Sign in
Sign in
Recover your password.
A password will be e-mailed to you.
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ: ରକ୍ତଦାନ, ରୋଗୀଙ୍କୁ ଫଳ, କମ୍ବଳ ବିତରଣ
ରାଉରକେଲା (ବସନ୍ତ ଜେନା): ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସକୁ ନେଇ ଆଜି ରାଉରକେଲା ବିଜେଡ଼ି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ସମେତ ଅନ୍ୟ…
ଅସୁସ୍ଥ ସାମ୍ବାଦିକଙ୍କ ଆଶୁ ଆରୋଗ୍ୟ କାମନା କରି ସିଂହଦ୍ୱାରରେ ଦୀପଦାନ; ଓଜେୟୁର ନୂଆ କମିଟି କୁ ସ୍ୱାଗତ
ପୁରୀ/ଅନିମେଶ ପଟ୍ଟନାୟକ: ସୁବର୍ଣ୍ଣପୁରର ବରିଷ୍ଟ ସାମ୍ବାଦିକ ତଥା ଓଜେୟୁର ଆଜୀବନ ସଦସ୍ୟ ବିନୟ ରଞ୍ଜନ ପ୍ରଧାନ ହୃଦଜନିତ ରୋଗରେ ପୀଡିତ ହୋଇ ଏବେ ବୁର୍ଲା ଭୀମସାର ମେଡିକାଲ ରେ ଚିକିତ୍ସାଧିନ। ଶ୍ରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ପୁରୀ ଓ .ଜେ…
ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ।
ଅସ୍ତରଙ୍ଗ/ ଦୁଃଶାସନ ନାୟକ : , ଅସ୍ତରଙ୍ଗ ବ୍ଲକ ବିଜୁ ଜନତା ଦଳ ତରଫରୁ ବେ,ଜେ, ଡି ର 25 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ, ଏହି ବ୍ଲକ ଅଧିନ, ନମାରୋ ଗ୍ରାମ ପଡ଼ିଆ ଠାରେ ରବିବାର ଦିନ ରୌପ୍ୟ ଜୟନ୍ତି ସମାରୋହ ପାଳିତ ହୋଇ ଯାଇ ଅଛି । ପ୍ରାରମ୍ଭରେ ମନ୍ତ୍ରୀ ତୁଷାର କାନ୍ତି ବେହେରା,…
ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର 34ତମ ବିଜୟ ଦିବସ
ବରଗଡ :-ଅସି ଓ ନବେ ଦଶକ ରେ ବାଳକୋ ହଟାଓ , ଗନ୍ଧମାର୍ଦ୍ଦନ ବଚାଓ ନାରାରେ କମ୍ପି ଉଠୁଥିଲା ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶ ରହିଥିବା ଗ୍ରାମ ଗୁଡିକ । ଧୀରେ ଧୀରେ ଏହି ଆନ୍ଦୋଳନ ଗାଁରୁ ବାହାରି ସହର ଓ ପରେ ରାଜଧାନୀରେ ମଧ୍ୟ ଜୋର ଧରିଥିଲା । କାରଣ ଥିଲା ଗନ୍ଧମାର୍ଦ୍ଦନ ପର୍ବତରେ ରହିଥିବା…
ଖୋର୍ଦ୍ଧା ଅବକାରୀ ବିଭାଗ ର ବଡ଼ ସଫଳତା
ଖୋର୍ଦ୍ଧା/(ରବି ନାରାୟଣ ସାହୁ ଖୋର୍ଦ୍ଧା ଜିଲ୍ଲାରେ ଥିବା ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଚୋରା ନିଶା ବେପାରୀ ମାନେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି କିନ୍ତୁ ଖୋର୍ଦ୍ଧା ଅବକାରୀ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମ ଜଙ୍ଗଲ ରୁ ୨୪0ଲିଟର ଚୋରା…
୩ୟ ଦିନରେ ପଲ୍ଲୀଶ୍ରୀ-ମେଳା : ସାଂସଂସ୍କୃତି କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
https://youtu.be/3H-diNG3DpM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ…
ଆଦିତ୍ୟ ବିର୍ଲା ସ୍କୁଲରେ ଟକ ଶୋ
ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନିଷ୍ଟ ଓଷାପଡା ସ୍ଥିତ ସ୍କୁଲ ପରିସରରେ ବିଦ୍ୟାଳୟର ଅଦକ୍ଷ୍ୟ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ଦାଶ ଙ୍କ ଅଦକ୍ଷତାରେ ବିଦ୍ୟାଳୟର ଇଂରାଜୀ ବିଭାଗ ତରଫରୁ ପ୍ରଥମ ଏକ ଟକ ଶୋ ଆୟୋଜିତ ହଇଯାଇଛି | ଏଥିରେ ବିଦ୍ୟାଳୟର ନବମ,…
ମାନସିଂହ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ
ପୁରୀ: ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ୨୬ ଡିସେମ୍ବର ୨୦୨୧ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଆଦିକନ୍ଦ ସାହୁ, ଜ୍ଞାନଦୀପ ଅନୁଷ୍ଠାନ, ବ୍ରହ୍ମପୁରର ନିର୍ଦ୍ଦେଶକ…
କ୍ରିଷ୍ଣା କପ୍ କ୍ରିକେଟ୍: ସେମିରେ ବାଟତେରମା
ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବାଟତେରମା ଦଳ ମହୁଲପାଲି ଭେଟେରାନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଗୌଡପାଲି ଦଳ ଜମଲା ଦଳକୁ ହରାଇ କ୍ବାଟର ଫାଇନାଲ ରେ…
” ବିଜେଡି ଶହ ଶହ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରି ଚାଲିବ”
୫ ବର୍ଷରେ ଗରିବୀ ୧୦% କୁ କମାଇବାକୁ ଆମେ ସଂକଳ୍ପବଦ୍ଧ : ନବୀନ
ସ୍ୱାସ୍ଥ୍ୟକ୍ଷେତ୍ରରେ ବିଏସକେୱାଇ କାର୍ଡ ଦେଶର ବିପ୍ଳବ ଆଣିଛି ।
ସ୍କୁଲ୍ ରୂପାନ୍ତରୀକରଣ ପିଲାଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ସହ ବଡ଼ ସ୍ୱପ୍ନ ପାଇଁ ପ୍ରେରଣା ଦେଇଛି
ବିଜେଡିର ବସ୍ ହେଉଛନ୍ତି ଓଡ଼ିଶାବାସୀ,…