କେନ୍ଦ୍ର ସରକାରରଙ୍କ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ବାଣପୁର ବ୍ଲକ ସମୁଖରେ କଂଗ୍ରେସ ଦଳ ତରଫରୁ ଶାନ୍ତିପୂର୍ଣ ଗଣଧାରଣା

0

ଚିଲିକା (ସେକ କୌଶର )ଖୋର୍ଦ୍ଧା ଜିଲ୍ଲା ବାଣପୁର କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରରଙ୍କ ଅଗ୍ନିପଥ ଯୋଜନା ପ୍ରତିହାର ଦାବିରେ ବ୍ଲକ ସଂମୁହଁରେ ଶାନ୍ତିପୂର୍ଣ ଗଣ ଧାରଣା. ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଶହେରୁ ଉର୍ଦ୍ଧ କଂଗ୍ରେସ କର୍ମୀଙ୍କ ସହ ବ୍ଲକ ସମୂହରେ ଶାନ୍ତିପୂର୍ଣ ଭାବେ ଏହି ଲାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନ ଏ ସି ଦାୟିତ୍ୱରେ ଥିବା ସଭାପତି ସନ୍ତୋଷ କୁମାର ଷଡ଼ଙ୍ଗୀ. ବାଣପୁର ଏନ ଏ ସି ର ସଭାପତି ବିଜୟ କୁମାର ରଥ ଓ ଜିଲ୍ଲା ଓ ବ୍ଲକ ସ୍ତାରି ଅନାନ୍ୟା କର୍ମକର୍ତା ଉପସ୍ଥିତ ଥିଲେ

Leave A Reply

Your email address will not be published.