ଇଡିଆଇଆଇ, ଅହମ୍ମଦାବାଦ୍ ସହଯୋଗରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ମେଗା ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଏଟଂର୍‌ପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ସହଯୋଗରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଦୁଇ ଦିନିଆ ଏମ୍‌ଏସ୍‌ଏମ୍‌ଇ ପ୍ରତିଦ୍ୱନ୍ଦ୍ୱିତା ଓ ଅଭିବୃଦ୍ଧି ସମ୍ପର୍କିତ ମେଗା…

ରାମବିକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୦ ଦଶମ ବ୍ୟାଚ୍ ର ବନ୍ଧୁମିଳନ

ହାଟଡିହି(ମକରଧ୍ବଜ ଯେନା) କେଉଁଝର ଜିଲ୍ଲା ହାଟଡିହି ବ୍ଲକ ସଡଙ୍ଗ ରାମବିକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୯୦ ମ୍ୟାଟ୍ରିକ୍ ବ୍ୟାଚ୍ ର ଛାତ୍ର ଓ ଛାତ୍ରୀ ଙ୍କ ମିଳିତ ଉଦ୍ୟମ ରେ ହାବଳେଶ୍ବର ,ଭୁଇଁପୁର,ମାମଙ୍ଗଳା ପୀଠ ଠାରେ ଏକ ବନ୍ଧୁମିଳନ କାଯ୍ର୍ୟକ୍ରମ ପାଳିତ ହୋଇଯାଇଅଛି। ଏହି ବନ୍ଧୁମିଳନ…

ରଥ କାଠ ଅନୁକୂଳ ପାଇଁ ରଣପୁର ବନବିଭାଗକୁ ଶ୍ରୀ ମନ୍ଦିର ପ୍ରଶାସନର ନିମନ୍ତ୍ରଣ

ରଣପୁର (ପ୍ରସନ୍ନ ସାମନ୍ତରାୟ): ସୋମବାର ସକାଳ ୮ ଘଟିକା ସମୟରେ ମହାପ୍ରଭୁଙ୍କ ମଂଗଳ ଆଳତି, ଅବକାଶ , ସୂର୍ଯ୍ୟ ପୂଜା , ଦ୍ୱାରପାଳ ପୂଜା, ବଲ୍ଲଭ ନୀତି ସମାପନ ଓ ଆଜ୍ଞାମାଳ ବିଜେ ପରେ ପରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ବାଦ୍ୟ ଶୋଭାଯାତ୍ରାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ,ରଣପୁର…

ଯବାନଙ୍କୁ ବିପୁଳ ସମ୍ବର୍ଦ୍ଧନା ।

ଜୁନାଗଡ଼(ଆଦିତ୍ୟ ମହାନ୍ତି ) ଜୁନାଗଡ଼ ସହରରେ ଯବାନଙ୍କୁ ବିପୁଳ ଅବସରକାଳୀନ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ପଞ୍ଜାବ ପଟିୟାଲା ଠାରେ ରେଜିମେଣ୍ଟ ରୁ ଜୁନାଗଡ଼ ସହରର ରଶ୍ମିରଞ୍ଜନ ନାଏକ ନିଜ କାର୍ଯ୍ୟରୁ ଅବସର ନେଇ ନିଜ ଜନ୍ମମାଟି ଜୁନାଗଡ଼କୁ ଫେରିଛନ୍ତି। ସେ ସହରରେ ପହଂଚିବା ପରେ…

ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଜୁନାଗଡ଼(ଆଦିତ୍ୟ ମହାନ୍ତି): ଜୁନାଗଡ ସହର ର ହୀରା ସାଗର ପଡା ର ଜଣେ ଯୁବକ ନିକଟସ୍ତ ହାତୀ ନଦୀର ଦେମୁହାନ୍ ଠାରେ ଆତ୍ମହତ୍ୟା କରିଥିବା ଜଣା ପଡିଛି l ସୂଚନା ରୁ ପ୍ରକାଶ ଯେ ହୀରା ସାଗର ପଡା ର ଜନ୍ମେ ଚଲାନ( ୫୦)ଦେ ମୁହାଣ ଠାରେ ଆତ୍ମା ହତ୍ୟା କରିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ l…

ଓଡିଶା କଂଗ୍ରେସରେ ଉପରୁ ତଳ ଯାଏ ପରିବର୍ତ୍ତନ ଦରକାର: ସୁର ରାଉତରାୟ

ଭୁବନେଶ୍ୱର : ଓଡିଶା କଂଗ୍ରେସରେ ପରିବର୍ତ୍ତନ ଦରକାର ଓ ନେତାଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । ଶ୍ରୀ ରାଉତରାୟ କହିଛନ୍ତି ଯେ, ଓଡିଶା କଂଗ୍ରେସରେ ଉପରୁ ତଳ ଯାଏ ପରିବର୍ତ୍ତନ ଦରକାର । ଯୁବ ସମାଜକୁ ଦାୟିତ୍ୱ…

କାଳବୈଶାଖିର ତାଣ୍ଡବ ରେ ଉଡିଲା ୨ ପରିବାରର ଛପର ଘର।

କଲ୍ୟାଣସିଂହପୁର//ପ୍ରଦୀପ ଦଲାଇ//ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ର ମୋନେଇଗୁଡା ଗ୍ରାମ ନିକଟରେ ଥିବା ପଦର ସାଇ ରେ କାଳବୈଶାଖିର ତାଣ୍ଡବ ରେ ୨ ପରିବାର ଙ୍କ ଘରର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛି ।ପଦରସାଇ ର ମଧୁ ସୁଦନ ନାଗ ଓ ସୁଖ ବଡ଼ ନାୟକଙ୍କ ଘରଗତକାଲି…

ଗର୍ଭବତୀ ଓ ପ୍ରସୂତି ମାଆଙ୍କ ନିମନ୍ତେ ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ଗୋଷାଣୀ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ସାହାୟତାରେ ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି…

ଶ୍ରୀକୃଷ୍ଣ ଏକାଡେମୀ ପୁରାତନ ଛାତ୍ର ସଂସଦର ବୈଠକ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଶ୍ରୀକୃଷ୍ଣ ଏକାଡେମୀ ପୁରାତନ ଛାତ୍ର ସଂସଦର ବୈଠକ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତିତ୍ବ କରିଥିଲେ ପୁରାତନ ଛାତ୍ର ସଂସଦର ସଭାପତି ତଥା ନାଇଜରର କୁଳସଚିବ ଡ଼ ଅଭୟ କୁମାର ନାୟକ। ଏହି ସଭାରେ ବିଦ୍ଯାଳୟର ପୁରାତନ ଛାତ୍ରମାନକୁଂ…

ବ୍ଲକ ଅଧ୍ୟକ୍ଷା-ଉପାଧ୍ୟକ୍ଷ-ଏବଂ ସରପଂଚଙ୍କୁ କୋଲଣପୁର ଗ୍ରାମପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

କୋଲଣପୁର ପଂଚାୟତର ବିକାଶରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅବଦାନ ଅତୁଳନୀୟ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଉତ୍ସବ କୁଳିଆ ବଜାରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ…