ପଖାଳ ମୋର ଅତି ପ୍ରିୟ-ଧର୍ମେନ୍ଦ୍ର ପ୍ରଧାନ

‘ପଖାଳ ଦିବସ’ ପାଳନ କଲେ କେନ୍ଦ୍ରମନ୍ତ୍ରୀ  ନୂଆଦିଲ୍ଲୀ– ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ପଖାଳ ଦିବସ’ ଅବସରରେ ପଖାଳ ଖାଇ ପ୍ରତ୍ୟେକ ଓଡ଼ିଆଙ୍କୁ ଏହି ଦିବସର ଶୁଭେଚ୍ଛା ବାର୍ତା ଜଣାଇଛନ୍ତି।…

ଅଗ୍ନିକାଣ୍ଡରେ ୨ବଖରା ଘର ପୋଡ଼ି ପାଉଁଶ

ଭଞ୍ଜନଗର: . ମୁଦୁଲିପଲି ପଞ୍ଚାୟତର ଭାଳିଆଖାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବାପୁନି ବିଷୋୟୀ ଙ୍କ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ବିଦ୍ୟୁତ ସଟ ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଏହା ହୋଇଥିବା ଅନୁମାନ କରାଯାଉଛି।ଘରେ ଥିବା ସମସ୍ତ…

ସଂଗ୍ରାମକେଶରୀ ମେମୋରୀଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ହାଟଡିହି(ମକରଧ୍ବଜ ଯେନା) : ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ତଥା ଲୋକପ୍ରିୟ ଲଢୁଆ ଯୁବନେତା ସ୍ବର୍ଗତ ସଂଗ୍ରାମ କେଶରୀ ଯେନାଙ୍କ ସ୍ମୃତି ଉଦେଶ୍ୟ ରେ ତାଙ୍କର ଜନ୍ମମାଟି କେଉଁଝର ଜିଲ୍ଲା ହାଟଡିହି ବ୍ଲକ ସଂଙ୍ଖଣା ଶ୍ରୀଶ୍ରୀ ଅଭିରାମଶ୍ବର କ୍ରିକେଟ୍ କ୍ଲବ ତେନ୍ତୁଲିନଣ୍ଡା ଅନୁକୁଲ୍ୟରେ…

ପାର୍କରେ ସକାଳ, ଦି ପହରେ ପଖାଳ

ରାଲିକରି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କଲେ ସୁଲୋଚନା ଭୁବନେଶ୍ଵର: ବି.ଏମ୍.ସି ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାରର ସେତିକି ଜୋରଦାର ହେଉଛି | ନିଜ ସପକ୍ଷକୁ ଭୋଟର ମାନଙ୍କୁ  ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା…

କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୨

କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଅନୁଷ୍ଠାନ ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା…

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍‌ ରାଲି

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀ/ଭୁବନେଶ୍ବର-ସଦ୍ୟସମାପ୍ତ ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିକେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ…

ପୋଡାପାଡ଼ି ପଞ୍ଚାୟତରେ ନବନିର୍ବାଚିତଙ୍କ ବିଜୟଯାତ୍ରା

କାଶୀପୁରରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ ରେ ତ୍ରିସ୍ତରୀୟ ନିର୍ବାଚନରେ ୱାର୍ଡ ମେମ୍ବରଠୁ ଆରମ୍ଭ କରି ଜିଲ୍ଲାପରିଷଦ ଆସନ ହାତାଇ ଥିବାବେଳେ ଆଜି ପୋଡାପାଡ଼ି ପଞ୍ଚାୟତର 11ଟି ୱାର୍ଡରେ ଆଜି ଗୋଳିଗନ୍ଧିରେ ନବନିର୍ବାଚିତଙ୍କ ବିଜୟଯାତ୍ରା ଦେଖିବାକୁ ମିଳିଥିଲା |…

ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ

ଜଗତସିଂହପୁର//ସୁମନ୍ତ କୁମାର ଦାସ :ଜଗତସିଂହପୁର ଜ଼ିଲ୍ଲାର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନାଙ୍କର ୬୭ବର୍ଷ ବୟସ ରେ ବିୟୋଗ ହୋଇଛି । ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି । ସ୍ବର୍ଗତ ଜେନା ଦୀର୍ଘ ତିରିଶି ବର୍ଷ ଧରି…

ନବୀନ ପାଳିଲେ ପଖାଳ ଦିବସ : ଖାଇଲେ ପଖାଳ, ଜଣାଇଲେ ଶୁଭକାମନା

https://youtu.be/IWjjjA6qlVE ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଆଜି ପାଳିଛନ୍ତି ପଖାଳ ଦିବସ | ଆଜି  ମଧ୍ୟାହ୍ନ ଭୋଜନ ଖାଇଛନ୍ତି  ପଖାଳ । କଦଳୀ ପତ୍ର ଉପରେ କଂସା ବାସନରେ ପରସା ଯାଇଥିବା ଆଇଟମ ଭିତରେ ଥିଲା ପଖାଳ ସାଙ୍ଗକୁ  ଶାଗ ଭଜା,  ଛୁଇଁ ଭଜା , କଲରା ଭଜା, ଆଳୁ…

ଡାକ୍ତରଙ୍କ ମାତୃ ବିୟୋଗ

ଗୁଦେରପାଲି-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ସ୍ବର୍ଗତ ସ୍କୁଲ ଏସ୍ଆଇ ଗୋକୁଳାନନ୍ଦ ଦେବତା ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଗିରିଜା ଦେବତା (୯୧) ବର୍ଷ ବୟସରେ ତାଙ୍କର ଗୁଦେରପାଲି ସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି।ସେ ଦୀର୍ଘ ବର୍ଷ ହେଲା ଶଯ୍ୟା ସାୟି ଥିଲେ।…