Sign in
Sign in
Recover your password.
A password will be e-mailed to you.
ଭଦ୍ରକ ପୌରାଧ୍ୟକ୍ଷା ହେଲେ ସ୍ବାଧିନ ପ୍ରାର୍ଥୀନୀ ଗୁଲମୁକି
ଭଦ୍ରକ(ସୀତାକାନ୍ତ ପାଢ଼ୀ)- ସବୁ ହିସାବକୁ ଭୁଲ ପ୍ରମାଣିତ କରି ଭଦ୍ରକ ପୌରପରିଷଦର ଅଧ୍ୟକ୍ଷ ପଦ କହି କହି ହାତେଇ ନେଇଛନ୍ତି ସ୍ବାଧିନ ପାର୍ଥିନୀ ଗୁଲମୁକି ଦଲାଉଜି ହବିବ | ସମସ୍ତ ରାଜନୈତିକ ଦଳର ରାଜନୀତି ଓ ରଣନୀତିକୁ ଲାଗିଛି ଶକ୍ତ ଚଟକଣା | ଭଦ୍ରକ ପୌରପରିଷଦ ନିର୍ବାଚନ ପାଇଁ ଜେଉ ଭୋଟ…
ଦେବଗଡ ପୌର ପରିଷଦ : ପୌରାଧ୍ୟକ୍ଷା ହେଲେ ବିଜେଡିର ଶାନ୍ତି ମଞ୍ଜରୀ ଦେଇ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଚଳିତ ନିର୍ବାଚନ ରେ ଦେବଗଡ଼ ପୌର ପରିଷଦ ଆସନ ପାଇଁ ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି। ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦ ରେ ପୌରାଧକ୍ଷ ଆସନ ବିଜେଡି ହାତକୁ ଯାଇଥିବା ବେଳେ ୪ଟି କାଉନସିଲର ବିଜେଡ଼ି ହାତକୁ ଯାଇଛି। ୬ଟି ଆସନ ବିଜେପି ନେଇଥିବା ବେଳେ…
କଳ୍ପନା ମାଝୀ ବରଗଡ ମ୍ୟୁନିସିପାଲିଟିର ନୂତନ ଅଧ୍ୟକ୍ଷା
ବରଗଡ :- ବରଗଡ଼ ଜିଲ୍ଲା ବରଗଡ଼ ମ୍ୟୁନିସିପାଲିଟିର ନୂତନ ଅଧ୍ୟକ୍ଷା ଭାବରେ ବିଜୁ ଜନତା ଦଳର କଳ୍ପନା ମାଝୀ ନିଜର ନିକଟତମ ପ୍ରତିଦ୍ବନ୍ଦୀ ଅନୁରାଧା ଅଗ୍ରୱାଲ ଙ୍କର ଠାରୁ 6442 ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଛନ୍ତି । ଚଳିତ ଥର କୁ ମିଶାଇ ବରଗଡ଼ ବାସୀ ଚତୁର୍ଥ ଥର ପାଇଁ ବିଜେଡି କୁ…
ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା ନିର୍ବାଚିତ ହେଲେ ବିଜେପିର ମମତା ଜୈନ
ଟିଟିଲାଗଡ଼ (ଶାସକ ପ୍ରଶାସକ) : ଟିଟିଲାଗଡ଼ ମ୍ୟୁନିସିପାଲିଟିରେ ବିଜେପି ପ୍ରାର୍ଥିନୀ ମମତା ଜୈନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡ଼ି ମନ୍ତ୍ରୀଙ୍କ ବିଜେଡ଼ି ଗଡ଼ରେ ବିଜେପିର ବାଜିମାତ୍ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ବେଳେ ଅଧ୍ୟକ୍ଷା ଭାବେ ବିଜୟୀ ହୋଇଥିବା ମମତାଙ୍କ…
ବଲାଙ୍ଗିର ପୌର ପରିଷଦ ନିର୍ବାଚନରେ ବାଜି ମାରିନେଲା ବିଜେଡ଼ି
ଶ୍ରୀମତୀ ଲିକା ସାହୁ ପୌରାଧ୍ୟକ୍ଷା ପଦବୀରେ ବିଜୟୀ
ବିଜେଡ଼ି ୧୬, କଂଗ୍ରେସ ୪ ଓ ବିଜେପି ଗୋଟିଏ ୱାର୍ଡରେ ବିଜୟୀ
ବଲାଙ୍ଗୀର /ନିରୋଜ ମିଶ୍ର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଶେଷରେ ବଲାଙ୍ଗିର ପୌର ପରିଷଦରେ ବାଜି ମାରିନେଲା ବିଜେଡ଼ି । ବିଜେଡ଼ି ଅଧ୍ୟକ୍ଷା…
ବଡ଼ବିଲ : ବିଜେଡିର ବିପୁଳ ବିଜୟ, ବିଜେଡିର ଲକ୍ଷ୍ମଣ ମହାନ୍ତ ମ୍ୟୁନିସିପାଲିଟି ଅଧ୍ୟକ୍ଷ
ବଡ଼ବିଲ: ବଡ଼ବିଲ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଭାବେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଲକ୍ଷ୍ମଣ ମହାନ୍ତ | ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରାର୍ଥୀ ଦିଲୀପ ମିଶ୍ରଙ୍କୁ ୮୬୦୫ ଭୋଟରେ ହରାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାର ଗୌରବ ହାସଲ କରିଛନ୍ତି। ସେହିପରି ବଡ଼ବିଲ…
ରାୟଗଡ ମ୍ୟୁନିସିପାଲିଟି : ପୋଛିନେଲା ବିଜେଡି, ବିଜେଡିର ଶ୍ରୀ ପି. ମହେଶ ପଟ୍ଟନାୟକ ଅଧ୍ୟକ୍ଷ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ମ୍ୟୁନିସିପାଲିଟି ନିର୍ବାଚନରେ ପୋଛିନେଲା ବିଜେଡି । ବିଜେଡି ଆଗରେ ଅନ୍ୟସବୁ ଦଳ ଚିତପଟାଙ୍ଗ । ରାୟଗଡ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଭାବେ ବିଜେଡିର ପ୍ରାର୍ଥୀ ଶ୍ରୀ ପି. ମହେଶ ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପଦ୍ମନାଭ ଦାସଙ୍କ ଠାରୁ…
ବଡ଼ଚଣାର ଯୁବ ନେତା ଗଣେଶ୍ୱର ବରାଳ ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
ଯାଜପୁର ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ଗତ ୨୫,ତାରିଖ ଦିନ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ରେ ବଡ଼ଚଣା ୧୭ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ତଥା ବଡ଼ଚଣା ବିଜେଡି ଯୁବ ସଭାପତି ଶ୍ରୀଯୁକ୍ତ ଗଣେଶ୍ୱର ବରାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବେ ନିର୍ଦ୍ଵନ୍ଦରେ ନିର୍ବାଚିତ…
ପୌରାଧ୍ୟକ୍ଷ ଫଳାଫଳ: ଚିଲିକାର ଦୁଇଟି ଆସନ ହାତେଇଲା ବିଜୁ ଜନତା ଦଳ
ଚିଲିକା (ସେକ କୌଶର )ଆଜି ପୌରାଧ୍ୟକ୍ଷ ନିର୍ବାଚନ ପାଇଁ ସାରା ରାଜ୍ୟରେ ଭୋଟ ଗଣତି ଜାରି ରହିଛି। ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଭୋଟ ଗଣତି ଜାରି ରହିଥିବା ବେଳେ କିଛି ସ୍ଥାନରେ ଫଳାଫଳ ଘୋଷଣା ହୋଇଛି।ତେବେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ଏବଂ ବାଲୁଗାଁ…