Sign in
Sign in
Recover your password.
A password will be e-mailed to you.
ଧୋନି ଛାଡିଲେ ସିଏସକେ ଅଧିନାୟକ ପଦ, ରବୀନ୍ଦ୍ର ଜାଡେଜାଙ୍କୁ ଦେଲେ ଦାୟିତ୍ୱ
ଚେନ୍ନାଇ : ମାର୍ଚ୍ଚ 26 ତାରିଖରୁ ଆଇପିଏଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ(ସିଏସକେ) ଭେଟିବ କୋଲକାତା ନାଇଟି ରାଇଡର(କେକେଆର) କୁ । ହେଲେ ମ୍ୟାଚର ଦିନକ ଆଗରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି ସିଏସକେ ଅଧିନାୟକ ପଦ ଛାଡିଛନ୍ତି ମାହି ଓରଫ …
ଏହି ବିବାହ ଋତୁରେ ଅଧିକାଂଶ ଲୋକ ମିଶୋରେ ସପିଂ କରିବାକୁ ପସନ୍ଦ କରୁଛନ୍ତି
ଭୁବନେଶ୍ୱର: ତୁମେ ବଧୁ ହୁଅ, ନିକଟତମ ପରିବାରର ସଦସ୍ୟ କିମ୍ବା ଅତିିଥି, ସପିଙ୍ଗ୍ ସର୍ବଦା ଏକ ଉପଭୋଗ୍ୟ ଅନୁଭୂତି ଅଟେ। ଭାରତରେ ବିଭିନ୍ନ ଅଂଚଳରେ ପରମ୍ପରା ଭିନ୍ନ ହୋଇପାରେ, କିନ୍ତୁ ସବୁ ପ୍ରକାର ସଂସ୍କୃତିରେ ବିବାହ ଉତ୍ସବରେ ବିବାହ ପରିଧାନର ଗୁରୁତ୍ୱ ପ୍ରାୟ ସମାନ ରହିଛି।ବ୍ୟାପକ ବର୍ଗର…
ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ୩୦ ଲକ୍ଷ ୟୁନିଟ୍ ରପ୍ତାନି ମାଇଲଖୁଂଟ ହାସଲ
ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ନିଜ କାରବାର ୨୧ତମ ବର୍ଷରେ ୩୦ ଲକ୍ଷ ୟୁନିଟ୍ ଗାଡ଼ି ବିକ୍ରି କରିବାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଅତିକ୍ରମ କରିଛି। କଂପାନିର କ୍ରମବର୍ଦ୍ଧିଷ୍ଣୁ ରପ୍ତାନି ୩୦ ଲକ୍ଷ ୟୁନିଟ୍ରୁ…
ଜନଜାତି ଛାତ୍ରଛାତ୍ରୀଙ୍କୁ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ ପହଁଚାଇବା ପ୍ରଧାନମନ୍ତ୍ରୀଙ୍କର କଳ୍ପନା- ଧର୍ମେନ୍ଦ୍ର ପ୍ରଧାନ
‘ଜନଜାତି ଶିକ୍ଷା ସମ୍ବାଦ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ନୂଆଦିଲ୍ଲୀ,– ଜନଜାତି ସମାଜର ଛାତ୍ରଛାତ୍ରୀ କେବଳ ଛାତ୍ରବୃତି ପାଇବା ନୁହେଁ ବରଂ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ କିପରି ପହଁଚିବେ, ସେ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କଳ୍ପନା ରହିଛି ବୋଲି କହିଛନ୍ତି କେନ୍ଦ୍ର…
ଓଡ଼ିଶା ସଚିବାଳୟର ଦୁଇ ଜଣ ବିଶିଷ୍ଟ ଯୁବ କ୍ରୀଡା ପ୍ରତିଭାଙ୍କୁ ସମ୍ୱର୍ଦ୍ଧନା
ଭୁବନେଶ୍ୱର- ଆଜି ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂସଦ ଆନୁକୁଲ୍ୟରେ ସଚିବାଳୟ ଖେଳ ପଡ଼ିଆରେ ଶହ ଶହ କ୍ରୀଡା ପ୍ରେମୀ କର୍ମଚାରୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ୍…
ପଶ୍ଚିମବଙ୍ଗ ରାସ୍ତାରେ ଓଡ଼ିଶା: ଧର୍ମେନ୍ଦ୍ର
ଭୁବନେଶ୍ୱର – ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ଏବଂ ଏହା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍…
ଗାନ୍ଧୀଜୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପୂର୍ତ୍ତି ଅବସରରେ ସ୍ମୃତିଚାରଣ ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପୂର୍ତ୍ତି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ…
ଡା. ନରସିଂହ ପ୍ରସାଦ ଚରତିଙ୍କୁ “ୱାର୍ଲଡ ବୁକ ଅଫ୍ ରେକର୍ଡ” ମାନପତ୍ର ସହ ମେଡାଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସ୍ଥିତ ବିଦ୍ୟା-ଭବନ ଠାରେ ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ “ନାରୀ ସମ୍ମାନ-୨୦୨୨” ସମ୍ପର୍କିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ୱାର୍ଲଡ ବୁକ ଅଫ୍ ରେକର୍ଡ , ଯୁନାଇଟେଡ଼…
ପାଇକମାଲ ଓ ବରତୁଣ୍ଡା ରେ ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ର ଅଧିକାଂଶ ଅଂଚଳ ଗନ୍ଧମାର୍ଦ୍ଦନ ପର୍ବତ ସହିତ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତ ନୂଆପଡା , ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ବ୍ୟାପି ରହିଛି , ଯାହାଫଳରେ ଗତ ଏକ ଦଶନ୍ଧି ରୁ ଉର୍ଦ୍ବ ସମୟ ହେବ ଏହି ଅଞ୍ଚଳରେ ମାଓବାଦୀ ମାନଙ୍କର ଗତିବିଧି ପରିଲକ୍ଷିତ ହେଉଛି…
ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପ୍ରକଳ୍ପର ମହୀପୁର-ନୂଆଗାଁ ମଧ୍ୟରେ ସୁରକ୍ଷା…
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ସର୍କଲ, କୋଲକାତାର ରେଳ ସୁରକ୍ଷା କମିଶନର (CRS) ଆଜି ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମହିପୁର ଏବଂ ନୁଆଗାଓଁ ଷ୍ଟେସନ ମଧ୍ୟରେ 13.050 କିଲୋମିଟର ଲମ୍ବା ରେଳ ଲାଇନ ଯାଞ୍ଚ କରିଛନ୍ତି।ବହୁ ପ୍ରତୀକ୍ଷିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି…