ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ପୌରାଧ୍ୟକ୍ଷ ପଦବୀ କଂଗ୍ରେସ ଦଳକୁ ଯାଇଛି | କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇପୂବା ଅର୍ଜନା ସିଂହ ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜୁଜନତା ଦଳର ପ୍ରାର୍ଥୀନୀ ରାଜଶ୍ରୀ ମହାପାତ୍ରଙ୍କୁ ହରାଇ ବିଜୟୀ ହୋଇଛନ୍ତି । ୪୦ ସଂଖ୍ୟା ବିଶିଷ୍ଟ ଏହି ପୌର ପରିଷଦରେ ବିଜୁ ଜନତା ଦଳର ପ୍ରାର୍ଥୀ ୧୬ଟି ୱାର୍ଡ, କଂଗ୍ରେସ ଦଳର ପ୍ରାର୍ଥୀ ୦୮ଟି ୱାର୍ଡ, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ୦୫ ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ୧୧ଟି ୱାର୍ଡରେ ଅନ୍ୟମାନେ ବିଜୟୀ ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.