ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି : ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି.

ଭୁବନେଶ୍ୱର: ଯୁଦ୍ଧ ତଥା ଉଗ୍ର ବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣ କୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି.…

ଭାରତୀୟ ରେଳବାଇ ଦ୍ୱାରା ପଣ୍ୟ ବୋଝେଇରେ ଅଭିବୃଦ୍ଧି

ଭୁବନେଶ୍ୱର (ଶାସକ ପ୍ରଶାସକ): 2021-22 ମସିହାରେ ମାଲ ପରିବହନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପଞ୍ଜୀକୃତ କରିଥିବା ଭାରତୀୟ ରେଳବାଇ ଏପ୍ରିଲ୍ ମାସରେ ପୂର୍ବ ବର୍ଷର ଗତିକୁ ଆଗକୁ ବଢ଼ାଇ ଦେଇଛି | 2021 ଏପ୍ରିଲ୍ ମାସରେ ଭାରତୀୟ ରେଳବାଇ 111.64 ନିୟୁତ ଟନ ପଣ୍ୟ ପରିବହନ କରିଥିବା ବେଳେ 2022…

ଧରଣୀଙ୍କ ମୂର୍ତ୍ତିରେ ଫୁଲମାଳ , କିନ୍ତୁ ଧରଣୀ କୁଳକୁ ଛଳ !!!

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟ ସରକାର ରାଜଧାନୀରେ ଉନବିଂଶ ଶତାଦ୍ଦୀର ମହାନ ବିପ୍ଳବୀ ,ଆଦିବାସୀ ନେତା ଧରଣୀଧର ଭୂୟାଁଙ୍କ ୧୫୮ ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛନ୍ତି । ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ…

କଫସିରପ ଜବତ ଜଣେ ଗିରଫ।

ଝାରବନ୍ଧ/ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ସୁଷମା କୁଅଁର ଙ୍କ ନିର୍ଦେଶ ରେ ଜଗଦଲପୁର ଥାନା ଲହଣ୍ଡିପୁର ଗ୍ରାମ ର ରୂପାନନ୍ଦ ପଟେଲ ବାଇକ ରେ ରଖି ବିକ୍ରି କରୁଥିବା ୪୦ଟି ଏସକଫ ସିରପ ବୋତଲ ଓ ୨୬ଟି ନାଇଟ୍ରୋ ,୧୦ଟି ନିଶା ଟେବଲେଟ ଜବତ…

“ପାରଳାର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଶୁଭ ଉନ୍ମୋଚନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳା ଅସ୍ମିତାର ସର୍ବୋତ୍ତମ ସନ୍ତକ “ପାରଳାର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଶୁଭ ଉନ୍ମୋଚନ ଓ ଆଲୋଚନା ଉତ୍ସବ କାର୍ଯ୍ୟକ୍ରମ ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତେଇଷିଣୀ ସମାଜର ସଭାଗୃହ ଠାରେ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ…

ଜାଗରଣ ତରଫରୁ ରାଷ୍ଟ୍ରବାଦୀ ଯୁବ ସମ୍ମିଳନୀ ଅନୁଷ୍ଠିତ

ବାସୁଦେବପୁର/ପ୍ରତାପ ପାଢ଼ୀ : ସମାଜରେ ସେବା ରେ ନିଜ କୁ ନିୟୋଜିତ କରିବା ପାଇଁ ଭିନ୍ନ ଭିନ୍ନ କ୍ଷେତ୍ର ମଧ୍ୟରୁ ରାଜନୀତି ବି ଗୋଟେ ମାଧ୍ୟମ । ରାଜନୀତି ମାଧ୍ୟମରେ ସମାଜସେବା କରିବା ପାଇଁ ଅନେକ ଶିକ୍ଷିତ ଯୁବପୀଢ଼ି ଆଗ୍ରହ ପ୍ରକାଶ କରୁଥିବାବେଳେ ଯୁବନେତା ଟେ ନିଜକୁ ରାଷ୍ଟ୍ରହିତରେ ସମର୍ପ ଣ…

ଆନନ୍ଦ ଉଲ୍ଲାସର ସହ ଅଖି ତୃତୀୟା ଓ କୃଷକ ସଭା ଉତ୍ସବ ପାଳିତ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧୁପୁର ଗ୍ରାମ ପଞ୍ଚାୟତ ନବନିର୍ମାଣ କୃଷକ ସଙ୍ଗଠନ ବନ୍ଧୁପୁର କୃଷକ ମଞ୍ଚ ସହଯୋଗ ଏବଂ ଇଫକୋ କୋରଡେଟ ପାରାଦ୍ୱୀପ ପକ୍ଷରୁ ବନ୍ଧୁପୁର ସାହନପୁର ମା ସାଉଁଲେଖା ପୀଠରେ ବହୁ ଚାଷୀମାନଙ୍କୁ ନେଇ ଅଖି ତୃତୀୟା ଓ କୃଷକ ସଭା…

ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଭାଇଚାରା ପରମ୍ପରା ଅନୁଯାୟୀ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଫିତର ପାଳିତ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଫିତର ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲା ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଞ୍ଚାୟତ ଜାମିଆ ଇସଲାମିଆ ମର୍କଜୁଲ ଉଲୁମ ସୁଙ୍ଗୁଡା ଠାରେ ମୌଲାନା ସୟଦ…

ଅକ୍ଷୀ ମୁଠି ଛୁଇଁଲେ କୁମିର ଗ୍ରାମବାସୀ

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁମିର ପଞ୍ଚାୟତ ର କୁମିର ଗ୍ରାମ ରେ ରୀତିନୀତି ଅନୁସାରେ ପବିତ୍ର ଅକ୍ଷୀତୃତୀୟ ତଥା ମୁଠି ଛିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ କୁମିର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମିତି ସଭ୍ୟ କ୍ଷୀରସାଗର…

ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାମୀ ଭାସ୍କରତୀର୍ଥ (ଲକ୍ଷ୍ମୀ ବାବା ) ପ୍ରୟାସରେ ହନୁମାନ ଭକ୍ତ ମଣ୍ଡଳୀ ପାରଳାଖେମୁଣ୍ଡି ଠାରେ ଗଠନ କରି ସମସ୍ତ ଆଧ୍ୟାତ୍ମିକ ଅନୁଷ୍ଠାନର ଭକ୍ତବୃନ୍ଦ ଏବଂ ସାଧୁସନ୍ଥ ମାନଙ୍କୁ ନେଇ ସ୍ଥାନୀୟ ରେଳଷ୍ଟେସନ ନିକଟସ୍ଥ ସିଦ୍ଧ ମହାବୀର ହନୁମାନ ପୀଠ…