କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ର ଟିକିରି ଅଞ୍ଚଳ ର ବିଭିନ୍ନ ଗ୍ରାମରେ ଯେଉଁ ଡ଼ାଇରୀୟା ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁ ବରଣ କରିଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲ ରେ ଯେଉଁ ରୋଗୀ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ସାକ୍ଷାତ କରି ସ୍ଥିତି ସମ୍ଭନ୍ଧ ରେ ବୁଝିବା ସହ ମୃତ୍ୟୁ ପରିବାର ଙ୍କୁ relief ପ୍ରଦାନ କରିଥିଲେ l ମୃତ ପରିବାର ଙ୍କୁ ଆଶ୍ୱସୋନା ଦେଇଛନ୍ତି କୀ Parliament ରେ ଏହି ଘଟଣା କୁ ଉଠାଇ ମୃତ ପରିବାର ଙ୍କୁ ‘ଦଶ ଲକ୍ଷ୍ୟ’ ଭାବେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଅନୁଦାନ ରାଶି ପ୍ରଦାନ କରିବା ପାଇଁ ଉଠେଇବି ବୋଲି କହିଛନ୍ତି l ସାଂସଦ ଙ୍କ ସହିତ ଦୁର୍ଗା ପଣ୍ଡା ,ସିମାଞ୍ଚଳ ଉଲାକା, ଆପଳାସ୍ୱାମି କାଡ୍ରାକା,ରାଜେନ୍ଦ୍ର ଦୁରିଆ,ପାର୍ଥ ବର୍ଦ୍ଧନ,ବୁଲୁ ନାୟକ, ଜିଜୁରୁ ମାଝୀ,ସାନ୍ଦୁ ମାଝୀ,ବିପ୍ର ପୂଜାରୀ,ଅମ୍ଭିକା ମାଝୀ,ରଞ୍ଜିତା ନାୟକ ବ୍ଲକ ଓ ଜ଼ିଲ୍ଲା ର ବରିଷ୍ଟ ନେତୃ ମୁଣ୍ଡଳୀ ଉପସ୍ଥିତ ରହିବା ସହ BDO ସାଥିରେ ରହି ପ୍ରଭାବିତ ଅଞ୍ଚଳ ଗୁଡାକକୁ ବୁଲାଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post