Sign in
Sign in
Recover your password.
A password will be e-mailed to you.
ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ରାସ୍ତା ଓ କୋଠାବାଡ଼ି ବିଭାଗ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ରାସ୍ତା ଓ କୋଠାବାଡି ବିଭାଗ ଅଧୀନରେ ହେଉଥିବା ରାସ୍ତା କାର୍ଯ୍ୟ ରେ ବିଭାଗୀୟ ଅଧିକାରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନରହିବା ଆଶ୍ଚର୍ଯ୍ୟ ର ବିଷୟ | ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ରାସ୍ତା ଓ କୋଠାବାଡି ବିଭାଗ ମଣିଜଙ୍ଗା ସବଡ଼ିଭିଜନ ଅଧୀନ…
ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ, ଚିନ୍ତାରେ ଗ୍ରାମବାସୀ
ଜୁନାଗଡ/ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମ ର ଚିଲି ଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୭୨ ଜଣ ଛାତ୍ରଛାତ୍ରୀ ପାଠ ପଢି ଥାନ୍ତି ।ମାତ୍ର ଏହି ବିଦ୍ୟାଳୟ ରେ 4 ଜଣ ଶିକ୍ଷକ ଏବ୍ଂ 4 ଟି ଶ୍ରେଣୀ ଗୃହ…
“ଆକାଂକ୍ଷା” ମହିଳା ସଂଗଠନ ତରଫରୁ ଉତ୍କଳ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଆକାଂକ୍ଷା ମହିଳା ସଂଗଠନର କର୍ମକର୍ତ୍ତା ମାନେ ଗାନ୍ଧୀ ଛକ ଠାରେ ଥିବା ଗଜପତି ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ…
ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ବୁଲିଲା ସଚେତନତା ରଥ
ଭଞ୍ଜନଗର/ ନିଲୁ ବିଷୋୟୀ :ଭଞ୍ଜନଗର ବ୍ଳକ ଶିକ୍ଷା ଅଧିକାରୀ ଙ୍କ ଅଫିସ ତରଫରୁ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଳୋଗାନ ଦେଇ ଏକ ସଚେତନତା ରଥ ବ୍ଳକର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା | ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବି.ଇ.ଓ ଏସ୍ ଧନଞ୍ଜୟ ପତାକା ଦେଖାଇ…
ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ନିମିତ୍ତ ପ୍ରସ୍ତୁତି ବୈଠକ
ଭଞ୍ଜନଗର/ ନିଲୁ ବିଷୋୟୀ : ଭଞ୍ଜନଗର ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ନିମିତ୍ତ ପ୍ରସ୍ତୁତି ବୈଠକ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବି.ଇ.ଓ ଏସ୍ ଧନଞ୍ଜୟ ଅଧ୍ୟକ୍ଷତା କରିଥିବା ବେଳେ ଏ.ବି.ଇ.ଓ ସୂର୍ଯ୍ୟ ନାୟକ, ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ…
ଶ୍ରୀକୃଷ୍ଣ ଏକାଡେମି ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ
ଜଗତସିଂପୁର /ସୁମନ୍ତ କୁମାର ଦାସ:ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମି ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଵିଭାଗ ଆନୁକୁଲ୍ୟରେ ଜଗତସିଂପୁର ବ୍ଲକ୍ ଏବଂ ଜଗତସିଂପୁର ପୋୖରାଞ୍ଚଳ ନିମନ୍ତେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜଗତସିଂପୁର ପଞ୍ଚାୟତ ସମିତି…
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ
https://youtu.be/YiVYKJ31n5U
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ରଙ୍ଗମଞ୍ଚ ଠାରେ ଉତ୍କଳ ଦିବସ ଉପଲକ୍ଷେ ଏକ ଦେଶାତ୍ମକବୋଧ ସଙ୍ଗୀତ କାର୍ଯ୍ୟକ୍ରମ "ବନ୍ଦେ ଉତ୍କଳ ଜନନୀ" ଅନୁଷ୍ଠିତ…
ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳ କଷ୍ଟ ନିବାରଣ ଲାଗି ଏକ ଦିବସିୟ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭା ଗୃହରେ ଗ୍ରୀଷ୍ମ ଋତୁ-୨୦୨୨ ର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ତାଲିମ ଏବଂ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ”ଉତ୍ତାପ…
କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ଦୋକାନ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବହୁଚାରା ମାତା କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ଦୋକାନ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ,…
ଶିଶୁଙ୍କୁ ଶିକ୍ଷlକୁ ପ୍ରାଧାନ୍ୟ ଓ ଦେୟମୁକ୍ତ ଶିକ୍ଷା କେନ୍ଦ୍ରର ଶୁଭଆରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ଦିବସ ଅବସରେ ଆକ୍ସନଏଡ଼ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରାୟଗଡ ବ୍ଲକର ଦୁଇଗୋଟି ଶିଶୁ ମିତ୍ର ପଞ୍ଚାୟତ ନାରୟଣପୁର ଓ ଜିରାଙ୍ଗର ଚାରିଗୋଟି ଗ୍ରାମରେ ଶିଶୁଙ୍କର ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଦେୟମୁକ୍ତ ଶିକ୍ଷା କେନ୍ଦ୍ରର ଶୁଭଆରମ୍ଭ…