କୃପାଳୁ ସଂକୀର୍ତ୍ତନ ଗ୍ରୁଫ ଦ୍ୱାରା ଆୟୋଜିତ ଆଭାସୀ ବାଳ ସତସଙ୍ଗରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୃପାଳୁ ସଂକୀର୍ତ୍ତନ ଗ୍ରୁଫ ଦ୍ୱାରା ଆୟୋଜିତ ଆଭାସୀ ବାଳ ସତସଙ୍ଗରେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁମାନେ ଯୋଗଦେଇ ସାଧନା କରିଥିଲେ। ଏଥିରେ ଅରୁଣା ଦିଦିଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।
ପ୍ରଥମେ ଜଗତଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଆରତୀ ପରେ ବାଳ ସାଧନା କାର୍ଯ୍ୟକ୍ରମ ସହ ଗୁରୁ ପୂର୍ଣ୍ଣିମା ବିଷୟରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.