Sign in
Sign in
Recover your password.
A password will be e-mailed to you.
ବିଜେପୁର ଏନ ଏ ସି ର ପ୍ରଥମ ଅଧ୍ୟକ୍ଷା ହେଲେ ସୀତା ବାରିକ, ପଦ୍ମପୁର ରୁ ଜିତିଲେ ସାବିତ୍ରୀ ବାଗ
ବରଗଡ :- ଆଜି ପୌର ନିର୍ବାଚନ ର ମତଗଣନା ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନବ ଗଠିତ ବିଜେପୁର ଏନ ଏ ସି ପାଇଁ ଗତ 24 ତାରିଖ ମତଦାନ ହୋଇଥିଲା । ଆଜି ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀ ଶ୍ରୀମତୀ ସୀତା ବାରିକ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି ର ପଦ୍ମାବତୀ ଦେହେରି…
ଜାତୀୟ ସେବା ଯୋଜନା ଓ ମୋ’ କଲେଜ ଅଭିଯାନ ଆନୁକୁଲ୍ୟରେ ମହିଳା କଲେଜରେ “ଗାନ୍ଧୀ ବିଚାର” ଶୀର୍ଷକ…
ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) :- ଜାତୀୟ ସେବା ଯୋଜନା ଓ ମୋ' କଲେଜ ଅଭିଯାନ ଆନୁକୁଲ୍ୟରେ "ଗାନ୍ଧୀ ବିଚାର ଶୀର୍ଷକ"ଏକ ଆଲୋଚନାଚକ୍ର ମାହାଙ୍ଗା ମହିଳା ମହାବିଦ୍ୟାଳୟ ରେ ଆଜି ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି…
ଅରୁଣାଞ୍ଚଳ ପ୍ରଦେଶ ପ୍ରଶାସନ ଗଜପତିର ୩ ଟି ଅନାଥ ଶିଶୁଙ୍କୁ ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କଲା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ଥାଉକି ଗଜପତି ଜିଲ୍ଲାର ଏକ ଦମ୍ପତି ଅରୁଣାଞ୍ଚଳ ପ୍ରଦେଶରେ ରହି ଶ୍ରମିକ କାର୍ଯ୍ୟ କରୁଥିଲେ ସେମାନଙ୍କ ସହ ତାଙ୍କର ୩ ଟି ଝିଅ ମଧ୍ୟ ରହୁଥିଲେ । ସେମାନଙ୍କର ବୟସ ଯଥା ୪ , ୬ ଏବଂ ୫ ବର୍ଷ । କୋଭିଡ୍-୧୯ ପୂର୍ବରୁ ଶିଶୁଙ୍କର ମାଁ ରାଇକା…
ଟ୍ରେନ ଧକ୍କାରେ ବାପ ଝିଅଙ୍କ ମୃତ୍ୟୁ
କଳୁଙ୍ଗା ରେଳ ଫାଟକ ନିକଟରେ ସ୍କୁଟି ରେ ପାର ହେଉଥିବା ବେଳେ ଟ୍ରେନ ମାଡିଗଲା।
ରାଉରକେଲା,(ବସନ୍ତ କୁମାର ଜେନା): ସାମାନ୍ୟ ଭୁଲ ଏବଂ ଅସାବଧାନତା ଯୋଗୁଁ ଅକାଳରେ ଚାଲିଗଲା ବାପ , ଝିଅ ଦୁଇଜଣଙ୍କ ଅମୂଲ୍ୟ ଜୀବନ। ଏହି ଘଟଣା ଘଟିଛି ରାଉରକେଲା ନିକଟ କଳୁଙ୍ଗା ରେଳ ଫାଟକ ନିକଟରେ। ଟ୍ରେନ…
ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ “ଷ୍ଟେମ୍ ମେଳା” ଅନୁଷ୍ଠିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟିକଙ୍କ ନିର୍ଦ୍ଦେଶ କ୍ରମେ "ଷ୍ଟେମ୍ ମେଳା" ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ବିଭାଗ (ଗଜପତି)…
ଅମାନିଆ ତେଲ ଦର, ବଢୁଛି ଲଗାତାର
ଆଜିବି ବଢ଼ିଲା ପେଟ୍ରୋଲ 87 ପଇସା ଏବଂ ଡିଜେଲ 86 ପଇସା
୧୦୫ ଡେଇଁଲା ପେଟ୍ରୋଲ, ଶହେ ମୁହାଁ ଡିଜେଲ
ଭୁବନେଶ୍ୱର : ଶନିବାର ଦିନ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା 105.22 ଟଙ୍କା ରେକର୍ଡ ହୋଇଥିବାବେଳେ…
ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ
କାଶୀପୁର / ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହି ଅଞ୍ଚଳରେ ସ୍ଥାନୀୟ କ୍ରୀଡା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ ରହିଛି। କ୍ରୀଡା ପ୍ରତି ସ୍ଥାନୀୟ ପ୍ରତିଭାଙ୍କୁ…
ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାଳୟରେ ୧୨ ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ କୋଭିଡ଼ ଟୀକାକରଣ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରର ଲାଲବାହାଦୁର ଶାସ୍ତ୍ରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପଦ୍ମପୁର ଡାକ୍ତରଖାନା ପକ୍ଷରୁ ୧୨ ବର୍ଷ ରୁ ୧୫ ବର୍ଷ ବୟସ୍କ ପିଲା ମାନଙ୍କୁ କୋଭିଡ଼ ଟିକାକରଣ କରାଯାଇଛି । ପ୍ରଥମ ଦିନରେ ୬୦ ଜଣ ପିଲାଙ୍କୁ ଟୀକାକରଣ କରାଯାଇଥିବା ଜଣାପଡିଛି । ଟିକାକରଣରେ…
“ପ୍ରତ୍ୟାଖ୍ୟାତ ହେବା ପରେ ମୁଣ୍ଡରୁ ଦୋଷ ଖସାଇବାକୁ ବିଜେପି କରୁଛି ଉଦ୍ୟମ”
ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି : ବିଜେଡି
ନିଜେ ହିଂସାର ତାଣ୍ଡବ ସୃଷ୍ଟି କରି ଏବେ ପାଲଟା ଅଭିଯୋଗରେ ବ୍ୟସ୍ତ ବିଜେପି
ଭୁବନେଶ୍ୱର,: ଆସନ୍ତାକାଲି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର…