ଖଇରା (ବୁଲୁ ଲେଙ୍କା ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସମ୍ମୁଖରେ ଓଡିଶା ରିଟେଲର ମହାସଙ୍ଗ ଖଇରା ଶାଖାର ସଭାପତି ଗୟାଧର ସିଂଙ୍କ ନେତୃତ୍ୱରେ ସଂଘର ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ବିକ୍ଷୋଭ କରିବା ସହିତ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ବଣ୍ଟନ ବାବଦୀୟ ପାରିଶ୍ରମିକ ଅର୍ଥ ପ୍ରଦାନ,ଇ ପୋଷ ମେସିନର ବ୍ୟବହାରିକ ଖର୍ଚ୍ଚ ବାବଦୀୟ ବକେୟା ବର୍ଷ ଗୁଡିକର ଅର୍ଥ ପ୍ରଦାନ,କରୋନା ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନର ପାରିଶ୍ରମିକ ଅର୍ଥ ପ୍ରଦାନ ସମେତ ୮ଟି ଦାବିନେଇ ସର୍ବଭାରତୀୟ ଡିଲରସ୍ ଫେଡ଼ରେସନର ନିଷ୍ପତି କ୍ରମେ ଓଡିଶା ରିଟେଲର ମହାସଙ୍ଘ ଖଇରା ସଖା ତରଫରୁ ପ୍ଲାଗ କାର୍ଡ ଧରି ଖଇରା ବାଜର ପରିକ୍ରମା ସହିତ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ।ପରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post