ପବିତ୍ର ଓଡ଼ିଶା ଦିବସ ପାଳନ ଅବସରରେ “ଗଜପତି ଜିଲ୍ଲା ଲେଖକ ଲେଖିକା ପରିଚୟ” ପୁସ୍ତକ ଲୋକାର୍ପଣ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୮୭ ତମ ଉତ୍କଳ ଦିବସ ପାଳନ ଉତ୍କଳ ସମ୍ମିଳନୀ ଗଜପତି ଶାଖା ତରଫରୁ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣରେ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ବିନୋଦ ଚନ୍ଦ୍ର…

କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା

ସୁଵର୍ଣପୁର(ପ୍ରକାଶ ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ବାଲେନପାଲି ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଜୁନିଅର ରେଡ଼ କ୍ରସ ଜିଲ୍ଲା ପ୍ରଶିକ୍ଷକ ହୃଷିକେଶ ଡଙ୍ଗ ମୁଖ୍ୟ ବକ୍ତା ଓ ପଣ୍ଡିକିଟାଲ ନାଇକେନପାଳି…

ଫେରିଲେ ନିକୁଞ୍ଜ ସୁନ୍ଦରାୟ : ହେଲେ ସାଧାରଣ ଉଦ୍ୟୋଗ ବିଭାଗ ଅତିରିକ୍ତ ମୁଖ୍ୟସଚିବ

ବୀର ବିକ୍ରମ ୟାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ/ଅନିମେଶ ପଟ୍ଟନାୟକ : କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ 1987 ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ଶ୍ରୀ ନିକୁଞ୍ଜ ସୁନ୍ଦରାୟ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ପାଇଛନ୍ତି । ସେହିପରି ଖାଦ୍ୟ ଓ…

ଝାରବନ୍ଧ ଥାନା ଅଞ୍ଚଳରେ ଚାଲିଛି ଗଣିତ ଖେଳ, ଝାରବନ୍ଧ ପୋଲିସ ଆଖି ଥାଇ ଅନ୍ଧ !

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ସିମାନ୍ତବର୍ତୀ ଅଞ୍ଚଳ ଝାରବନ୍ଧ ଥାନା ଅଞ୍ଚଳ । ଓଡ଼ିଆ ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଅବସ୍ଥିତ ଏହି ଝାରବନ୍ଧ ଅଞ୍ଚଳ । ଝାରବନ୍ଧ ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ଖବର ସାମନାକୁ ଆସିଛି ।…

ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ଓଏଲଆଇସି ଜାତୀୟସ୍ତରରେ ପୁରସ୍କୃତ

ପୁରସ୍କାର ଓ ଟ୍ରଫି ସହ ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓ.ଏଲ୍.ଆଇ.ସି. ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ, ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଓ ନିଗମର ଅନ୍ୟ ପଦାଧିକାରୀ ଭୁବନେଶ୍ୱର- ଓଡିଶା ଜଳ ସଂପଦ ବିଭାଗ ଅନ୍ତର୍ଗତ ଓଡିଶା…

ଜିଲ୍ଲା ପୋଲିସ ପକ୍ଷରୁ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଯୋଗଦେଇ ପୋଲିସ ପତାକା ଉତ୍ତୋଳନ କରିବା…

ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ, ଆବାଳ ବୃଦ୍ଧ ବନିତା ଗାଇଲେ ଉତ୍କଳ ଜନନୀ ସଙ୍ଗୀତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଏପ୍ରିଲ ୧ଉତ୍କଳ ଦିବସ। ଦେବଗଡ଼ ଜିଲ୍ଲାର ସଦର ମହକୁମାଠାରେ ଉତ୍କଳ ଦିବସ ପାଳନ ଉପଲକ୍ଷେ ଆଜାଦି କା ମହୋତ୍ସବ ଉତ୍ସବ ପାଳନ ହୋଇଯାଉଛି। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ ଓ…

ଦୁବାଇରେ ଫସିଥିବା ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୂବାଇରେ ଫସିଥିବା ଓଡିଆ ଯୁବକ ଧୃବଚରଣ ମାର୍ଥଙ୍କୁ ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ନୟାଗଡ ଜିଲ୍ଲା…

ବିଜେପିର କିଛି ଟ୍ରୋଲ ଗ୍ରୁପ ମତେ ବଦନାମ କରୁଛି: ପିନାକୀ

"ମୁଁ ମିଛ କହୁଥିବା ପ୍ରମାଣ କରିଦେଲେ  ମୁଁ ସଦସ୍ୟତାରୁ ଇସ୍ତଫା ଦେବି" ପୁରୀ/ଅନିମେଶ ପଟ୍ଟନାୟକ : ପ୍ରବଳ ମାତ୍ରାରେ ସମାଲୋଚନା ପରେ ମୁହଁ ଖୋଲିଲେ ପୁରୀ ସାଂସଦ ପିନାକୀ ମିଶ୍ର । ମୁଁ ସଂସଦରେ କୌଣସି ମିଛ ବିବୃତ୍ତି ରଖିନାହିଁ । ଦସ୍ତାବିଜ ଯାହା ଅଛି ମୁଁ ସେଇକଥା କହିଛି । ବିଜେପିର କିଛି…

ଆଦିବାସୀ ଲୋକନୃତ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଉତ୍କଳ ଆଲୁମିନା ପକ୍ଷରୁ “ଆମ ନୃତ୍ୟ ଆମ ସଂସ୍କୃତି-୨୦୨୨” ଆୟୋଜିତ

ଟିକିରି/ଭୁବନେଶ୍ୱର/ବୈକୁଣ୍ଠ ଦୁରିଆ: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ସହଯୋଗୀ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଲୋକନୃତ୍ୟ ‘ଢିମ୍‍ସା’ର ସଂରକ୍ଷଣ ଏବଂ ଏହାର ପ୍ରୋତ୍ସାହନ ପାଇଁ ପ୍ରତିବଦ୍ଧ ରହିଛି । କମ୍ପାନୀ ଗତ ୮ ବର୍ଷ ଧରି…