ବମ୍ବେ ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ।

0

ସିମୁଳିଆ (ଅକ୍ଷୟ କୁମାର ଜେନା)- ମଇତା ପୁର ଅଂଚଳ ର ବେଣୁଧର ମୁଦୁଲିଙ୍କ ସାନ ମଝିଆ ପୁଅ ପ୍ରଭାକର ମୁଦୁଲି ପେଟ ଯନ୍ତ୍ରଣା ଅସହ୍ୟ ହେବାରୁ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୨୮ ବର୍ଷ ହୋଇଥିଲା, ଆଗାମୀ ରଜ ରେ ବିଭାଘର ହୋଇଥାନ୍ତା ବୋଲି ଘର ଲୋକ କୁହନ୍ତି। ଯୁବକ ଜଣକ ବମ୍ବେ ବେଲାପୂରରେ ଏକ ବାରରେ କାର୍ଯ୍ୟରତ ଥିବା ବେଳେ। ବହୁ ଦିନ ଆଗରୁ ପେଟ ରୋଗ ଜନିତ ରୋଗରେ ପୀଡ଼ିତ ଥିଲେ । ହଠାତ ପେଟରେ ଯନ୍ତ୍ରଣା ବଢିବା କାରଣରୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମଇତା ପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି |

Leave A Reply

Your email address will not be published.