ତାମିଲନାଡୁ କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ…

କଲ୍ୟାସିଂହପୁର : ପ୍ରଦିପ ଦଲାଇ: ସୁରକ୍ଷା ପାଇଁ ସର୍ବଦା ଆଗକୁ ଆସି ଲଢୁଥିଲେ । ଦେଶ ସେବାକରିବାକୁ ଶପଥ ନେଇଥିଲେ । ଦେଶ ର ଦ୍ରୋହି ମାନଙ୍କୁ ଦମନ କରିବା ପାଇଁ ଜବାନମାନଙ୍କୁ ସର୍ବଦା ଗୁରୁ ମନ୍ତ୍ର ଦେଇ କେତେ ଜବାନ ତିଆରି କରିଥିଲେ । ଭାରତ ମାତାର ଲଢୁଆ ସନ୍ତାନ ମାନେ ଆଜି ନିଜ ଜୀବନ…

ବିଦ୍ୟୁତ କର୍ମଚାରୀ ମାନଙ୍କୁ ବିଦ୍ୟୁତ ବ୍ୟବହାର-ଗତ ସୁରକ୍ଷାର ଦକ୍ଷତା ବୃଦ୍ଧି ସମ୍ପର୍କିତ ସଚେତନତା ତାଲିମ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ ସୀତାପୁର ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଞ୍ଚୁରିଅନ ପ୍ରାଇଭେଟ ଆଇଟିଆଇ-ଗ୍ରାମତରଙ୍ଗର ସମ୍ମିଳନୀ କକ୍ଷଠାରେ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ କାରି କମ୍ପାନୀ…

ଡିବିରି ଆଲୁଅରେ ଦେଶର ଭବିଷ୍ୟତ

ସ୍ୱାଧିନତାର ସାତ ଦଶନ୍ଧି ପରେ ବି ଗାଁରେ ନାହିଁ ବିଜୁଳି ଆଲୁଅ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ପ୍ରତ୍ୟେକ ଗ୍ରାମାଞ୍ଚଳର ଘରେ ଘରେ ବିଜୁଳି ଆଲୁଅ ଯୋଗାଇବା ପାଇଁ ସରକାର ମାଳମାଳ ଯୋଜନା କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ।…

ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର କଇଠଡା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୌରୀ…

ଲଉଡିଦରହା ମଣ୍ଡିରୁ ଉଠିଲା ଧାନ।

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ଗ୍ରାମ କୃଷିସମବାୟ ସମିତି ରେ ଆଜି ଧାନ ମଣ୍ଡି ଆରମ୍ଭ ହୋଇ ୬ଜଣ ଚାଷୀ ଙ୍କ ଆଠଶହ ପେକେଟ ଧାନ କିଣାଯାଇଛି।ଅନ୍ୟବର୍ଷ ତୁଳନା ରେ ଏ ବର୍ଷ ଧାନ କିଣାରେ ବହୁ ବିଳମ୍ବ ହୋଇଥିବାରୁ ଚାଷୀ ମାନେ ବହୁତ ଅସୁବିଧା ର…

ନୂଆଗାଁରେ କୁରାଳ ପଂଚମୀ

କୋମନା/ ଭାଗିରଥି ଭୋଇ - ନୂଆପଡା ଜିଲା କୋମନା ବ୍ଲକ ନୂଆଗାଁ କୁରାଳ କମିଟି ଦ୍ୱାରା ଗ୍ରାମରେ କୁମ୍ଭକାର ସମ୍ପ୍ରଦାୟର କୁରାଳ ପଂଚମୀ ପୂଜା ପାଳିତ ହୋଇଯାଇଛି । ଏଥିରେ କର୍ତାଭାବେ ରାଜେନ୍ଦ୍ର ରଣା ଓ ପତ୍ନୀ କନକ ରଣା ଥିବେବେଲେ ପୂଜକ ଭୈରାମ ପଣ୍ଡା ପୂଜାର୍ଚନା କରିଥିଲେ । ମଙ୍ଗଳବାର…

ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଗୁଣ୍ଡାଗର୍ଦ୍ଦି ପ୍ରତିଯୋଗିତା : ବିଜେଡ଼ି

 କଂଗ୍ରେସର ହିଂସାତ୍ମକ ଆନ୍ଦୋଳନକୁ ବିଜେଡ଼ିର ନିନ୍ଦା  ପୋଲିସ୍ ଭ୍ୟାନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ ଭୁବନେଶ୍ୱର: ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ ଆଜି ହିଂସାର ରାସ୍ତା ଆପଣାଇ ପୋଲିସ୍ ଉପରେ ଆକ୍ରମଣ କରିବା ଘଟଣାକୁ ବିଜେଡ଼ି…

ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ସଦର ନିକଟସ୍ଥ ପିତାମହଲ ଠାରେ ଥିବା ସେଂଚୁରିଆନ ୟୁନିଭରସିଟିର ସମ୍ମିଳନୀ କକ୍ଷରେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବର ସଭାରେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ…

ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କର ମୃତ୍ୟୁ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କେନ୍ଦୁଭଟା ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେ ରେ ଆଜି ସନ୍ଧ୍ୟା ସମୟରେ ଏକ ଦୁର୍ଘଟଣାରେ ଜଣେ ଭିକ୍ଷା ବୃତ୍ତି କରି ଚଳୁଥିବା ମାନସିକ ବିକାର ଗ୍ରସ୍ତ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଛି । ଏକ ଅଜଣା ଗାଡି ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ…

ଓଡିଶା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ ଚାଷୀ ସଭା

ରଣପୁର (ପ୍ରସନ୍ନ ସାମନ୍ତରାୟ) : ଓଡିଶା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ କାଜୁ ଚାଷୀ ମାନଙ୍କର ଏକ ସାଧାରଣ ସଭା ପଟିଆ ଗ୍ରାମ ପଞ୍ଚାୟତ କଦମ ଝୋଲା ଠାରେ ଆଜି ଅପରାହ୍ନ ୨ଟାରେ ସମିତି ସଭ୍ୟ ଶ୍ରୀ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆନୁଷ୍ଟିତ…