କମ୍ପ୍ୟୁଟର ଆପ୍ଲିକେସନରେ ପିଏଚଡ଼ି ଲାଭ କଲେ “ଆମ ମାହାଙ୍ଗା” ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି

ନିଶ୍ଚିନ୍ତକୋଇଲି / ଦେବେନ୍ଦ୍ର ଷଡ଼ଙ୍ଗୀ :- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନାହାଙ୍ଗ ଗ୍ରାମପଂଚାୟତର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତି ଓ ରେଣୁବାଳା ମହାନ୍ତିଙ୍କ ପୁତ୍ର ତଥା ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନ ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି ଚେନ୍ନାଇସ୍ଥିତ…

ଇଏକି ସେତୁ ଚାଲିଛି : ବିଭାଗୀୟ ଅଧିକାରୀ ଚୁପ, ଠିକାଦାରଙ୍କ ମନମାନି !

ପଦ୍ମପୁର (ଶାସକପ୍ରଶାସକ)- ବିଭିନ୍ନ ଜାଗାକୁ ସଂଯୋଗ କରିବା ପାଇଁ ତିଆରି ଚାଲିଛି ସେତୁ । ସେତୁ ତିଆରି ହେଲେ ଲୋକ ସୁବିଧାରେ ଯିବା ଆସିବା କରିପାରିବେ । ବର୍ଷା ଦିନରେ ବିପଦପୂର୍ଣ୍ଣ ଭରା ନଇ ପାରି ହେବାକୁ ପଡିବନି କିମ୍ବା ଅନ୍ୟ ରାସ୍ତା ଦେଇ ବୁଲିକି ଯିବାକୁ ପଡିବନି । ଏହି ସୁବିଧା ପାଇଁ…

ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ।

ପଦ୍ମପୁର(ଶାସକପ୍ରଶାସକ)-ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡାବିତ ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଉପାନ୍ତ ଅଞ୍ଚଳର ଲୁଚି ରହିଥିବା କ୍ରୀଡାବିତ ମାନେ କିପରି ସେମାନଙ୍କ ପ୍ରତିଭା ଆଗକୁ ଆସିବ ସେଥିପାଇଁ ସରକାର କ୍ରିଡା ବିଭାଗ ଦ୍ବାରା ବିଭିନ୍ନ ଷ୍ଟାଡିୟମ ତଥା ଅନ୍ୟାନ୍ୟ…

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ…

ସୃଷ୍ଟିର ସକଳ ଉପାଦାନ ମଧ୍ୟରେ ସଂହତି ଏକାନ୍ତ ଜରୁରୀ-ରାଜ୍ୟପାଳ

‘ନାଲକୋ’ର ପ୍ରତିଷ୍ଠା ଦିବସ ସମାରୋହ ଭୁବନେଶ୍ଵର (ଶାସକ ପ୍ରଶାସକ) :ଲାଭ ଶବ୍ଦ ଭାରତୀୟ ସଂସ୍କୃତିରେ କେଉଁଠି ଉଲ୍ଲେଖ ନାହିଁ । ବ୍ୟବସାୟଜଗତରେ ଏହାର ବିଶେଷ ପ୍ରୟୋଗ ଏବେ ଦେଖିବାକୁ ମିଳୁଛି । ଏହା ନିଶ୍ଚିତ ରୂପେ ଏକ ବିକୃତି । ଏହାର ସଂଶୋଧନ କରିବା ସହ ବିଚାରଗତ ସ୍ତରରେ ଏହାର ସକାରାତ୍ମକ…

ଦୀର୍ଘ ଆଠ ବର୍ଷ ସଙ୍ଘର୍ଷ ପରେ ଶିକ୍ଷକ ପାଇଲେ ନ୍ୟାୟ

ଜଗତସିଂହପୁର / ସୁମନ୍ତ ଦାସ : ମନୋଜ କୁମାର ସେଠି, ବୃତ୍ତିରେ ଜଣେ ଶିକ୍ଷକ | ନିଜ ଜ୍ଞାନ ଦାନ କରି ଦେଶର ଭବିଷ୍ୟତ ତିଆରି କରିଥାନ୍ତି l ହେଲେ ତାଙ୍କ ପ୍ରତି ହୋଇଥିବା ଅବିଚାରର ଅନ୍ତ ଘଟିଛି | ଦୀର୍ଘ ଆଠ ବର୍ଷ ସଙ୍ଘର୍ଷ ପରେ ଶିକ୍ଷକଙ୍କୁ ନ୍ୟାୟ ମିଳିଛି, ଗଣ ଶିକ୍ଷା ବିଭାଗର ତରଫରୁ ଚାକିରର…

ଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଅଳକାନଦୀ ଗୁନେଇ ମୁହଁ କ୍ରିକର ୬ଟି ଅତିରିକ୍ତ ସ୍ଲୁଇସ୍ ଗେଟ୍ ପାଇଁ ଭିତ୍ତିପ୍ରସ୍ତର

ବେରୁଆାଁ ନଦୀର ଗଡହରିଶପୁର ଠାରେ ସୁଉଚ୍ଚ ସେତୁ ନିର୍ମାଣ ନିମନ୍ତେ ହେଲା ଶିଳାନ୍ୟାସ    ଜଗତସିଂହପୁର(ସୁମନ୍ତ ଦାସ): ଗତକାଲି ଅପରାହ୍ଣରେ ବାଲିକୁଦା-ଏରସମା ବିଧାୟକ ତଥା ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲା ବାଲିକୁଦା…

ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଗୁଣପୁର ଗସ୍ତ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ  ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଆଜି ଗୁଣପୁର ଗସ୍ତ କରି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସୋମନାଥ ମେମୋରିଆଲ ହସ୍ପିଟାଲ ପ୍ରିଦର୍ଶନ କରି କୋଭିଡ ସେବା କେନ୍ଦ୍ର ଖୋଲିବା ନିମନ୍ତେ ପୂର୍ବ…

୯ମ ଗୋଲଡେନ ଷ୍ଟାର କ୍ରିକେଟ ସେମିରେ ପାଇକମାଳ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଖଇରପାଲି ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପର ଆଜିର ଦ୍ବିତୀୟ ଦିନର ପ୍ରଥମ ମ୍ୟାଚ ପାଇକମାଳ ଓ ଝାରବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାଇକମାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୫ ରନ୍ କରିଥିଲେ ଯାହାର…

ଲୋକାର୍ପିତ ହେଲା ଦୁଇଟି ପୁସ୍ତକ

ପଦ୍ମପୁର(ଶାସକ ପ୍ରଶାସକ)- ଗୁରୁବାର ଦିନ ଅଂଚଳ ମହାବିଦ୍ୟାଳୟ ପଦ୍ମପୁର ର ସମ୍ମଳନ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର ଅଧ୍ୟାପକ ଡ. ସରୋଜ କୁମାର ନାଏକଙ୍କ ଲିଖତ ପୁସ୍ତକ କବି ସୌଭାଗ୍ୟ ମିଶ୍ରଙ୍କ କବିତା ସମ୍ଭାର ଏକ ଅନୁଶୀଳନ ଏବଂ ଡ. ଦୁଃଖୀଶ୍ୟାମ ସାହୁଙ୍କ ଲିଖତ ପୁସ୍ତକ…