ମୁମ୍ବାଇ :କର୍ଣ୍ଣାଟକର ସିନି ସେଟ୍ଟୀ ୨୦୨୨ ପାଇଁ ମିସ ଇଣ୍ଡିଆ ୱାର୍ଲଡ ଭାବେ ବିବେଚିତ ହୋଇଛନ୍ତି | ରାଜସ୍ଥାନର ରୁବଲ ଶେଖାୱତ୍ ପ୍ରଥମ ରନର୍ସ ଅପ ହୋଇଥିବା ବେଲେ ଉତ୍ତରପ୍ରଦେଶର ସୀନତା ଚୌହାନ ଦ୍ଵିତୀୟ ରନର୍ସ ଅପ ହୋଇଛନ୍ତି 21 ବର୍ଷୀୟା ସିନି ସେଟ୍ଟୀ ମିସ ୱାର୍ଲଡ ପାଜେଣ୍ଟରେ ଭାରତର ପ୍ରତିନିଧିତ୍ବ କରିବେ |
Sign in
Sign in
Recover your password.
A password will be e-mailed to you.
Next Post