Sign in
Sign in
Recover your password.
A password will be e-mailed to you.
ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ :ସମୀର ମହାନ୍ତି
‘ଅଟଳ ସମ୍ମାନ-୨୦୨୧’ ରେ ସମ୍ମାନୀତ ହେଲେ ବରିଷ୍ଠ ସଂଗଠକ ଶରତ ଚନ୍ଦ୍ର ବେହେରା
ଭୁବନେଶ୍ୱର :୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ସୁରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର…
କ୍ରିଷ୍ଣା କପ୍ କ୍ରିକେଟ୍: ସେମିରେ ଖଲାବାହାଲ
ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ କଁଟାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଖଲାବାହାଲ ଦଳ ଘୁଙ୍ଗି ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ…
ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ଦିଆଯିବ ୪୦ ପ୍ରତିଶତ ପ୍ରାର୍ଥୀ
ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ…
ଋଶ୍ମୀରଞ୍ଜନ କାନୁନଗୋଙ୍କୁ ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ଦାୟିତ୍ୱ
ଭୂବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଶ୍ରୀ ରଶ୍ମୀରଞ୍ଜନ କାନୁନଗୋଙ୍କୁ ସାମାଜିକ ସଂଗଠନ ରାଜ୍ୟ ସଂଯୋଜକଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୁଚନା ଦେଇଛନ୍ତି ।
ପବିତ୍ର ବଡଦିନ ଅବସରରେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଅତ୍ୟୁନ୍ତ ଚଳଚଞ୍ଚଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ବଡଦିନ ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନ ଜନ୍ମଦିନ ଅବସରରେ ଶନିବାର ଦିନ ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଅତ୍ୟୁନ୍ତ ଚଳଚଞ୍ଚଳ ହୋଇପଡିଛି। ସହରର ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ କେଥାଲିକ ଚର୍ଚ୍ଚ…
ଜାତୀୟ ଶିକ୍ଷାନୀତି-୨୦୨୦ : ସଂକୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟା ଭାରତୀ , ଶିକ୍ଷା ବିକାଶ ସମିତି , ଓଡିଶାଙ୍କ ତରଫରୁ ୨୩ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତି-୨୦୨୦, ପାରଳାଖେମୁଣ୍ଡି…
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ ।
ପଦ୍ମପୁର:ଭାରତୀୟ ଜନତା ପାର୍ଟି ପ୍ରାଣ,ଭାରତରତ୍ନ,ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଆଇଓସିଏଲ ଅତିଥି ଭବନରେ ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀଙ୍କ ସଭାପତିତ୍ବରେ ପାଳିତ…
ଝୋଟ ଗୋଦାମରେ ନିଆଁ, ଜଳିଗଲା ଦୁଇ ହଜାର କ୍ୱିଣ୍ଟାଲରୁ ଅଧିକ ଝୋଟ
ମାହାଙ୍ଗା(ଶାସକ ପ୍ରଶାସକ) : ମାହାଙ୍ଗା ଥାନା କୁହୁଣ୍ଡା ଗାଁ'ରେ ଥିବା ଏକ ଝୋଟ ଗୋଦାମରେ ଅଚାନକ ନିଆଁ ଲାଗି ବିପୁଳ ପରିମାଣର ଝୋଟ ପାଉଁଶ ହୋଇଯାଇଥିବା ଜଣାପଡିଛି | ସୂଚନା ଅନୁଯାୟୀ, ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ'ର ଝୋଟ ବ୍ୟବସାୟୀ ଭୀମ ଓ ଅର୍ଜ୍ଜୁନ ସାହୁଙ୍କ ଏହି ଗୋଦାମ ଘରେ କୌଣସି…
ପାର୍ଶାଲି ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନିୟମଗିରି ପାହାଡ ପାଦତଳେ ଥିବାପାର୍ଶାଲି ପଞ୍ଚାୟତରେ ଓପିଲିପି ତରଫରୁ ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ…
ଗୁଡାରି ଏବଂ ପଦ୍ମପୁର ବ୍ଲକରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ଜିଲ୍ଲା ପ୍ରଶାସନ
୬୦୦ ଏକର ଜମି ରୁ ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦୦ କୋଟି ଟଙ୍କା ।
ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲାର ଗୁଡାରି ଏବଂ ପଦ୍ମପୁର ବ୍ଲକରେ ବେଆଇନ ଗଞ୍ଜେଇ ଚାଷକୁ ଵି ବାଦ ଦେଲାନି ଜିଲ୍ଲା ପ୍ରଶାସନ ପ୍ରାୟ 15 ଦିନ ର ଲଗାତାର ଗଞ୍ଜେଇ କଟା ଅଭିଯାନ ରେ ସହଯୋଗ କରିଥିଲେ…