ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ।

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର NAC ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି, ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ…

ବିଲରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ କ୍ଷତାକ୍ତ ମୃତଦେହ

ଭଦ୍ରକ (ସୀତାକାନ୍ତ ପାଢ଼ୀ)/ ସିମୁଳିଆ (ଅକ୍ଷୟ କୁମାର ଜେନା): ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ହତ୍ୟା । ବିଲରୁ ମିଳିଲା କ୍ଷତାକ୍ତ ମୃତଦେହ । ଏହାସହିତ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ନିକଟସ୍ଥ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସିମୁଳିଆ ଥାନା…

ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା ନିଆରା “ପଖାଳ ଉତ୍ସବ”

ଭୁବନେଶ୍ୱର : ଓଡିଶାର ପାରମ୍ପରିକ ଖାଦ୍ୟ ତଥା ଓଡ଼ିଆଙ୍କ ପ୍ରାଣ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଠାରେ ଏପ୍ରିଲ୍ ୧ ତାରିଖ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି । ୬ ଦିନ ବ୍ୟାପି ଚାଲିବାକୁ ଥିବା ଏହି…

ଜବାହର ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ “ପରୀକ୍ଷା ପେ ଚର୍ଚ୍ଚା ” କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/7KipJyGKdW0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବେତାଗୁଡ଼ା ସ୍ଥିତ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଅଧିନସ୍ଥ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ "ପରୀକ୍ଷା ପେ…

ଜିଲ୍ଲାସ୍ତରୀୟ ୮୭ ତମ ଉତ୍କଳ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/1LXjhU_NTXk ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୮୭ ତମ ଉତ୍କଳ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ଓ ସତ୍ୟସାଇ…

ଜିଲ୍ଲାସ୍ତରୀୟ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ-୨୦୨୨

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ଜିଲ୍ଲା ସଂରକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ପଡିଆ ଠାରେ ଜିଲ୍ଲାସ୍ତରୀୟ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ-୨୦୨୨ ପାଳିତ ହୋଇଯାଇଛି। ଏହି…

ଉତ୍କଳ ଦିବସ ରେ ବିଜେଡ଼ି କାଉନସିଲରଙ୍କୁ ଉପେକ୍ଷା ଅଭିଯୋଗ।

ଜୁନାଗଡ(ଶାସକ ପ୍ରଶାସକ ): ବିଜ୍ଞାପିତ ଅଞ୍ଚଳ ପରିଷଦରେ ନବ ନିର୍ବାଚିତ ଅଧ୍ୟକ୍ଷ ଏବ୍ଂ କାଉନସିଲର ଅଫିସ କାର୍ଯ୍ୟରେ ଯୋଗ ଦେଇଛନ୍ତି l ଏନ୍ଏସି ପକ୍ଷରୁ ସ୍ଥାନୀୟ ଉତ୍କଳ ଦିବସ ପାଳନରେ ସମସ୍ତ ବିଜେଡି ପାରିଷଦଙ୍କୁ କୋଣସି ସୂଚନା ନ ଦେଇ ଉପେକ୍ଷା କରାଯାଇଥିବା ରୁ ସେମାନେ ଏକ ସାମ୍ବାଦିକ…

ଲାଠିକଟା ଶିଶୁ ମନ୍ଦିରରେ ଉତ୍କଳ ଦିବସ

ସୁନ୍ଦରଗଡ଼ - ଲାଠିକଟା ଏସବିଆଇ କଲୋନୀ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଆଜି ଧୁମଧାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି | ସର୍ବପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫୋଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପ ଅର୍ପଣ ପୂର୍ବକ ପୂଜାର୍ଚନା ପରେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା…

ଜଗତସିଂପୁର ଠାରେ ୮୬ ତମ ଜିଲ୍ଲାସ୍ତରୀୟ ଓଡିଶା ଦିଵସ ପାଳିତ

ଜଗତସିଂହପୁର// ସୁମନ୍ତ କୁମାର ଦାସ: ଆଜି ସଂଧ୍ୟାରେ ଆଦି କବି ଶାରଳା ଦାସ ସଂସ୍କୃତି ଭବନ ଠାରେ ୮୨ ତମ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିଵସ-୨୦୨୨ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଦିଵସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ୧୯୩୬ ମସିହା…

ଆହାର କେନ୍ଦ୍ର : ପୁରିଲା ସାତ ବର୍ଷ!

ଉମରକୋଟ (ଜିତେନ୍ଦ୍ର ମହାନ୍ତି), ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିସର ରେ ଥିବା ଆହାର କେନ୍ଦ୍ର ଠାରେ ଆଜି ଉତ୍କଳ ଦିବସ ଅବସରରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଆରମ୍ଭ କରିଥିବା ଆହାର କେନ୍ଦ୍ର ର ସପ୍ତମ ବାର୍ଷିକୀ ଅବସର…