ସମ୍ ଅଲ୍ଟିମେଟରେ ଅତ୍ୟାଧୁନିକ ଇୟୁଏସ୍ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଅଲ୍ଟ୍ରାସାଉଣ୍ଡ (ଇୟୁଏସ୍) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା ହୋଇଥିବା ତରଳ ପଦାର୍ଥ ବାହାର କରିପାରିଛନ୍ତି।ଏଭଳି…

ନିର୍ଦ୍ୱନ୍ଦରେ ସୁଜାତା ମହାନ୍ତି ହେଲେ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ଭାବେ ତିର୍ତ୍ତୋଲ ୨ ନମ୍ବର ଜୋନ ର ଜ଼ିଲ୍ଲାପରିଷଦ ସୁଜାତା ମହାନ୍ତି ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି l ଜଗତସିଂହପୁର ୨୬ ଟି ଜୋନ ରେ ବିଜୁ ଜନତା ଦଳର ୨୫ ଟି ଆସନରେ ପ୍ରାଥୀ ବିଜୟ ଲାଭ…

ପଦ୍ମପୁର ବ୍ଲକ ରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର/ ମାଧବ ବିଡ଼ିକା : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସଦଭାବନା ଗୃହ ଠାରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ପଦ୍ମପୁର ବ୍ଲକର ନୂତନ ଭାବରେ ନିର୍ବାଚିତ ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ |ବିଭିନ୍ନ ବିଭାଗର…

ଜିଲା ପରିଷଦ ଉପାଧ୍ୟକ୍ଷା ହେଲେ ମିଥିଳା

ବଲାଙ୍ଗୀର : ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚନରେ ମୁରିବାହାଲ ୨୭ ନମ୍ବର ଜିଲା ପରିଷଦ ଜୋନର ଜିଲା ପରିଷଦ ପ୍ରାର୍ଥିନୀ ମିଥିଳା ମାଝି ନିର୍ବାଚିତ ହୋଇଥିବା ଜଣାପଡିଛି । ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ଲାଗୁରୀଙ୍କ ପରିଚାଳନା କ୍ରମେ ଅନୁଷ୍ଠିତ ଉପାଧ୍ୟକ୍ଷା…

ଘୁ ଉଦୟଗିରି ପୌର ନର୍ବାଚନ ସରିଲା: ୨୬ରେ ପ୍ରାର୍ଥୀଙ୍କ ଭାଗ୍ୟ ଫଳ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ଘୁ ଉଦୟଗିରି ପୌର ନର୍ବାଚନ ସରିଲା । ନିର୍ବାଚନୀ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ନେତୃତ୍ଵରେ ସହରର ୧୩ ଗୋଟି ବୁଥ ମଧ୍ୟରେ ଭୋଟ ହୋଇଥିବା ବେଳେ ହାତିଶାଳ ସ୍କୁଲର ୯ ନମ୍ୱର୍ ଵୁଥକୁ ପିଙ୍କ୍ ବୁଥ କରାଯାଇଥିଲା I ଏହି ବୁଥ୍ ମଧ୍ୟରେ କେବଳ ମହିଳା କର୍ମଚାରୀ…

ଆଜିବି ମନେ ପଡନ୍ତି ବିଡ଼ିଓ ରୁନୁ ଲାକ୍ରା:ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

ବରଗଡ :- ବହୁତ କମ ଲୋକ ଅଛନ୍ତି, ଲୋକେ ଯାହାକୁ ମୃତ୍ୟୁ ର ପରେ ବି ଖୋଜନ୍ତି କିମ୍ବା ମନେ ପକାନ୍ତି । ନିଜ କର୍ମ ଓ ଲୋକପ୍ରିୟତା ପାଇଁ କିଛି ଲୋକ ସବୁଦିନ ପାଇଁ ସାଧାରଣ ଲୋକଙ୍କ ପାଇଁ ଅଭୁଲା ହୋଇ ଯାଆନ୍ତି । ଜଣେ ସରକାରୀ ଅଧିକାରୀ ଙ୍କୁ ତାଙ୍କର ମୃତ୍ୟୁ ପରେ ସାଧାରଣ ଲୋକ ମନେ ପକାଇବା ଏକ…

ଫାଲକନ ଫିଇଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା : ଜଣେ ମୃତ,ଜଣେ ଗୁରୁତ୍ୱର ।

ଖୋର୍ଦ୍ଧା (ସେକ କୌଶର ): ଟ୍ରକ କୁ ପିଟିଲା ଟ୍ରକ ଦୁଇ ଗୁରୁତ୍ୱର ଟାଙ୍ଗି ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଫାଲକନ ଫିଇଡ୍ସ ସମ୍ମୁଖରେ । ସୂଚନାଯୋଗ୍ୟ ଯେ ଫାଲକନ ଫିଇଡିସ୍ ସମ୍ମୁଖରେ ଠିଆ ହୋଇଥିବା ଏକ ଆଇରନ ବୋଝେଇ ଟ୍ରକ ପଛକୁ ଧକ୍କା ଦେଲା ଆଉ ଏକ ଅଣ୍ଡା…

ଟାଟା ଷ୍ଟିଲ ମାଇନିଂ ସଷ୍ଟେନେବିଲିଟି ପାଇଁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସମ୍ମାନିତ

ସୁକିନ୍ଦା: ସଷ୍ଟେନେବିଲିଟି ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍)କୁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି। ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ଏକ ବଡ଼ ସଫଳତା ଓ ପର୍ଯ୍ୟାବରଣ, ସାମାଜିକ ଓ କର୍ପୋରେଟ୍ ଶାସନ ନୀତିକୁ ପ୍ରୋତ୍ସାହିତ କରିବା ସହିତ…

ସରିଲା ପୌର ନିର୍ବାଚନ – ୨୦୨୨ : ଇ ଭି ଏମ୍ ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ : ୬୪.୧୪ % ମତଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ମତଦାନ ସରିଲା । ଇଭିଏମ୍ ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ।ପାରଳାଖେମୁଣ୍ଡି ପୌରପରିଷଦର ୧୬ ଗୋଟି ୱାର୍ଡ ପାଇଁ ୩୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପଣ୍ଡା ଙ୍କ ପରଲୋକ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପ୍ରମେୟ ର ବ୍ଲକ ପ୍ରତିନିଧି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡାଙ୍କ ପରଲୋକ ହୋଇ ଯାଇଛି ।ମୃତ୍ୟୁ ବେଳକୁ ୬୯ବୟସ ହୋଇଥିଲା। ବୁଧବାର ଦିନ ରାୟଗଡ଼ା ସ୍ଥିତ ଗୁରୁଗୁଡା ବାସଭବନ ଠାରେ ସକାଳ ୮ ଘଣ୍ଟା ସମୟରେ ଶେଷ ନିଶ୍ବାସ…