ଖାରିଗୁମାରେ ପାନୀୟ ଜଳ ଓ ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ ଓ ବ୍ଳକ ଘେରାଉ ଚେତାବନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତର ଜନସାଧାରଣ ବ୍ଳକକୁ ଯାତାୟତ କରିବା ପାଇଁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ମୋହନା ବ୍ଳକ ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ଅଧିନ ଖାରିଗୁମା ଗ୍ରାମର ପ୍ରାୟ ୨ ଶହରୁ ଉର୍ଦ୍ଧ୍ଵ ଲୋକ ଦୀର୍ଘଦିନ ଧରି…

ଦ୍ବୀପାଞ୍ଚଳର କୁଣ୍ଡି ପଞ୍ଚାୟତ ଠାରେ ବିଜୁ ସ୍ମାର୍ଟକାର୍ଡ ବଣ୍ଟନ ଓ ମିଶନଶକ୍ତି ସମାବେଶ !

ମାହାଙ୍ଗା ବ୍ଲକ୍ ୩୭ଗୋଟି ପଞ୍ଚାୟତର ମହିଳା ମାନଙ୍କ ଉନ୍ନତି ଆଣିବା ଦିଗରେ ମୁଁ ସଂକଳ୍ପବଦ୍ଧ - ମନ୍ତ୍ରୀ ମାହାଙ୍ଗା -: (ସପ୍ତ ଜ୍ୟୋତି ରାଉଳ) ବିରୂପା-ଗେଙ୍ଗୁଟି ଦ୍ବିପଞ୍ଚଳର ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୭ଟି ପଞ୍ଚାୟତର ଏସଏଚଜି ମହିଳା ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ…

ଇନୋଭେସନ୍‍ ରାଙ୍କିଙ୍ଗ ୨୦୨୧: କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଲା କିଟ୍‍

ଭୁବନେଶ୍ୱର: ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅଟଳ ରାଙ୍କିଙ୍ଗ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ ଅନ୍‍ ଇନୋଭେସନ୍‍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍…

ବନ୍ଧୁକ ଚୋରା ଚାଲାଣ ଅଭିଯୋଗ ରେ ୪ ଗିରଫ

ରେଙ୍ଗାଲି ରୁ ସନ୍ଦୀପ ଶର୍ମାଙ୍କ ରିପୋର୍ଟ : ସମ୍ବଲପୁର ଜିଲ୍ଲାରେ ବନ୍ଧୁକ ଚୋରା ଚାଲାଣ ଅଭିଯୋଗରେ ଜ଼ିଲ୍ଲାର ରେଙ୍ଗାଲି ପୋଲିସ ଦ୍ୱାରା ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନେପାଳ ବେହେରା,ରାଜୁ ଥାପା,ଅନୀଲ ନାଏକ, ପ୍ରଦୀପ ଭୋଇ I ଏମାନଙ୍କ ଠାରୁ ଗୋଟିଏ ୯ଏମଏମ…

ନୂଆବର୍ଷରେ କଟକଣା ହେବ କଡାକଡି , ଅମାନିଆଙ୍କୁ ଚେତାବନୀ ଦେଲେ ସମ୍ବଲପୁର ଏସପି

ସମ୍ବଲପୁର(ସନ୍ଦୀପ ଶର୍ମା) : ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୧ । ଏହି ଅବସରରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚାଲିଛି । କିନ୍ତୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ଉପରେ କଡା କଟକଣା ଲଗାଯାଇଛି । ତେଣୁ ସମ୍ବଲପୁରରେ କିପରି ଏସଆରସିଙ୍କ ଗାଇଡ଼ଲାଇନ…

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ

 ୫-"ଟି' ରୂପାନ୍ତରିତ ହାଇସ୍କୁଲର ୬ଟି ଟାସ୍କଫୋର୍ସ କାର୍ଯ୍ୟକାରିତା ଉପରେ ଆଲୋଚନା ଓ ମତାମତ ସଂଗ୍ରହ  ୧ମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱ  ଆସନ୍ତାବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ  ଜିଲ୍ଲାସ୍ତରରେ ଚୁକ୍ତିଭିତ୍ତିକ…

ଅଚାନକ ଉଦଳା ସବ୍ ଡିଭିଜନ ଗସ୍ତରେ ଓଡିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ

କାର୍ଯ୍ୟ ସମୀକ୍ଷା କରିବା ସହ କଲେ କ୍ଷେତ୍ର ପରିଦର୍ଶନ ୫-ଟି ଉପକ୍ରମ ଆଧାରରେ ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହଅଚଳ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ…

ପ୍ରଶାସନର ବିକାଶ ନକ୍ସାରେ ନାହିଁ ବୋଧେ ପଣସଗୁଡ଼ା !

ପ୍ରଶାସନ ଗୁହାରି ନ ଶୁଣିବାରୁ ଗ୍ରାମବାସୀଙ୍କ ପ୍ରୟାସରେ ଏକ ସୁନ୍ଦର କାଠ ପୋଲ ନିର୍ମାଣ କରି ଉଦାହରଣ ପାଲଟି ଯାଇଛି ପଣସ ଗୁଡା ଗାଁ। କଲ୍ୟାସିଂହପୁର: ପ୍ରଦୀପ ଦଳାଇ/ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତ ପଣସଗୁଡା ଗାଁ ର ଲୋକମାନେ ବାରମ୍ବାର ପ୍ରଶାସନକୁ ଗୁହାରି…

କୋମନା ଅଞ୍ଚଳରେ ଝିପିଝିପି ବର୍ଷା

କୋମନା/ଭାଗିରଥି ଭୋଇ - ନୂଆପଡା ଜିଲା କୋମନା ବ୍ଲକରେ ଝିପିଝିପି ବର୍ଷା ଲାଗିରହିଛି । କିଛି ଦିନ ହେଲା ପାଗ ମେଘୁଆ ରହିଥିଲା । ବର୍ଷା ହେବା ଫଳରେ ଏବେ ହରଡ ଚାଷୀ ଚିନ୍ତାରେ । ହରଡ( ଲେହେର୍) ଡାଳି ଜାତୀୟ ଶସ୍ୟ ହୋଇଥିବାରୁ ଏହାର ବଜାର ଚାହିଦା ବେଶି ରହିଛି । ଏଥିରୁ ବେଶ ଦୁଇ ପଇସା ଲାଭ…

ଆଇଟିଇଆରରେ ରକ୍ତଦାନ ଶିବିର

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କମିଶନରେଟ୍ ପୋଲିସ୍ର ମିଳିତ ସହଭାଗିତାରେ ବୁଧବାର ଦିନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆଇଟିଇଆର୍) ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର…