ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ନୂତନ କମିଟି ଗଠିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ମାରୁତି ନଗର ଠାରେ ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ସାହୁଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ନୂତନ ପଦାଧିକାରୀ ଏବଂ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା, ସର୍ବସମ୍ମତିକ୍ରମେ ସଂଘର…

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ତଥା ଆଗୁଆ ପେନସନ୍ ସେଟଲ୍‌ମେଣ୍ଟ ଦସ୍ତାବିଜ ପ୍ରଦାନ ସଭା ଅନୁଷ୍ଠିତ ]

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ଜୀବା କ୍ଲଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରସିକରାଜପୁର ଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ତଥା ଆଗୁଆ ପେନସନ୍…

‘ଜଗନ୍ନାଥ ଗ୍ରାଉଣ୍ଡ’ ତାଲିମପ୍ରାପ୍ତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଉତ୍ସବ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି):-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ସ୍ଥିତ ‘ଜଗନ୍ନାଥ ଗ୍ରାଉଣ୍ଡ’ ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଉତ୍ସବ ଲଳିତଗିରି ଓଳାଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ଗ୍ରାଉଣ୍ଡର ତାଲିମ ପ୍ରଶିକ୍ଷକ ଗୌତମ ଦାସଙ୍କ ସମେତ ସମସ୍ତ ଛାତ୍ର ଏହି…

ବିଜେପି ତରଫରୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ପାଳିତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି) -ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି…

ୱାର୍ଡ଼ ନଂ – ୨୫ରେ ସ୍ମାର୍ଟ କାର୍ଡ ବଣ୍ଟନ !

ଭୁବନେଶ୍ୱର : ଶୁକ୍ରବାର ଦିନ ୱାର୍ଡ ନମ୍ବର ୨୫ ଠାରେ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ରାଉତ ୱାର୍ଡ଼ ନମ୍ବର ୨୫ ର ୨୦୦୦ ରୁ…

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

 ରାଉରକେଲା ( ବସନ୍ତ ଜେନା): ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗେରଡିହି ଗ୍ରାମର ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଟାଙ୍ଗରଡିହି ଗ୍ରାମର ବାସିନ୍ଦା ଝୁମେର୍ ଓରାମ ନାମକ ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ତେବେ…

ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା

 ରାଉରକେଲା (ବସନ୍ତ ଜେନା) ପ୍ରତ୍ୟେକ ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ସମଗ୍ର ଦେଶରେ ମହିଳା ଓ ଶିଶୁ ଅପରାଧରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏଭଳି ଏକ ପ୍ରକୋଷ୍ଠ…

ଭୀମପଡ଼ା ଗ୍ରାମରେ ବଡ଼ଦିନ ଓ ସୁଶାସନ ଦିବସ ପାଳିତ

ବୋଲଗଡ଼ ରୁ ପଞ୍ଚାନନ ସ୍ଵାଇଁ: ଆଜି ବୋଲଗଡ଼ ବ୍ଲକ ଫାସିଓଦା ପଞ୍ଚାୟତ ଭୀମପଡ଼ା ଗ୍ରାମରେ ପବିତ୍ର ଖ୍ରୀଷ୍ଟମାସ ଅବସରରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତିରେ ସୁଶାସନ ଦିବସରେ ପୂଜ୍ୟ ପୂଜା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।…

ଏଲଓସି କାର୍ଗିଲ କ୍ଳବର ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

ବିଜେପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଗଠିଆପାଲି ଠାରେ ଏଲଓସି କାର୍ଗିଲ କ୍ଳବ ପକ୍ଷରୁ ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ବରଗଡ଼ ଜିଲ୍ଲା ବିଜେପି କୄଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଏବଂ ସମାନ୍ନିତ…

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦ୍ୱାରା ଚିଚିଣ୍ଡା ଗ୍ରାମରେ ନୂତନ ଆର.ଆଇ ଅଫିସ,ଆମ ଅଙ୍ଗନବାଡି କେନ୍ଦ୍ର ଓ ରାଞ୍ଜ ସେତୁର…

ସୋହେଲା(ଶାସକପ୍ରଶାସକ)-ଆଜି ଅପରାହ୍ନରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସୋହେଲା ବ୍ଲକର ବାଉଁସେନମୁରା ପଂଚାୟତର ଚିଚିଣ୍ଡା ଗ୍ରାମରେ ଏକ ନୂତନ ଆରଆଇ ଅଫିସ,ଆମ ଅଙ୍ଗନବାଡି କେନ୍ଦ୍ର ଓ ଚିଚିଣ୍ଡା-ଗର୍ଭଣା ରାସ୍ତାର ରାଞ୍ଜ ନଦୀ ଉପରେ ଏକ ନୂତନ ସେତୁ ନିର୍ମାଣ ପାଇଁ…