Sign in
Sign in
Recover your password.
A password will be e-mailed to you.
ବିଏସପି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ସଦର ମହକୁମା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ବ୍ଲକ ବହୁଜନ ସମାଜ ପାର୍ଟି ପକ୍ଷରୁ ଏକ ବଡ଼ ଧରଣର କର୍ମ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଟଂକଧର ବାଘ ଯୋଗ ଦେଇଥିବାବେଳେ ସମ୍ମାନିତ…
ବାଳ-ସତସଙ୍ଗରେ ବିଭିନ୍ନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ପ୍ରଥମେ ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀରାସିକରାଜ ମନ୍ଦିର(ପରିଛା ମଠ) ପରିସରରେ ଜଗଦଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଆରତୀ ପରେ ମନ୍ଦିର ବେଢ଼ା ନାମ ସଂକୀର୍ତ୍ତନ ସହ ପରିକ୍ରମା ହୋଇଥିଲା। ଦ୍ଵିତୀୟ…
ବାଲ୍ୟ ବିବାହ ବନ୍ଦ ନିମନ୍ତେ ବ୍ଲକ ସ୍ତରୀୟରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ରାୟଗଡ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।…
ନବୀନଙ୍କୁ ସାକ୍ଷାତ କଲେ ଗାଙ୍ଗୁଲି
ଭୁବନେଶ୍ୱର : ଓଡ଼ିଶାର ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି-ଟୋଂଟୀ ମ୍ୟାଚ ପାଇଁ ଓଡିଶା ଗସ୍ତରେ ଥବା ଭାରତୀୟ କ୍ରିକେଟ ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି | ଏହି…
ବାଲେଶ୍ୱରରେ କିସ୍ର ଶାଖା: ୧୩ରେ ଇମାମୀ-କିସ୍ ଆବାସିକ ବିଦ୍ୟାଳୟ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍ର ନୂତନ ଶାଖା ଇମାମି-କିସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା…
ରାଣିତାଲ ରେଲୱେ ଗେଟ ପାର୍ଶ୍ଵରେ ଓଭର ବ୍ରିଜ ନିର୍ମାଣ ଓ ଜଳ ନିଷ୍କାସନ ପାଇଁ ରେଳରୋକ
ସିମୁଳିଆ(ଅକ୍ଷୟ କୁମାର ଜେନା): ରେଲୱେର ମନମୁଖି କାମ ପାଇଁ ଅତିଷ୍ଟ ହେଇ ପଡିଲେଣି ରାଣୀତାଲ ସମେତ ଅନେକ ଆଖ ପାଖ ପଂଚାୟତ ବାସୀ। ରେଲୱେ ସମ୍ପ୍ରସାରଣ ଯୋଗୁଁ ଉଭୟ ପାର୍ଶ୍ଵ ନୟନ ଯୋଡ଼ି ପୋତି ହୋଇଯିବା ରୁ ଜଳ ନିଷ୍କାସନ ହେବା ସମ୍ଭବ ହୋଇପାରୁନି। ଫଳରେ ହଜାର ହଜାର ଚାଷୀ ହଇରାଣ ହେଉଛନ୍ତି।…
ବୈଶାଖ ମେଳା ର ସମୀକ୍ଷା ବୈଠକ:ମେଳାର ସଫଳ ଆୟୋଜନ ପାଇଁ କମିଟି ସଭ୍ୟ ମାନେ ସମ୍ମାନିତ
ବିଭାଗୀୟ ଅଧିକାରୀ ମାନଙ୍କର ଅନୁପସ୍ଥିତ କୁ ନେଇ ସମାଲୋଚନା
ବରଗଡ :- ଗତ ମେ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ପବିତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ଙ୍କର ପବିତ୍ର ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳାର ଆୟୋଜନ କରାଯାଇଥିଲା । ଚଳିତ ଥର ମେଳା ଆୟୋଜନ ଓ ପରିଚାଳନା ପାଇଁ ସ୍ଥାନୀୟ…
ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ…
ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରହି ବିଧାନସଭା ବଜେଟ୍ ଅଧିବେଶନରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହେଲେ ଚିନ୍ତାଜନକ
ବିଧାନସଭାର ପରମ୍ପରା ଓ ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା
ଗଣତନ୍ତ୍ରକୁ ସମ୍ମାନ ଦେଇ…
ଗଛରେ ପିଟିହେଲା କାର: ଦୁର୍ଘଟଣାରେ ୦୬ ଆହତ ।
ପଦ୍ମପୁର: ପଦ୍ମପୁର ପାଟଣାଗଡ ରାସ୍ତାର ସୁଲିଆ ଗ୍ରାମ ଠାରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର ୬ ଜଣ ଆହତ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ପଦ୍ମପୁର -ପାଟଣାଗଡ ରାସ୍ତା ର ସୁଲିଆ ଗ୍ରାମ ନିକଟରେରେ ଛତିଶଗଡ ବିଲାସପୁର ଠାରୁ ହରିଶଙ୍କର ପୀଠକୁ ତୀର୍ଥ ଯାତ୍ରା ପାଇଁ ଯାଉଥିବା ଏକ…
ଘୁ.ଉଦୟଗିରି ପୁଲିସ ଦ୍ୱାରା ଦୁଇଟି ମୃତ ଦେହ ଜବତ, ମୃତ୍ୟର କାରଣ ଅସ୍ପଷ୍ଟ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ-୪ ଶ୍ରୀରାମପଦା ଠାରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଜବତ କରିଛି I ମୃତ ଯୁବକ ଜଣକ ଟିକାବାଲି ଥାନା ଅଧିନସ୍ଥ ପାଣିଙ୍ଗିଆ ଗ୍ରାମ କଲୋନୀ ସାହିର ନରେଶ ଦିଗାଳ…