Sign in
Sign in
Recover your password.
A password will be e-mailed to you.
ଜାନୁଆରୀ ୧୦ରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ଛୁଟି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଜାନୁଆରୀ ୧୦ରୁ ଫେବୃଆରୀ ପହିଲା ପର୍ଯ୍ୟନ୍ତ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି | ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ…
କାଶୀପୁର ବ୍ଲକ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଲେଖିଲେ ଆଇନଜୀବୀ ଉପେନ୍ଦ୍ର ମାଝୀ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ର ସର୍ବାଙ୍ଗୀନ ଉନତି ପାଇଁ କେତେକ ଦାବୀ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ସମ୍ବଳିତ ପତ୍ର ପ୍ରେରଣ କରିଛନ୍ତି ଅଂଚଳର ଆଦିବାସୀ ଯୁବକ ଓ ଜଣେ ଜଣାଶୁଣା ଆଇନଜୀବୀ ଉପେନ୍ଦ୍ର ମାଝୀ।…
କର୍ଣ୍ଣାଟକ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୬ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ସହରର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଗତ ଲକ୍ ଡାଉନ୍ ଏବଂ ସଟ୍…
ବାଘ ସଦୃଶ ବିରଳ ପ୍ରଜାତିର ଜୀବକୁ ବନ୍ୟ ବିଭାଗ କଲା ଉଦ୍ଧାର
ଖୋର୍ଦ୍ଧା/ ରବି ନାରାୟଣ ସାହୁ: ଖୋର୍ଦ୍ଧା ବନ ବିଭାଗ ଦ୍ଵାରା ଏକ ପ୍ରକାର ପ୍ରଜାତିର ବନ୍ୟ ଜନ୍ତୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳରୁ ଉଦ୍ଧାର କରାଯାଇଛି ବୋଲି ଖୋର୍ଦ୍ଧା ବନ୍ୟ ବିଭାଗ ସୂତ୍ରରୁ ଜଣାପଡିଛି | ଏହି ବନ୍ୟ ଜନ୍ତୁ ଅବିକଳ ବାଘ ସଦୃଶ କିନ୍ତୁ ଏହାର ନାମ ନାମ ଫିସିଙ୍ଗ କ୍ୟାଟ |…
ଲଖମରା ରୁ ଚରଦାପାଲି ଅଂଗନଦୀ ଉପରେ ନିର୍ମାଣ ହେବ ପୋଲ
https://youtu.be/2W1aoUou5ss
ପୂରଣ ହେବାକୁ ଯାଉଛି ଉପାନ୍ତ ଅଂଚଳର ବହୁଦିନର ସ୍ୱପ୍ନ : ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଲେ ଅଂଚଳ ବାସୀ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଲଖମରା ରୁ ଚରଦାପାଲି ପଞ୍ଚାୟତ ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ଅଂଗନଦୀ ।…
ଉପ ନିବନ୍ଧକ କାର୍ଯ୍ୟାଳୟର ନୂତନ କୋଠା ଉଦ୍ଘାଟନ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ସୋହେଲା (ଶାସକ ପ୍ରଶାସକ) : ଆଜି ସୋହେଲା ବ୍ଲକ ପରିସର ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ବିବାହ ପଞ୍ଜିକରଣ ଓ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟର ନୂତନ କୋଠା ଉଦ୍ଘାଟିତ ହୋଇଯାଇଛି | ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଏହି କଥାକୁ ଉଦ୍ଘାଟନ କରିବା ସହ…
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ନାମନଗଡ ଗ୍ରାମରେ ହାତ ତିଆରି ଧୂପକାଠି…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ନାମନଗଡ ଗ୍ରାମରେ ହାତ ତିଆରି ଧୂପକାଠି ନିର୍ମାଣ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ଆଜି ଅନୁଷ୍ଠିତ ହୋଇଛି। ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗୁମ୍ମା…
ଜିଲ୍ଲାର ୩୫ଟି ପରୀକ୍ଷା କେନ୍ଦ୍ରରେ ୭୮୪୬ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ୧୦ମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ -୧ ପରୀକ୍ଷା କୋଭିଡ୍ କଟକଣା ମଧ୍ୟରେ ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ୪ଦିନ ପାଇଁ ଚାଲୁ ରହିବ ।ଗଜପତି ଜିଲ୍ଲାରେ ମୋଟ ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ଏହି…
ଭୁତଙ୍କୁ କୋଭିଡି ଭୟ, ଭୁତ ବି ନେଉଛି କୋଭିଡି ଟୀକା
ଜଗତସିଂହପୁର / ଦୁଷ୍ମନ୍ତ ଦାସ : କୋଭିଡ଼ି ଟୀକାକରଣ ରେ ରାଜ୍ୟରେ ଜଗତସିଂହପୁର ଜିଲା ଦ୍ୱିତୀୟ ସ୍ଥାନରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି କୋଭିଡି ଟୀକାଦାନ ଭିତରେ ଭୁତ ବି ସାମିଲ ହୋଇଛନ୍ତି | ମୃତ୍ୟୁପରେ ବି ଭୁତ ଆସି ଟୀକା ନେଇଥିବା ଏବେ ସରକାରୀ ହିସାବରୁ…
ଭୁତଙ୍କୁ କୋଭିଡି ଭୟ, ଭୁତ ବି ନେଉଛି କୋଭିଡି ଟୀକା
ଜଗତସିଂହପୁର / ଦୁଷ୍ମନ୍ତ ଦାସ : କୋଭିଡ଼ି ଟୀକାକରଣ ରେ ରାଜ୍ୟରେ ଜଗତସିଂହପୁର ଜିଲା ଦ୍ୱିତୀୟ ସ୍ଥାନରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି କୋଭିଡି ଟୀକାଦାନ ଭିତରେ ଭୁତ ବି ସାମିଲ ହୋଇଛନ୍ତି | ମୃତ୍ୟୁପରେ ବି ଭୁତ ଆସି ଟୀକା ନେଇଥିବା ଏବେ ସରକାରୀ ହିସାବରୁ…