Sign in
Sign in
Recover your password.
A password will be e-mailed to you.
କିଟ୍କୁ ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨
ଭୁବନେଶ୍ୱର, : ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨ ପ୍ରଦାନ କରାଯାଇଛି । ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି…
ମହିଳା ମାନଙ୍କ ସଶକ୍ତିକରଣ ପାଇଁ ସମସ୍ତଙ୍କୁ ଗୁରୁତ୍ଵ ଦେବାକୁ ହେବ: ଜିଲ୍ଲାପାଳ ରାୟଗଡ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ କୋଲନରା ବ୍ଲକର ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ…
ଭାରତୀୟ ମଜଦୁର ସଂଘ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ରାୟଗଡରୁ ସରୋଜ କୁମାର ସାହୁ: ଭାରତୀୟ ମଜଦୁର ସଂଘ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ରାୟଗଡ ଜିଲ୍ଲାର ୧୧ ଗୋଟି ବ୍ଳକରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ । ସେହିଭଳି ଜିଲ୍ଲା ସ୍ତରୀୟ ପାଳନ ଉପଲକ୍ଷେ ଶ୍ରୀମତୀ ଜୟନ୍ତୀ ପଦ୍ମଲାୟ ସାହୁ ଏବଂ…
କାର ସହ ବାଇକ ର ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ଆହତ
ରାମନାଗୁଡା:-ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ସ୍ଥିତ ବାଙ୍ଗି ଛକ ରେ ମଙ୍ଗଳବାର ଦିନ ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି | ଖବର ନେବାରୁ ଜଣାପଡିଛି ଯେ ଉକ୍ତ କାର ରେ ଦମ୍ପତି ବ୍ରହ୍ମପୁର ଠାରୁ ରାୟଗଡା ଫେରିବା ବେଳେ ଥେରୁବାଲି ଠାରୁ ଉଦୀପ୍ତ ସାମଲ ନାମକ…
କୃଷି ସମ୍ପର୍କିତ ସଂସ୍ଥା ହର୍ଷା ଟ୍ରଷ୍ଟ ପାଳନ କଲେ ମହିଳା ଦିବସ ।
କଲ୍ୟାଣସିଂହପୁର :ପ୍ରଦୀପ ଦଲାଇ/ ବିଶ୍ୱ ମହିଳା ଦିବସରେ ମହିଳାଙ୍କୁ ସୁରକ୍ଷିତ ଓ ସ୍ୱାବଲମ୍ବୀ କରାଇବା ପାଇଁ ସାରା ବିଶ୍ୱ ର ସବୁ ସଂଗଠନ ଲାଗି ପଡିଛି। ଚାକିରୀ ଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଦେଶ ରକ୍ଷାପାଇଁ ସେନାରେ, ଜାହାଜ ଉଡାଇବା ଠାରୁ ଅନେକ ଗୁରୁତ୍ୱ ପୂର୍ଣ ସରକାରୀ କ୍ଷେତ୍ରରେ…
ପୁଣି ନିରଞ୍ଜନ ଅସୁସ୍ଥ : ଆପୋଲୋରେ ଭର୍ତ୍ତି
ଭୁବନେଶ୍ୱର : ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ | ଅସୁସ୍ଥତା ଅନୁଭବ କରିବାରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି | ଏ ବିଷୟ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର…
ବିଜୁ ଜନତା ଦଳ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ
ବରଗଡ :- ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ବରଗଡ଼ ଜିଲ୍ଲା ସୋହେଲା ଠାରେ , ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଭଟଲି ନିର୍ବାଚନ ମଣ୍ଡଳୀର ଏକ ହଜାର ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ତଥା ଆମ୍ବଭନା…
ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ |
ଭୁବନେଶ୍ୱର : ପୂର୍ବ ତଟ ରେଳପଥ ସହିତ ଏହାର ମହିଳା କଲ୍ୟାଣ ସଂଗଠନର ମିଳିତ ଆନୁକୂଲ୍ୟରେ ରେଳବାଇ ଅଡିଟୋରିୟମ ଠାରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି |
ଆନ୍ତର୍ଜାତୀୟ ମହିଳା ଦିବସ ପାଳନକୁ ସ୍ମରଣୀୟ କରିବାପାଇଁ ଆୟୋଜିତ ଆଲୋଚନାଚକ୍ର "ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲି…
ଖଇରା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବହୁ ବିଜେଡି ନେତା ବିଜେପିରେ ହେଲେସାମିଲ
ଭୁବନେଶ୍ୱର :ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବର୍ତମାନ ଅଧ୍ୟକ୍ଷା ତଥା ବର୍ତମାନ ପଲାସା ଗ୍ରାମ ପଂଚାୟତ ସମିତି ସଭ୍ୟା ଅଭିଲିପ୍ସା ସାହୁ, ଝିଙ୍କିରିଆ ଗ୍ରାମ…
ପଦ୍ମପୁର ଶିକ୍ଷକ ସଂଘ ବିଇଓ ଙ୍କୁ ସାକ୍ଷାତ।
ପଦ୍ମପୁର -ରାଜବୋଡାସମ୍ବର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ବର୍ଗର ଏକ ପ୍ରତିନିଧି ଦଳ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କାଳିଚରଣ ଦୁବେ ଙ୍କୁ ସାକ୍ଷାତ କରି କାର୍ଯ୍ୟାଳୟ ରେ ଲାଗିରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରିଥିଲେ।ସଂଘ…