Sign in
Sign in
Recover your password.
A password will be e-mailed to you.
କିଶୋର ମହାନ୍ତି ଙ୍କର ପରଲୋକରେ ଶୋକବ୍ୟକ୍ତ କଲେ ମନ୍ତ୍ରୀ ଓ ବିଧାୟକ
ବରଗଡ :- ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ମହାନ୍ତି ଙ୍କର ଆଜି ଝାରସୁଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇ ଯାଇଛି । ତାଙ୍କ ଦେହାନ୍ତ କେବଳ ଝାରସୁଗୁଡା କିମ୍ବା ବ୍ରଜରାଜନଗର ନୁହେଁ ସମଗ୍ର ଓଡିଶା ରାଜନୀତି ପାଇଁ ଏକ ଏକ ଅପୁରଣୀୟ କ୍ଷତି ।ଏହି ଖବର…
‘ସ୍ପର୍ଶ’ହସ୍ପିଟାଲ ପରିଦର୍ଶନ କଲେ ଜିଲ୍ଲାପାଳ
ବି.ଏସ୍.କେ.ୱାଇ ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ଉପଲବ୍ଧ ଚିକିତ୍ସା ସୁବିଧାର ଅନୁଧ୍ୟାନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଗତକାଲି ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ‘ସ୍ପର୍ଶ’ ହସ୍ପିଟାଲ ପରିଦର୍ଶନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…
ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ
ଝାରସୁଗୁଡା/ ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା, ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ମାତ୍ର ୬୩ ବର୍ଷ ବୟରେ ଅକାଳ ବିୟୋଗ ଘଟିଛି । 1990ରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀଯୁକ୍ତ ମହାନ୍ତି…
କୋଭିଡ଼ କଟକଣା ନେଇ ପିରଜାହାନିଆଁ ପୀଠ 3 ଦିନ ବନ୍ଦ।
ଅସ୍ତରଙ୍ଗ /ଦୁଃଶାସନ ନାୟକ : ପୁରୀ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର, ଅସ୍ତରଙ୍ଗ ବ୍ଲକ ର ପିରଯାହାନିଆଁ ବେଳାଭୁମି, ଦେବିମୁହାଁଣ ସଂଲଗ୍ନ, ଗଙ୍ଗାଦେବୀ ବେଳାଭୂମି,କୋଭିଡ଼ି କଟକଣା ନେଇ ବିଦାୟୀ ବର୍ଷ ର ୩୧ ତାରିଖ ଓ ୨୦୨୨ ଜାନୁଆରୀ ୧ ଓ ୨ ତାରିଖ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକମାନଙ୍କ…
ବୃଦ୍ଧ ଙ୍କ ମୃତ୍ୟୁଦେହ ଉଦ୍ଧାର କଲା ପୁଲିସ
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ପଞ୍ଚାୟତର ପୁଇଗୁଡା ରେ ଥିବା ଜାଡ଼ିପୁଲାମା ମନ୍ଦିର ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଦେହ ପୁଲିସ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।ଉକ୍ତ ଯୁବକ ପ୍ରାୟ ୨ବର୍ଷ ହେବ ଆସି ପୁଇଗୁଡା ରେଥିବା ଭଙ୍ଗା ଜାଡ଼ିପୁଲାମା…
କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ
ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପ୍ରତିଭାଦିପ୍ତ କବି ଭାବେ ଜଣାଶୁଣା ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” । ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି । ଶିକ୍ଷା ଓ…
ମୁଖ୍ୟମନ୍ତ୍ରୀଙ୍କ ସମୟୋପଯୋଗୀ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି
ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର(ଶାସକ ପ୍ରଶାସକ) : ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା…
ପଞ୍ଚାୟତକୁ ହଜାରେ ଟଙ୍କା ପାଇଁ ଆସିଥିବା ବୃଦ୍ଧ ଲମ୍ବା ଧାଡିରେ ଠିଆ ହୋଇ ପଡି ଗୁରୁତର।
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାଜ୍ୟ ସରକାର ସମସ୍ତ ରେସନ କାର୍ଡଧାରୀ ଙ୍କୁ କୋଭିଡ ସହାୟତା ପାଇଁ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ।ଏହାକୁ ନେଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ମଧ୍ୟ ରେସନ କାର୍ଡଧାରୀ ଙ୍କୁ କୋଭିଡ ସହାୟତା ପଞ୍ଚାୟତ ଜରିଆରେ ବଣ୍ଟନ କରାଯାଉଛି । ଉକ୍ତ…
ଚନ୍ଦକା ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ
ଭୁବନେଶ୍ୱର, (ଶାସକ ପ୍ରଶାସକ): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ଗୋଡ଼ିବାରୀଠାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନର ଲୋକାର୍ପଣ କରିଛନ୍ତିା ଏହି…
ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ନୃତ୍ୟ , ସଙ୍ଗୀତ ଓ ଅଭିନୟ ପ୍ରତିଯୋଗୀତା
https://youtu.be/3uiuTtoQN_0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହ ଠାରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ…