ବଡ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ନ୍ୟାୟ ଦାବି : ସିମୁଳିଆ ସାମ୍ବାଦିକମାନଂକ ତରଫରୁ ରାଜ୍ୟପାଳଙ୍କୁ ଦାବୀପତ୍ର।

0

ସିମୁଳିଆ ( ଅକ୍ଷୟ କୁମାର ଜେନା) ଦିନକୁ ଦିନ ସାମ୍ବାଦିକ ମାନଂକ ଅଵସ୍ଥା ଦୁର୍ବିସହ ହେବାକୁ ବସିଲାଣି। କଲମ ମୁନ କୁ ନିଜ ଅକ୍ତିଆର କୁ ନେବା ସହ ଶାଣିତ ଭାଷା କୁ କିଛି ମୁଷ୍ଟିମେୟ କଣ୍ଠ ରୋଧ କରି ବାରେ ଲାଗି ପଡିଛନ୍ତି। ଯିଏ ନିର୍ଭୁଲ ତଥ୍ୟ ଦେଲା ସେ ମଲା। ବଡ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ତଥା ଜଣେ ବରିଷ୍ଠ ସାମ୍ବାଦିକ ଙ୍କୁ eow ଯେମିତି ହାର୍ଡ କୋର କ୍ରିମିନାଲ ଭାବେ ଆରେଷ୍ଟ କରିବା। ପାଟି କୁ ମୁଠେଇ କହିବାର ସୁଯୋଗ ନ ଦେବା ଏହା ସବୁଠୁଁ ନିନ୍ଦନୀୟ। ଏହାକୁ ବିରୋଧ କରି ସିମୁଳିଆ ବ୍ଲକର ସାମ୍ବାଦିକ ଭାଈ ମାନେ ମହାମହିମ ରାଜ୍ୟ ପାଳ ଙ୍କୁ ସିମୁଳିଆ ତହସିଲ ର ଅତିରିକ୍ତ ତହସିଲ ଦାର୍ ଙ୍କ ମାଧ୍ୟମ ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଜଡ଼ି ତୁରନ୍ତ ନ୍ୟାୟ ନ ମିଳେ ଆଗାମୀ ଦିନ ରେ ଏହା ତୀବ୍ର ଆନ୍ଦୋଳନ ରେ ରୂପ ନେବ ବୋଲି ସାମ୍ବାଦିକ ସଂଘ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.