ନୂଆଗାଁ/ସୁବ୍ରତ ପରିଡା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ସେବା ସମବାୟ ସମିତି ରେ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଖାଲମଡା ଗ୍ରାମର ପ୍ରକାଶ ପ୍ରଧାନ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।ନିର୍ବାଚନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ସେବା ସମବାୟ ସମିତି ର ସମ୍ପାଦକ ଅମୟ ପ୍ରଧାନ ଙ୍କ ଉପସ୍ଥିତିରେ ସଭାପତି ଭାବେ ପ୍ରକାଶ ପ୍ରଧାନ ଙ୍କ ନାମ ଘୋଷଣା କରାଯାଇଥିଲା।ଏହା ପୂର୍ବରୁ ଖାଲମଡା ସେବା ସମବାୟ ସମିତି ରେ ପ୍ରତ୍ୟେକ ଜୋନ୍ ରେ ପ୍ରାର୍ଥୀ ମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.