Sign in
Sign in
Recover your password.
A password will be e-mailed to you.
ମା ଗୋଜବାୟାଣି କ୍ରିକେଟ୍ କ୍ଲବ ତରଫରୁ କ୍ରିକେଟ୍ ମ୍ୟାଚ ଉଦ୍ଘାଟିତ
ଭୁବନେଶ୍ୱର :ଭିଏସସନଗର ଠାରେ ମା ଗୋଜବାୟାଣି କ୍ରିକେଟ୍ କ୍ଲବ ତରଫରୁ କ୍ରିକେଟ୍ ମ୍ୟାଚ ଉଦ୍ଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ଯୁବନେତା ତଥା ଉଦ୍ୟୋଗ ପତି ଶ୍ରୀ ବିଭୁଦତ୍ତ ରଥ, ଡ଼ଃ ପ୍ରକାଶ ତ୍ରିପାଠୀ, ସୋସିଆଲ ମିଡ଼ିଆ ସଂଯୋଜକ ରାଜୀବ ନୟନ, ହରମୋହନ ପତି, ଛାତ୍ର ବିଜେଡି ସାଧାରଣ…
ମାଲକାନଗିରି ଜିଲାର ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ତୁଷାରକାନ୍ତି
ମାଲକାନଗିରି/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲ ଯୋଗେ ସମଗ୍ର ରାଜ୍ୟରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର କରିଥିବା ହିତାଧିକାରୀଙ୍କୁ ସେମାନଙ୍କର ଘର ମରାମତି ପାଇଁ 3 ହଜାର ଟଙ୍କା ସହାୟତା ଯୋଜନାର ଶୁଭାରମ୍ଭ କରିବା ପରେ ଇଲେକ୍ଟ୍ରୋନିକ୍ସ,…
ଅନ୍ତେବାସୀଙ୍କ ଗହଣରେ ପୁଅର ଜନ୍ମଦିନ ପାଳନ ।
ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ଯୁବ ସାମ୍ବାଦିକ ରିଙ୍କୁ ଦେବତା ଓ ତାଙ୍କ ପତ୍ନୀ ଶ୍ରୀମତି ଲିଜି ମହାପାତ୍ର ନିଜ ସହ ପରିବାର ଙ୍କ ସହ ଉପସ୍ଥିତ ରହି ତାଙ୍କ ୩ବର୍ଷର ପୁଅ ଇଶାନ୍ତ ଦେବତା ଙ୍କ ଜନ୍ମଦିନ ନିଆରା ଢଙ୍ଗରେ ବିଜେପୁର ବ୍ଳକ ଅନ୍ତର୍ଗତ…
୯ମ ଗୋଲଡେନ ଷ୍ଟାର କ୍ରିକେଟ ସେମିରେ ପାଟଣାଗଡ଼
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଖଇରପାଲି ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପର ତୃତୀୟ ଦିନରେ କ୍ବାଟର ଫାଇନାଲ ମ୍ୟାଚ ପାଟଣାଗଡ଼ ଦଳ ଓ ଲାଟସର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଲାଟସର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ଓ୍ବିକେଟ ହରାଇ…
ଉତ୍ତରକୁଳ ଠାରେ ତଟିନୀ ତଟ ଉଦ୍ୟାନ ଓ ଗମନାଗମନ ପାଇଁ ରାସ୍ତା ଶିଳାନ୍ୟାସ କଲେ ଚନ୍ଦ୍ରସାରଥୀ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ପୂର୍ବତନ କ୍ରୀଡା ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଦ୍ବାରା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୁଳ ପଂଚାୟତ ପିଇଁପୁର ମହାନଦୀ କୂଳରେ ୮ କୋଟି ୯୦ ଲକ୍ଷ ଟଙ୍କା ବେୟରେ ତଟିନୀ ତଟ ଉଦ୍ୟାନ…
ବ୍ରଜରାଜପୁର ପଞ୍ଚାୟତ ରେ ବିଧାୟକଙ୍କ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ
ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ବ୍ରଜରାଜପୁର ପଞ୍ଚାୟତ ରେ ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାଶ ଓ ଉଦଘାଣ୍ଟନ ହୋଇଯାଇଛି| ବିଧାୟକ ଶ୍ରୀ ପ୍ରଧାନ ବ୍ରଜରାଜପୁର ପଞ୍ଚାୟତ ରେ ପହଞ୍ଚି ପ୍ରଥମେ ଶ୍ୟାମଘନ ପୁର…
ବାମପାର୍ଶ୍ଵ ନଦୀବନ୍ଧ ରାସ୍ତା ଉନ୍ନତିକରଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ଚନ୍ଦ୍ର ସାରଥୀ
ଗମନାଗମନ ସୁବିଧା ପାଇଁ ୯ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) - ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ହନୁମାନ ମନ୍ଦିରଗଡା ନିକଟରେ ସର୍ବସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ଜଳସମ୍ପଦ ବିଭାଗ ତରଫରୁ ୯ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ…
ଚଳିତ ଖରିଫ ବିପଣନ ଋତୁ ୨୧-୨୨ ନିମନ୍ତେ ସରକାରୀ ଧାନ କ୍ରୟ କେନ୍ଦ୍ର ଉଦ୍ଘାଟିତ
ନୟାଗଡ଼(ବିଶ୍ୱଜିତ ନାୟକ) - ଚଳିତ ଖରିଫ ବିପଣନ ଋତୁ ୨୧-୨୨ ନିମନ୍ତେ ସରକାରୀ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ରୋଡ଼ରେ ଥିବା ବହୁବିଧ ପଣ୍ୟ ଦ୍ରବ୍ୟ ବଜାର ପ୍ରାଙ୍ଗଣ ଠାରେ ଜିଲ୍ଲାପାଳ ଡ.ପୋମା ଟୁଡୁ ଧାନ ମଣ୍ଡିର ଉଦଘାଟନ କରିଛନ୍ତି । ଉକ୍ତ ଉତ୍ସବରେ ଖାଦ୍ୟ…
ଜନଶିକ୍ଷଣ ସସ୍ଥାନର ପୁରାତନ ପ୍ରଶିକ୍ଷାର୍ଥୀ ସମାରୋହ ଅନୁଷ୍ଠିତ
ଜଗତସିଂହପୁର (ସୁମନ୍ତ ଦାସ) : ଜନ ଶିକ୍ଷଣ ସସ୍ଥାନ ଜଗତସିଂହପୁର ଦ୍ଵାରା ପୁରାତନ ପ୍ରଶିକ୍ଷାର୍ଥୀ ସମାରୋହ ଜନ ଶିକ୍ଷଣ ସସ୍ଥାନ ପରିସରରେ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଂସ୍ଥାନ ତରଫୁର ବିଭିନ୍ନ ଧନ୍ଦାମୂଳ ତାଲିମର ପୁରାତନ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ…
କାଶୀପୁର ବ୍ଲକ କାର୍ଯ୍ୟାଳୟରେ ପିସି କାରବାରକୁ ନେଇ କଂଗ୍ରେସ ଦଳର ଗର୍ଜ୍ଜନ
କାଶୀପୁରରୁ ବୈକୁଣ୍ଠ ଦୁରିଆ :ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ଦଳ ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଲାଞ୍ଚ ସହ ବ୍ଲକ କର୍ମଚାରୀଙ୍କ ଲାଞ୍ଚ ବିରୋଧରେ ସହ ସହ କଂଗ୍ରେସ କର୍ମୀ ଉକ୍ତ କାର୍ଯ୍ୟାଳୟ ଗ୍ରିଲ ଠେଲି ଧସେଇ…