Sign in
Sign in
Recover your password.
A password will be e-mailed to you.
ପଞ୍ଚାୟତ ସମିତି ବୈଠକ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ "ପଞ୍ଚାୟତ ସମିତି ବୈଠକ" ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପ୍ରଶାନ୍ତ କୁମାର ମୁଦୁଲି,ସମ୍ମାନୀତ ଅତିଥି ଭାବେ ଚେୟାର ମ୍ୟାନ ମନୋଜ…
ହାତଧୂଆ ଦିବସ ପାଳିତ
ପାରାଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ବ ହାତ ସ୍ୱାସ୍ଥ୍ୟକର ତଥା ହାତଧୂଆ ଦିବସ ସ୍ଥାନୀୟ ଏସକେସିଜି ହାଇସ୍କୁଲ ଛାତ୍ରବାସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
ଚିଲିକା ଡ଼ଙ୍ଗା ବୁଡି ଘଟଣା: ଆଜି ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
ଚିଲିକା :(ସେକ କୌଶର ): ଗତ କାଲି ଚିଲିକା ରେ ଘଟିଥିବା ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ ଗୋଟେ ଯାତ୍ରୀବାହୀ ଡ଼ଙ୍ଗା ମା କାଳିଜାଇ ପିଠରୁ ଫେରୁଥିବା ବେଳେ ହଠାତ ଝଡ ପବନ ହେବ ଯୋଗୁ ଡ଼ଙ୍ଗାଟି ଓଲଟି ଯାଇଥିଲା | ରେସକୟୁ ଟିମ 11 ଜଣ ଙ୍କୁ ଉଦ୍ଧାର…
ଲଉଡିଦରହା ରେ ଅଷ୍ଟ ପ୍ରହରୀ ନାମଯଜ୍ଞ
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ଲଉଡିଦରହା ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଗ୍ରାମର ଚିରାଲ ନଦୀରୁ ଏକଶହ ଏକ କଳଶ ବୁଡାଇ ନାମ ସଂକୀର୍ତ୍ତନ ମଣ୍ଡପରେ ସ୍ଥାପନ କରିଥିଲେ।ପରେ କିର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ଯଜ୍ଞ ଶୁଭାରମ୍ଭ…
ବାଣୀବିହାର ଯୁନିଭରସିଟି ହାଇସ୍କୁଲ ପରିସରରେ ” ଆକାଂକ୍ଷା ” ବହୁମୁଖୀ ସୌଧ ନିମନ୍ତେ ଭିତ୍ତିପ୍ରସ୍ତର…
ଭୁବନେଶ୍ଵର,- ୫ ଟି ଉପକ୍ରମ ଆଧାରରେ ଓଡିଶାରେ ସ୍କୁଲଗୁଡ଼ିକର ଉଲ୍ଲେଖନୀୟ ରୂପାନ୍ତରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇଚାଲିଛି l ଏଥି ନିମନ୍ତେ ସ୍କୁଲଗୁଡ଼ିକର ପୁରାତନ ଛାତ୍ରସଂଘ ବେଶ୍ ଅଣ୍ଟା ଭିଡ଼ିଛି l ରାଜ୍ୟ ସରକାର ମଧ୍ୟ ସମାନ ଅନୁପାତର ଅର୍ଥରାଶି ପ୍ରଦାନ କରୁଛନ୍ତି l ଏହି କ୍ରମରେ…
ସ୍ବର୍ଗତ ବିଜୟ ପ୍ରଧାନଙ୍କୁ ବିଜେପି ନେତୃବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି: ବୈଜୟନ୍ତ ପଣ୍ଡା
ଭୁବନେଶ୍ବର, - ବରିଷ୍ଠ ବିଜେପି ନେତା ତଥା ମହାକାଳପଡାର ବିଜେପି ବିଧାୟକ ପ୍ରାର୍ଥୀ ସ୍ବର୍ଗତ ବିଜୟ ପ୍ରଧାନଙ୍କୁ ବିଜେପି ନେତୃବୃନ୍ଦ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କ…
କିନ୍ନରମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ : ମନ୍ତ୍ରୀ ଅଶୋକ ପଣ୍ଡା
ଭୁବନେଶ୍ୱରରେ କିନ୍ନର କଲ୍ୟାଣ ନେଇ ପୂର୍ବାଞ୍ଚଳ କର୍ମଶାଳା
‘ସ୍ୱୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ
ଭୁବନେଶ୍ୱର,: କିନ୍ନରମାନଙ୍କ ଜବୀନ ଧାରାରେ ଉନ୍ନତି ସାଙ୍ଗକୁ ସମତା ଓ ନ୍ୟାୟ ସୁରକ୍ଷିତ କରିବାକୁ ରାଜ୍ୟ ସରକାରଙ୍କ ‘ସ୍ୱୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ: ଛାତ ସିଲିଂ ଖସି ମହିଳା କର୍ମଚାରୀ ଆହତ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ । ଛାତ ସିଲିଂ ଖସି ମହିଳା କର୍ମଚାରୀ ଆହତ । ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟଳୟ ମଧ୍ୟରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ମଧ୍ୟରେ ଘଟିଛି ଏହି ଅଘଟଣ । ସୂଚନାଅନୁସାରେ,ଗୁରବାର ସନ୍ଧ୍ୟାରେ ଅତିରିକ୍ତ…
ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ମିଟିଂ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନ ମୂଳକ କାମ ଓ ଟେଣ୍ଡର…
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ କୋଉନ୍ସିଲ ସଭା ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ଅଧକ୍ଷା ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ମୂଖ୍ୟ କିରାଣୀ…
ପଦ୍ମଶ୍ରୀ ବିଜେତା ପୂଜ୍ୟ ବାବା ବଳିଆଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା
ଜଗତସିଂହପୁର/ସୁମନ୍ତ କୁମାର ଦାସ: ବିଶିଷ୍ଟ ସମାଜସେବୀ ତଥା ପୂଜ୍ୟ ପୂଜକ ପଦ୍ମଶ୍ରୀ ବିଜେତା ବାବା ବଳିଆଙ୍କ ଏକାନ୍ତ ଅନୁଗାମୀ ଜ୍ୟୋର୍ତିବିଦ ଡଃ ଅରୁଣ କୁମାର ପାଣି ଙ୍କ ଆହ୍ବାନରେ ଜଗତସିଂହପୁର ଜିଲ୍ଲା ସାମାଜିକ କର୍ମୀ ବନ୍ଧୁମିଳନ ତଥା ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆଙ୍କୁ…