ଛୁରିଅନା ଗ୍ରାମ ପଂଚାୟତ ସରପଞ୍ଚ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ କ୍ଷୀରୋଦ କାଣ୍ଡି ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଅନା ଗ୍ରାମପଂଚାୟତ ନବ ନିର୍ବାଚିତ ସରପଞ୍ଚ ଭାବେ ଗୁରୁବାର ଦିନ କ୍ଷୀରୋଦ କୁମାର କାଣ୍ଡି ଛୁରିଅନା ଗ୍ରାମପଂଚାୟତର ୮ ମ ସରପଞ୍ଚ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଶ୍ରୀ କାଣ୍ଡିଙ୍କୁ ଛୁରିଅନା ଗ୍ରାମପଂଚାୟତ ର…

ଟାଟା ଷ୍ଟିଲ୍‌କୁ ଏହାର ନିରନ୍ତର ବିକାଶ ପ୍ରତି ଉଦ୍ୟମ ପାଇଁ ୱାର୍ଲଡ୍‌ଷ୍ଟିଲ୍ ର ନୂଆ ସଷ୍ଟେନେବିଲିଟି ଚାଟର୍ ସଦସ୍ୟ…

ଭୁବନେଶ୍ୱର: ନିରନ୍ତର ବିକାଶ ଓ ଚକ୍ରାକାର ଅର୍ଥନୀତି ପ୍ରତି ଏହାର ଅଭିଯାନଗୁଡ଼ିକ ଓ ପ୍ରତିବଦ୍ଧତା ପାଇଁ ଟାଟା ଷ୍ଟିଲ୍‌କୁ ୱାର୍ଲଡ୍‌ଷ୍ଟିଲ୍‌ର ନୂଆ ସଷ୍ଟେନେବିଲିଟି ଚାଟର୍‌ର ସଦସ୍ୟ ଭାବେ ଚୟନ କରାଯାଇଛି ।୨୦୨୨ ମାର୍ଚ୍ଚ ୩ରେ ଦି ୱାର୍ଲଡ୍ ଷ୍ଟିଲ୍ ଆସୋସିଏସନ୍ (ୱାର୍ଲଡ୍‌ଷ୍ଟିଲ୍‌) ଏହାର…

ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ଅଧ୍ୟକ୍ଷତାରେ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଯୋଗଦେଇ ଜଗତସିଂହପୁର…

ବିଜେପି ପକ୍ଷରୁ ବନ ବିହାର ଠାରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଭଞ୍ଜନଗର,: ସ୍ଥାନୀୟ ବନ ବିହାର ଠାରେ ଗୁରୁବାର ଭଞ୍ଜନଗର ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକର ୨୨ ଗୋଟି ପଞ୍ଚାୟତରେ ଦଳ ତରଫରୁ ପ୍ରାଥୀ ହୋଇଥିବା ସରପଞ୍ଚ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାଥୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏନଏସି ନିର୍ବାଚନ…

ବାଲ୍ୟବିବାହକୁ ରୋକିବା ନିମନ୍ତେ ପୁରୋହିତ, ଧାର୍ମିକ ନେତା ଓ ବିଭିନ୍ନ ଜାତିର ନେତୃତ୍ବଙ୍କୁ ନେଇ ଏକ ଦିନିଆ ଜିଲ୍ଲା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାରୋଟି ବ୍ଲକ ଯଥା-ଗୁମ୍ମା , ଗୋଷାଣୀ , କାଶୀନଗର ଓ ରାୟଗଡ଼ାର ସମସ୍ତ ପୁରୋହିତ, ଧାର୍ମିକ ନେତା ଓ ବିଭିନ୍ନ ଜାତିର ନେତାଙ୍କୁ ନେଇ ବାଲ୍ୟବିବାହ ରୋକିବା ନିମନ୍ତେ ଏକ ଦିନିଆ ଜିଲ୍ଲା ସ୍ତରୀୟ ତାଲିମ…

ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ…

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନାଙ୍କ ଜନସମ୍ପର୍କ ଅଭିଯାନ: ସକାଳୁ ସକାଳୁ ପାର୍କରେ ବୁଲି ଲୋଡିଲେ ସମର୍ଥନ

ଚା ଖଟିରେ ଚର୍ଚା ଜମୁଛି, ପ୍ରଚାର ଶୈଳୀ ଲୋକଙ୍କ ମନକୁ ଛୁଉଁଛି ଭୁବନେଶ୍ଵର : ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଜନସମ୍ପର୍କ ଅଭିଯାନ ଚଲାଇଥିଲେ । ପ୍ରାତଃଭ୍ରମଣ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡରେ ବୁଲି ସାଧାରଣ ଲୋକଙ୍କୁ…

ସମ ଆଲଟିମେଟ ମେଡ଼ିକେଆର ରେ ଆରମ୍ଭ ହେବ କ୍ୟାଡ଼ଭର ପ୍ରତ୍ୟାରୋପଣ ସେବା

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ଶରୀରରୁ ସଂଗୃହିତ କିଡ଼ନୀ ର ପ୍ରତ୍ୟାରୋପଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ କରାଯିବାର ପ୍ରକିୟା (କାଡାଭର ପ୍ରତ୍ୟାରୋପଣ) ଖୁବ ଶୀଘ୍ର ସମ ଆଲଟିମେଟ ମେଡ଼ିକେଆର ରେ ଆରମ୍ଭ କରାଯିବ । ସମମ ରେ ବିଶ୍ୱ କିଡ୍‌ନୀ ଦିବସ ପାଳନ ଅବସରରେ ଗୁରୁବାର ଏହା ହସ୍ପିଟାଲ ପକ୍ଷରୁ…

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୯ମ ଲକି ଡ୍ର ଉଠାଣ

ପଦ୍ମପୁର : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୯ମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପାଟଣାଗଡ଼ ର ରାମୁ ବାଗ । ଏହି କାର୍ଯ୍ୟକ୍ରମରେ ଦେବାଶିଷ ପଟ୍ଟନାୟକ, ହର୍ଷବଲ୍ଳଭ…

ନୂତନ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ସିମୁଳିଆ- (ଅକ୍ଷୟ କୁମାର ଜେନା)- ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ ଚାଳିଶି ନମ୍ବର ଜୋନ ଅନ୍ତର୍ଗତ ମଇତାପୁର ପଞ୍ଚାୟତ ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ  ମନୋରମା ବେହେରା ଆଜି ନୂତନ ସରପଞ୍ଚ ଭାବେ ପଞ୍ଚାୟତ ରେ ଶପଥ ଗ୍ରହଣ କରିଥିଲେ। ଶତାଧିକ କର୍ମୀ ଉପସ୍ଥିତି ରେ ଆଜି ଦଳୀୟ…