Sign in
Sign in
Recover your password.
A password will be e-mailed to you.
ଜାତୀୟ ରାଜନୀତିରେ ଚର୍ଚ୍ଚାରେ ଓଡ଼ିଶାର ପି-ପି-ପି
ଦଳ ପାଇଁ ସାଜୁଛନ୍ତି ଷ୍ଟାର ଷ୍ଟ୍ରାଇକର, ବିରୋଧୀଙ୍କୁ କରୁଛନ୍ତି ଚିତପଟାଙ୍ଗ
ନୂଆଦିଲ୍ଲୀ : ତିନି ଓଡ଼ିଆ ବରିଷ୍ଠ ନେତାଙ୍କୁ ନେଇ ଏବେ ଜାତୀୟଗଣମାଧ୍ୟମରେ ଚର୍ଚା | ଦଳରେ ବୃଦ୍ଧି ପାଇଛି ସେମାନଙ୍କ ପତିଆରା | ନିର୍ବାଚନ ରଣାଙ୍ଗନରେ ଦଳକୁ ବିଜୟଶ୍ରୀ ମଣ୍ଡିତ କରିବାରେ ସଫଳ ହୋଇଛନ୍ତି ଏହି…
ପଞ୍ଚାୟତ ବାସୀ ଙ୍କୁ କୃତଜ୍ଞତା ଜଣାଇଲେ ଲଉଡିଦରହା ସରପଞ୍ଚ।
ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।ଶ୍ରୀମତୀ ପଦ୍ମା ସତନାମୀ ଜଣେ ଶିକ୍ଷିତା ହୋଇଥିବା ବେଳେ ମହିଳା ସ୍ଵୟଂ ସହାୟକ ଗୋଷ୍ଠି ର ସଦସ୍ୟତା ଗ୍ରହଣ କରି ସମାଜ ସେବା କ୍ଷେତ୍ରରେ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ…
ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ ଦୁଇ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ
"ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବୁ।"
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଲକ ଦୁଇଟିଯାକ ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳକୁ ମିଳିଛି ସଫଳତା | ଲୋକଙ୍କ ଆଶୀର୍ବାଦରେ ବିଜୟ ଲାଭ କରିଛନ୍ତି ଝାରବନ୍ଧ ଜୋନ୧ ରୁ ଶ୍ରୀ…
ଚନ୍ଦନ କାଠ ସହ ଅଭିଯୁକ୍ତ ଗିରଫ
ଭଞ୍ଜନଗର / ନିଲୁ ବିଶୋୟୀ: ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କଣ୍ଟେଇପଲି ଗ୍ରାମରୁ ଚନ୍ଦନ କାଠ କାଟି ଚୋରି କରି ନେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରେଞ୍ଜର କୁମର ବେହେରା ଙ୍କ ସୂଚନା ପ୍ରକାରେ…
ବାଣପୁର ଏନଏସି ନିର୍ବାଚନ: ଆଚରଣ ବିଧି ଉଲଂଘନ, ମନ୍ଦିରରେ ଲାଗିଲା ଦଳୀୟ ପତାକା
ବାଣପୁର(ସେକ କୌଶର )ରାଜ୍ୟରେ ପୌର ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ରାଜ୍ୟର ସମଗ୍ର ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି। ତେବେ ପଞ୍ଚାୟତ ନିର୍ବାଚନରେ ଯେପରି ଆଚରଣ ବିଧିକୁ କଡ଼ାକଡି କରାଯାଇଥିଲା ପୌର…
ଏପ୍ରିଲ ୨୯ ରୁ ମେ’ ୬ ମାଟ୍ରିକ୍ ପରୀକ୍ଷା, ଅଫଲାଇନ୍ ରେ ସକାଳ ୮ରୁ ପରୀକ୍ଷା
ନିଜସ୍କୁଲରେ ପିଲା ଦେବେ ପରୀକ୍ଷା, ଅନ୍ୟ ସ୍କୁଲରୁ ଆସିବେ ଇନଭିଜିଲେଟର
ଜନସାଧାରଣଙ୍କ ମତାମତ ଅନୁଯାୟୀ ଚଳିତ ବର୍ଷ ମାଟି୍ରକ ପରୀକ୍ଷା ଆୟୋଜନ ହେବ
ଭୁବନେଶ୍ୱର : କରୋନା ମହାମାରୀ ୨୦୧୯ ମସିହାଠାରୁ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରି ରଖିଛି । ଆମ ଜୀବନକାଳ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ଏକ…
ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ପଞ୍ଚଦଶ ମାସିକ କବିତା ଆସର
ପୁରୀ: ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ପଞ୍ଚଦଶ ମାସିକ କବିତା ଆସର ମାର୍ଚ୍ଚ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ କବି ତଥା ତହସିଲଦାର, ଶେରଗଡ଼ ଯୋଗଦେଇ, ସାହିତ୍ୟକୁ ବତୁରା ମାଟିର ବାସ୍ନା କହିବା ସହ ଅନ୍ୟାନ୍ୟ ଆବେଗିଗ ଦିଗ ଉପରେ ଆଲୋକପାତ…
ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଇଟଂରଆକ୍ଟିଭ୍ ହ୍ୱାଟସ୍ଆପ୍ ସେବାର ଶୁଭାରମ୍ଭ
ହ୍ୱାଟସ୍ଆପ୍ ସେବା ଜରିଆରେ ଗ୍ରାହକ କୈନ୍ଦ୍ରୀକ ଅଭିଯାନ
ଗ୍ରାହକମାନଙ୍କ ଲାଗି ନିରନ୍ତର, ନିରବଚ୍ଛିନ୍ନ ଓ ଅନାୟାସ ଡିଜିଟାଲ୍ ସେବାକୁ ନିଶ୍ଚିତ କରିବା ଲକ୍ଷ୍ୟ
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିିପି…
ପୁଣି ଗନ୍ଧମାର୍ଦ୍ଦନ ର ପାଦଦେଶରେ ହାତୀ ଆତଙ୍କ: ଗାଁ ଭିତରକୁ ପଶି ଘର ଭାଙ୍ଗିଲା ଦନ୍ତା
ବରଗଡ :-( ଗୌରାଙ୍ଗ ଚରଣ ଦାସ ):ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମେନକାମୁଣ୍ଡା ଗ୍ରାମ ବିଶ୍ଵ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ କୁ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତରେ ବର୍ଷ ସାରା ହାତୀ ମାନଙ୍କର ଗମନାଗମନ ଲାଗି ରହିଥାଏ । ଅନେକ ସମୟରେ ହାତୀ ମାନଙ୍କର ଦ୍ୱାରା ଧନଜୀବନ ନଷ୍ଟ ହେଉଥିବାର…
ବେପାରୀଙ୍କ କବ୍ଜାରେ ଧାନମଣ୍ଡି; ଚାଷୀ ହତାଶ
ଶହ ଶହ ଚାଷୀଙ୍କ ଧାନ ଫେରାଉଛି ମିଲ୍ର
ଜଗତସିଂହପୁର, ସୁମନ୍ତ କୁମାର ଦାସ: ଜୱାଦ ସାମୁଦ୍ରିକ ଝଡରେ ଜିଲ୍ଲାର ଶହ ଶହ ଏକର ଧାନ ଫସଲର କ୍ଷତି ଘଟିଛି। ତେବେ ରଘୁନାଥପୁର ବ୍ଲକର ବିଭିନ୍ନ ଧାନମଣ୍ଡିରେ ଚାଷୀମାନଙ୍କ ଧାନ ଟିକେ ମଇଳା କିମ୍ବା ପାଣି ବାଜି ସାମାନ୍ୟ ରଙ୍ଗ ବଦଳି ଥିବାରୁ ଉକ୍ତ ଧାନ…