କୁକୁର କାମୁଡ଼ାରେ ହରିଣ ଛୁଆ ଆହତ ।

ଖଇରା(ବୁଲୁ ଲେଙ୍କା )-ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗ ଅଧିନ ଦୁଖଣ୍ଡଖଇରା ଗାଁରେ କୁକୁର କାମୁଡ଼ାରେ ଆହତ ହୋଇ ପୋଖରୀରେ ପଡ଼ିଥିବା ଏକ ହରିଣ ଛୁଆକୁ ସ୍ଥାନୀୟ ଲୋକେ ଏବଂ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଆଜି ଔପଦା ପାହାଡ଼ରୁ ଦୁଇଟି ହରିଣ ଛୁଆ ଖାଦ୍ୟ ଅନ୍ୱେଷଣରେ ଦୁଖଣ୍ଡଖଇରା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ l

ରଣପୁର/ପ୍ରସନ୍ନ ସାମନ୍ତରାୟ-ନୟାଗଡ ଜ଼ିଲ୍ଲା ରଣପୁର ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଅଟୋକୁ ଧକ୍କା ଦେଲା ଟ୍ରକ l ଫଳରେ ଜଣେ ମହିଳାଙ୍କ ଜୀବନ ହାନି ହୋଇଥିବା ବେଳେ 4ଜଣ ଆହତ ହୋଇଛନ୍ତି l ମୃତକ ମହିଳା ଜଣଙ୍କ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ସିଙ୍ଗାରପୁର ଗ୍ରାମର ନିବାସୀ ସ୍ୱାଇଁ…

କିଚେନ୍ ଗାର୍ଡେନିଂ ଜରିଆରେ ନିରନ୍ତର ଜୀବନଜୀବିକାର ପ୍ରସାର

ଯୋଡ଼ା(ଶାସକ ପ୍ରଶାସକ) : ଅଂଚଳରେ ନିରନ୍ତର ଜୀବନଜୀବିକାର ପ୍ରସାର କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କିଚେନ୍ ଗାର୍ଡେନ୍ ସ୍ଥାପନ କରିବା ଲାଗି ଗତ ତିନି ମାସ ଧରି ଗୁଆଲି ଗ୍ରାମ ପଂଚାୟତର ୧୫୦ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ।କିଚେନ୍ ଗାର୍ଡେନ୍‌ର ଗୁରୁତ୍ୱ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ଆସାମରେ ବୈଜୟନ୍ତଙ୍କ ସଫଳ ଗୋଟିଚାଳନା ; ୮୦ରୁ ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ କରିବ ବିଜେପି

ଶାସକ ପ୍ରଶାସକ/ ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଓ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ସଫଳ ଋଣନୀତି ଓ ଗୋଟି ଚାଳନା ଯୋଗୁଁ ଆସାମରେ ହୋଇଥିବା ୮୦ଟି ମ୍ୟୁନିସିପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ…

ପୌର ନିର୍ବାଚନ ନିମନ୍ତେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ନୟାଗଡ଼(ବିଶ୍ଵଜିତ ନାୟକ) -ନୟାଗଡ଼  ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଧନଞୟ ସ୍ୱାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନୟାଗଡ଼ ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ସେ   ନୟାଗଡ଼ରେ ପହଁଚି ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅତିରିକ୍ତ…

ଜିଲ୍ଲାସ୍ତରୀୟ ରୋଲପ୍ଲେ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ତରୀୟ ରୋଲ ପ୍ଲେ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ଶିକ୍ଷକ ଶିକ୍ଷା…

କାର ସହ ଟ୍ରାକ୍ଟର ର ମୁହାଁମୁହିଁ ଧକ୍କା , ଜଣେ ଶ୍ରମିକ ଆହତ

ରାମନାଗୁଡା/ଧବଳେଶ୍ୱର ପତ୍ରୀ -ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ସ୍ଥିତ ପାର୍ଲା କଲୋନୀ ନିକଟରେ ରେ ବୁଧବାର ଦିନ ସକାଳ ଏଗାରଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି | ମିଳିଥିବା ସୂଚନା ଅନୁଯାୟୀ ତିନି ଜଣ ଯୁବକ ଓଡି୦୭ଏ ୭୫୫୫ ନମ୍ବର ବିଶିଷ୍ଟ ନିଜ କାର ରେ…

ନୂତନ ସରପଞ୍ଚ ବାର୍ଲି ଗୌତମଙ୍କ ଦାୟିତ୍ୱ ଗ୍ରହଣ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ବାର୍ଲି ଗୌତମଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ପ୍ରଦୀପ କୁମାର ମାଣ୍ଡାଙ୍ଗି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ…

ମ୍ୟାକ୍ସ ପିକଅପ ଭ୍ୟାନ ଦୁର୍ଘଟଣା ରେ ୨ଜଣ ଗୁରୁତର ଅନ୍ୟମାନେ ସାମାନ୍ୟ ଆହାତ ।

କଲ୍ୟାସିଂହପୁର: ପ୍ରଦୀପ ଦଲାଇ/ ରାୟଗଡା କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାର ବେଜା ଗାଁ ନିକଟରେ ମ୍ୟାକ୍ସ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଘଟଣାରେ ୨ଜଣ ଗୁରୁତର ଆହାତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ କଲ୍ୟାସିଂହପୁର ରୁ ୧୦୮…