ଥୁଆମୂଳ-ରାମପୁର ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ ରଖିଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ…

ଡାହାଣୀ ଓ ଗୁଣିଗାରେଡି ଦୂରୀକରଣ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପକ୍ଷରୁ ଜନସଚେତନତା…

ମୟୂରଭଞ୍ଜ(ଦିଲ୍ଲୀପ ମହାନ୍ତି )- ଆଧୁନିକ ଓଡ଼ିଶାର ଏକବିଂଶ ଶତାବ୍ଦୀରେ ପହଞ୍ଚିଥିଲେ ମଧ୍ୟ କେତେକ ଅସାମାଜିକ କାର୍ଯ୍ୟପାଇଁ ଏବେ ମଧ୍ୟ ଅତ୍ୟାଚାରିତ ଓ ନିଷ୍ପେଶିତ ହେଉଛନ୍ତି ଅନେକ ନୀରିହ ଜନତା। ଆଜି ମଧ୍ୟ ଅନେକ ନିରିହ ନାରୀ ଅତ୍ୟାଚାରିତ ହେଉଛନ୍ତି ଡାହାଣି ଆଖ୍ୟା ପାଇ । ଏହା ବେଶୀ…

ଶିକ୍ଷାନୁଷ୍ଠାନ ର ୧୦୦ ମିଟର ପରିସରରେ ଗୁଟକା ସିଗାରେଟ୍ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରେତାଙ୍କ ଉପରେ ଚଢ଼ାଉ

ମୟୂରଭଞ୍ଜ(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୧୦୦ ମିଟର ପରିସରରେ ବିକ୍ରି ହେଉଥିବା ଗୁଟକା ସିଗାରେଟ୍ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରେତାଙ୍କ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିସ,…

କ୍ରିଷ୍ଣା କପ୍ କ୍ରିକେଟ୍ ଉଦଘାଟିତ: ସେମିରେ ଉପରବାହାଲ

ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଉପରବାହାଲ ଦଳ କଲଙ୍ଗାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଖଇରପାଲି ଦଳ ଗସ୍ତିଡିହି ଦଳକୁ ହରାଇ କ୍ବାଟର…

ଶିକ୍ଷା ଦୁନିଆରେ ଦୀର୍ଘ ୨୫ ବର୍ଷର ସଫଳ ଜୟଯାତ୍ରାର ସ୍ମାରକୀ : ସୋଆର “ମାଇ ଷ୍ଟାମ୍ପ”

 ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉନ୍ମୋଚିତ ହେଲା ସ୍ୱତନ୍ତ୍ର ଡାକଟିକଟ ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ ବର୍ଷ ପୂର୍ତୀ ଅବସରରେ ଏକ ସ୍ୱତନ୍ତ୍ର ଡାକଟିକଟ “ମାଇ ଷ୍ଟାମ୍ପ” ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଶୁକ୍ରବାର ଉନ୍ମୋଚିତ…

ପ୍ରଫେସର ସସ୍ମିତାରାଣୀ ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟର ନୂତନ…

ପଲ୍ଲୀଶ୍ରୀ-ମେଳା -୨୦୨୧ ଉଦଘାଟିତ

https://youtu.be/5BcxvkIxpCg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ…

ଓମିକ୍ରନ୍ ଚିନ୍ତା : ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା, ସେଲିବ୍ରେସନ ମନା

ଭୁବନେଶ୍ୱର : ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ଦୃଷ୍ଟିରୁ ବଡ଼ଦିନ ଓ ନୂଆବର୍ଷ ପାଳନକୁ ନେଇ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା । କେବଳ ବାହାଘର ଓ ଶୁଦ୍ଧିକ୍ରିୟାକୁ ଛାଡ଼ି ଅନ୍ୟ ସବୁ ସେଲିବ୍ରେସନ୍ ଓ ଭୋଜିଭାତ ଉପରେ ଲାଗିଛି କଟକଣା। ବଡ଼ଦିନ ପାଳନ କେବଳ ଚର୍ଚ୍ଚ ମଧ୍ୟରେ ଶିନିତ ରହିବ |…

ପୂର୍ବତନ ରାଜ୍ୟସଭା ସଦସ୍ୟ ଗଣେଶ୍ୱର କୁସୁମଙ୍କ ପରଲୋକ

ରାଉରକେଲା(ବସନ୍ତ ଜେନା): ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମ ଆଉ ନାହାନ୍ତି। ୮୭ ବର୍ଷ ବୟସରେ ସେ ଶୁକ୍ରବାର ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ଅତ୍ୟନ୍ତ ପରୋପକାରୀ, ଲୋକପ୍ରିୟ ରାଜନେତା ଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ଦଳ ଏବଂ ଅଞ୍ଚଳବାସୀ ଶୋକ…

ପୁଣି ଜବତ ହେଲା କଫ ସିରପ

ବାରମ୍ବାର ସମାନ ଅପରାଧ କରୁଛନ୍ତି ଅଭ୍ୟାସଗତ ଅପରାଧୀ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ନିକଟରେ ରହୁଥିବା ଲଳିତା ରାଓ ଓ ତାଙ୍କ ପୁଅ ମୁକେଶ ରାଓ ର ଘରେ ଗତ ରାତିରେ ପାଇକମାଲ ଥାନା ସବଇନ୍ସପେକ୍ଟର ଚୁମ୍କି ପ୍ରଭା ନାଥ ଓ ପୋଲିସ ଦଳ ଚଢ଼ାଉ କରି ବିପୁଳ ମାତ୍ରାରେ କଫସିରଫ , ନିଶା…