Sign in
Sign in
Recover your password.
A password will be e-mailed to you.
ମାରୱାଡି ଯୁବା ମଞ୍ଚ ପକ୍ଷରୁ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ୨୩ରୁ
ସୁବର୍ଣ୍ଣପୁର-(ପ୍ରକାଶ ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଆସନ୍ତା ଏପ୍ରିଲ ୨୩,୨୪ ଓ ୨୫ତାରିଖରେ ଏକ ନିଶୁଳ୍କ କୃତ୍ରୀମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ କରିବା ପାଇଁ ଆଜି ଯୁବା ମଞ୍ଚ ପକ୍ଷରୁ ଏକ ପ୍ରେସମିଟ ଦେଇଛନ୍ତି । ସର୍ବଭାରତୀୟ ମାରୱାଡି…
ସହଲାରେ ଦୁର୍ଗା କୋଠି ପ୍ରତିଷ୍ଠା
ସୁବର୍ଣ୍ଣପୁର(ପ୍ରକାଶ ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମରେ ଆଜି ଦୁର୍ଗା କୋଠି ର୍ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସହଲା ଗ୍ରାମର ମାଉସୀ ମନ୍ଦିର ପାଖରେ ଥିବା ଦୁର୍ଗା କୋଠିକୁ ନୂତନ ଭାବେ ନିର୍ମାଣ କରି ନିୟମ ନୀତି ଅନୁଯାୟୀ ପୁଜା ବିଧି କରି ପ୍ରତିଷ୍ଠା…
କଡା ସୁରକ୍ଷା ମଧ୍ୟରେ ଡମଝର ଗ୍ରାମ ପଞ୍ଚାୟତର ନାଏକ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ
ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ବହୁଚର୍ଚ୍ଚିତ ଡମଝର ଗ୍ରାମପଞ୍ଚାୟତ ରେ ଆଜି ନାଏକ ସରପଞ୍ଚ ନିର୍ବାଚନ ହୋଇଯାଇଛି । ପୂର୍ବରୁ ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଲ ହାଇଥିଲା ଓ ନିର୍ବାଚନ କୁ ସେହିଦିନ ଜିଲ୍ଲା ପ୍ରଶାସନ ବାତିଲ କରିଥିଲେ…
ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ଏକାଦଶ ମହାସଭା ଅନୁଷ୍ଠିତ
ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କାସିପଲା ଗ୍ରାମ ଠାରେ ରବିବାର ଖଡିଆଳ ପାଟଣା କ୍ଷତ୍ରିୟ ସମାଜ ର ଏକାଦଶା ମହାସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଖଡିଆଳ ପାଟଣା କ୍ଷତ୍ରିୟ ସମାଜ ର କୁଳପତି ବିଜୟ ପ୍ରତାପ ସିଂ ମହାରଥା ଅଧ୍ୟକ୍ଷତା କରିଥିବା ବେଳେ ଉପକୂଳପତି…
ପାତାଳ ଗଙ୍ଗା ରେ ବୈଶାଖ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ବୈଠକ
ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାତାଲଗଙ୍ଗା ସ୍ଥିତ ରାଧା କୃଷ୍ଣ ମନ୍ଦୀର ପ୍ରାଙ୍ଗଣରେ ବୈଶାଖ ପୂର୍ଣିମା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠଖ ଅନୁ୍ଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯାଦବ ସଭା ମହାସଚିବ ଲମ୍ବୋଦର ନିଆଲ, ମୁଖ୍ୟବକ୍ତା…
ଶ୍ରୀମନ୍ଦିର ରୋଷ ଘରେ ୩୦ରୁ ଅଧିକା ଚୂଲି ଭାଙ୍ଗିଲା ଦୁର୍ବୁତ୍ତ
ପୁରୀ(ଅନିମେଶ ପଟ୍ଟନାୟକ): କେହି ଦୁର୍ବୁତ୍ତ ଶ୍ରୀମନ୍ଦିର ରୋଷ ଶାଳାରେ ୩୦ରୁ ଅଧିକ ଚୂଲି ଭାଙ୍ଗି ଦେଇଥିବା ସୂଚନା ରହିଛି । ରୋଷ ଘର ଚୁଲି ଭାଙ୍ଗିବା କଥାକୁ ସ୍ବୀକାର କରିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା । ଘଟଣାଟି କାଲି ରାତିରେ ଘଟିଥିବା ପ୍ରାଥମିକ…
ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ରେ ୧୨ ଆହତ
ରାଉରକେଲା(ବସନ୍ତ କୁମାର ଜେନା); ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ଦିନ ଦୁର୍ଘଟଣା ଘଟି ଅନ୍ୟୁନ ୧୨ ଜଣ ଆହତ ହୋଇଛନ୍ତି। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ଫାଣ୍ଡି ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ଏକ ଘରୋଇ ବସ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିଲେ।ପ୍ରଥମେ ବସ ଏକ ଇଟା…
ମୁନିସିପାଲିଟି ରାସ୍ତା ଉପରକୁ ମାଡ଼ି ଆସି ଗୃହ ନିର୍ମାଣ ।
କେନ୍ଦୁଝରଗଡ଼ (ସିଦ୍ଧେଶ୍ୱର ସାହୁ): କେନ୍ଦୁଝର ସହର ମଧ୍ୟରେ ଜବରଦଖଲ ଏକ ସାଧାରଣ କଥା ହେଲାଣି । ନଗରପାଳିକାର ୱାର୍ଡ ନଂ ୬ ର ବିଭିନ୍ନ ସାହି ବସ୍ତି ରାସ୍ତା କଡେ ଏବେ ବାଲି ସିମେଣ୍ଟ ଗେଟି ପଥର ଜମା ହେଉ ଥିବାରୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି ଲୋକେ ପଡି ଆହତ ହେଉଛନ୍ତି । ଏଥି ସହ…
ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେପିରୁ ବିଦା
ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କେଉଁଝର ଜିଲ୍ଲା ଯୋଡା ନଗର ମଣ୍ଡଳର ଶ୍ରୀ ରଣଜିତ୍ ମହାକୁଡଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର…
ଶ୍ୟାମ୍ ଷ୍ଟିଲ ପକ୍ଷରୁ ନିଜର ନୂଆ ପ୍ରଚାର ଅଭିଯାନ ‘ଅପ୍ନା ଘର୍’ ଆରମ୍ଭ
ଏହି ପ୍ରଚାର ଅଭିଯାନରେ ଅଲିମ୍ପିକ ପଦକ ବିଜେତା ଲଭଲିନା ବୋର୍ଗୋହେନ୍ ଏବଂ ମନପ୍ରୀତ୍ ସିଂଙ୍କ ସହିତ ଭୋଜପୁରୀ ଅଭିନେତା ପୱନ ସିଂହ ଓ ହର୍ଷିକା ପୁନାଚାଙ୍କୁ ଦେଖିବାକୁ ମିଳିବ
ଶ୍ୟାମ୍ ଷ୍ଟିଲ ଅପ୍ନା ଘର୍ ଆପ୍ ଇସ୍ପାତ ଓ ବିନିର୍ମାଣ ଶିଳ୍ପରେ ଏକ ସଫଳତା, ଡିଜିଟାଲ ବିଶ୍ୱକୁ…