଜର ମହାନିର୍ବାଣ ପର୍ବ ପାଲିତ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ସ୍ଥାନୀୟ ଲାଇନପଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଆର ଆମ୍ବେଦକରଙ୍କ " ମହାନିର୍ବାଣ " ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି!ଏହିଅବସରରେ ମୁଖ୍ୟଅତିଥି ଭାବେ ବାମସେଫ ର ରାଜ୍ୟ ମୁଖ୍ୟ ଧୀମାନ…

ଓସେପା ତରଫରୁ ରାଜ୍ୟସ୍ତରୀୟ କଳା ଉତ୍ସବ

ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱର :ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛିା କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ…

ଜେଲ ଗଲେ ପିଇଓ ଅଚ୍ୟୁତାନନ୍ଦ:ଆୟ ଠାରୁ 215 ପ୍ରତିଶତ ଅଧିକ ସମ୍ପତ୍ତି

ଜମନକିରା -(ସୁଢଳ ଦେବ ସୁନାନୀ ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଜୁଯୁମୁରା ବ୍ଲକ ଝାଙ୍କର ପାଲି ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆ ଙ୍କୁ ଗିରଫ କରିଛି l ସେ ଜମନକିରା ବ୍ଲକ ସୁବର୍ଣ୍ଣ ପାଲି ଗ୍ରାମର ମୂଳ ବାସିନ୍ଦା ଅଟନ୍ତି l…

ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ଅନୁଷ୍ଠିତ ।

କଲ୍ୟାସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ଅନୁଷ୍ଠିତ ।ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ସ୍ଥାନୀୟ ହରିଜନସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୧୪୪ ଜଣ…

ମର୍ମନ୍ତୁଦ ଚୋପର୍ କ୍ରାସରେ ପ୍ରାଣ ହରାଇଲେ ସିଡିଏଏସ ବିପିନ୍ ରାୱତ୍

ପ୍ରାଣ ହରାଇଥିବା ୧୩ଜଣଙ୍କ ମଧ୍ୟରେ ଓଡ଼ିଆ ଜୁନିୟର ୱାରେଣ୍ଟ ଅଫିସର  ଚେନ୍ନାଇ: ୱେଲିଂଟନ୍ ଡିଫେନସ୍ ସର୍ଭିସ୍ ଷ୍ଟାଫ୍ କଲେଜରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଲେ ଏକ ଦୁଖଦ ଚୋପର୍ କ୍ରାସ୍ ରେ ଆଜି ନିଜ ସହଯୋଗୀଙ୍କ ସହ ସପତ୍ନୀକ ପ୍ରାଣ ହରାଇଛନ୍ତି ଚିଫ୍ ଅଫ୍…

ଅର୍ଥନୀତି ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର(ଶାସକ ପ୍ରଶାସକ) : ବରଗଡ ଜିଲ୍ଲା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଠାରେ ଶିକ୍ଷା ବିଭାଗ ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ସ୍ଵାଗତ ସମ୍ବର୍ଦ୍ଧନ। ସଭା ଆୟୋଜିତ ହୋଇଥିଲା । ବିଭାଗୀୟ ମୁଖ୍ୟ ପ୍ର।ଧ୍ୟାପକ…

ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାୟକମାନଙ୍କୁ “ଚାର୍ଟର ଅଫ୍ ଡିମାଣ୍ଡସ୍” ଉପସ୍ଥାପନ

ଶିଶୁ ସମସ୍ୟା ସମାଧାନ ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୃତି ଭୁବନେଶ୍ୱର,(ଶାସକ ପ୍ରଶାସକ) :ଓଡ଼ିଶାର ଶିଶୁ ଅଧିକାର ସୁରକ୍ଷା ସହ ସେମାନଙ୍କର ଜୀବନ ଧାରଣର ମାନରେ ସାମଗ୍ରୀକ ଉନ୍ନତି ଆଣିବା ପାଇଁ ଆଜି ୟୁନିସେଫ ମାଧ୍ୟମରେ ଶିଶୁ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭା ସଦସ୍ୟ ମାନଙ୍କୁ ଏକ…

“ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରୁ ଏଫ୍‌ସିଆଇ”

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବି ଜଣାଇଲେ ବିଜେଡି ସଂସଦୀୟ ଦଳ ନୂଆଦିଲ୍ଲୀ :ଉଷୁନା ଚାଉଳ ପ୍ରସଙ୍ଗ ନେଇ ବିଜୁ ଜନତା ଦଳର ରାଜ୍ୟସଭା ଓ ଲୋକସଭା ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ସାକ୍ଷାତ କରିଛନ୍ତି | ଏହା ସହିତ ଓଡ଼ିଶାରୁ ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ…

ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ କ୍ଲବ ସାହି ଠାରେ ପାନୀୟ ଜଳ ଯୋଗାଣରେ ହେଉ ଥିବା ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଆଜି କ୍ଲବ ସାହିର ମହିଳାମାନେ ପାନୀୟ ଜଳ ଯୋଗାଣରେ ହେଉଥିବା ସମସ୍ୟାକୁ ନେଇ…