ପାର୍ଥିବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର- ଭଦ୍ରକ ଜିଲ୍ଲାର ଦୋଳପାଦି ଗ୍ରାମର ୩୪ ବର୍ଷିୟ ବେଣୁଧର ନାୟକ ପୁଣେରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ପରିବାର ଲୋକେ ତାଙ୍କର ପାର୍ଥିବ ଶରୀରକୁ ପୁଣେରୁ ଭୁବନେଶ୍ୱର ଆଣିବା ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଅନୁରୋଧ କରିଥିଲେ। ପରେ ଶ୍ରୀ ସାମଲଙ୍କ…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏହାର ଡିଜିଟାଲ୍ ସାକ୍ଷରତା ଅଭିଯାନ ଅଧୀନରେ ୪୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ…

ହିତାଧିକାରୀଙ୍କ ଡିଜିଟାଲ ଶିକ୍ଷଣୀୟ ଆଉଟ୍‌ରିଚ୍‌ରେ ଉନ୍ନତି ଆଣିବା ଲକ୍ଷ୍ୟ ବ୍ରହ୍ମପୁର / ଭୁବନେଶ୍ୱର: ଡିଜିଟାଲ୍ ଶିକ୍ଷଣୀୟ ଆଉଟ୍‌ରିଚ୍‌ରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଆବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା…

“ବାତ୍ୟାକୁ ନେଇ ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ “

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଅନୁରୋଧ ଖରାଦିନିଆ ବାତ୍ୟାର ପ୍ରାୟତଃ ବିଶେଷ ପ୍ରଭାବ ପଡେ ନାହିଁ । ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର…

ଖୁବ୍ ଶୀଘ୍ର ସାମିଲ ହେବ ଇ- ବସ୍ – ମନ୍ତ୍ରୀ ଶ୍ରୀ ଜେନା

ମୋ ବସ୍ ସେବା ସଂପର୍କରେ ସମୀକ୍ଷା ଭୁବନେଶ୍ୱର-ରାଜ୍ୟରେ “ମୋ ବସ” ସେବା , କ୍ରୁଟ୍ ସଂପର୍କରେ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ରାଜ୍ୟ ରାଜଧାନୀ ସହରାଂଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍ , “ମୋ ବସ” ସେବା ଆଜି ଏକ ଅତ୍ୟାଧୁନିକ ଆରାମ ଦାୟକ ଜନସାଧାରଣ ପରିବହନ…

ଓଡିଶା ୟୁପି କିମ୍ବା ବିହାର ନୁହେଁ: ବିଜେଡି

ଆଇନ୍‍କୁ ହାତକୁ ନେଲେ ଓଡିଶାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଜ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ବିଜେପି ଚୁପ୍‍ ଭୁବନେଶ୍ୱର: ଓଡିଶାର ବିଜେପି ନେତାମାନେ ଜାଣି ରଖିବା ଉଚିତ୍‍ ଯେ ଏହା ୟୁପି କିମ୍ବା ବିହାର ନୁହେଁ, ଏହା ହେଉଛି ଓଡିଶା । ଏଠି ଆଇନ୍‍ର ଶାସନ ଚାଲେ…

ଭବିଷ୍ୟତ ପାଠାଗାର ବର୍ତ୍ତମାନଠାରୁ ଉନ୍ନତ ହେବ

କିଟରେ ୨୦ତମ ମାନଲିବନେଟ୍‍ କନ୍‍ଭେନ୍‍ସନ୍‍ ଭୁବନେଶ୍ୱର, : କିଟ୍‍ ବିଶ୍ୱବିଦ୍ୟାଳୟ ଏବଂ ମ୍ୟାନେଜମେଣ୍ଟ ଲାଇବ୍ରେରିଜ୍‍ ନେଟ୍‍ୱର୍କର ମିଳିତ ଆନୁକୂଲ୍ୟରେ ଗୁରୁବାରଠାରୁ ୩ ଦିନିଆ ଅନ୍ତର୍ଜାତୀୟ ମାନ୍‍ଲିବ୍‍ନେଟ୍‍ କନ୍‍ଭେନ୍‍ସନ୍‍ ଉଦ୍‍ଘାଟିତ ହୋଇଯାଇଛି । ଏହି କନ୍‍ଭେନ୍‍ସନର ବିଷୟବସ୍ତୁ…

ସୋଆକୁ ସୋସିଆଲ୍ ଲିଡରସିପ୍ ଆୱାର୍ଡ

ୱିମେନ୍ ବିଜନେସ୍ ମେଳା- ୨୦୨୨ ମେଳାରେ ସୋଆ ସମ୍ମାନିତ ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସୋସିଆଲ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଂଟ୍ରପ୍ରିନ୍ୟୁରସିପ୍ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତ ର ପ୍ରଥମ ମହିଳା ଉଦ୍ୟୋଗୀ ମେଳା…

ଭକ୍ତଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା କରିପାରନ୍ତି ମହାପ୍ରଭୁ !

ପୁରୀ (ଅନିମେଶ ପଟ୍ଟନାୟକ): ଜଗନ୍ନାଥ ପ୍ରେମିଙ୍କ ପାଇଁ ଖୁସି ଖବର । ଚଳିତ ରଥଯାତ୍ରା ଏଥର ଭକ୍ତଙ୍କ ଗହଣରେ ହୋଇପାରେ । ଦୀର୍ଘ ଦୁଇ ବର୍ଷପରେ ଭକ୍ତଙ୍କ ସହ ବଡଦାଣ୍ଡରେ ଲିଳା କରିବେ ତିନି ଠାକୁର । ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକରେ ଏନେଇ ସବୁଜ ସଙ୍କେତ ମିଳିଛି । ଗୁରୁବାର ସ୍ଥାନୀୟ…

କାଳ ବୈଶାଖୀର ତାଣ୍ଡବ :କାଳିଯାଇ ପିଠରୁ ଦର୍ଶନ ସାରି ଫେରୁଥିବା ବେଳେ ଡଙ୍ଗା ବୁଡି ଜଣେ ନିଖୋଜ

ଚିଲିକା :(ସେକ କୌଶର )ଆଜି ଦିନ 3.30 ମିନିଟ ରେ ଚିଲିକା ହ୍ରଦ ରେ ହଠାତ କାଳ ବୈଶାଖୀ ଆସିବା ଯୋଗୁଁ ବାଲୁଗାଁ ନିକଟବର୍ତୀ ମା କାଳିଜାଇ ପୀଠରୁ ଦର୍ଶନ କରି ଏକ ଯାତ୍ରୀବାହୀ ଡ଼ଙ୍ଗା ବାଲୁଗାଁ ଫେରିବା ବାଟରେ ଡ଼ଙ୍ଗା ଟି ପାଣି ରେ ଓଲଟି ଯାଇଥିଲା। ଫଳରେ ଜଣେ ଯାତ୍ରୀ ନିଖୋଜ ଅଛନ୍ତି । ନିଖୋଜ…

ମହାନ୍ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଜୟଦେବ ବିହାର ନିକଟସ୍ଥ ଇ.ଏସ୍.ଆଇ ହସ୍ପିଟାଲ ରାସ୍ତା ଛକ ସ୍ଥିତ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଅନ୍ୟ ଅତିଥି ଭୁବନେଶ୍ୱର (ଶାସକ ପ୍ରଶାସକ) : : କେନ୍ଦୁଝର ଜିଲ୍ଲା ଭୂୟାଁ ସମ୍ପ୍ରଦାୟର ଜନଜାତି ନେତା,…