ଦୁର୍ଘଟଣାଗ୍ରସ୍ତଙ୍କ ପ୍ରତି ମାନବିକତା ଦେଖାଇଥିବା ନିରଜ ଚତୁର୍ବେଦୀ ଙ୍କୁ ରାଉରକେଲା ପୋଲିସର ପ୍ରସଂଶାପତ୍ର

ରାଉରକେଲା,(ବସନ୍ତ କୁମାର ଜେନା); ଭଲ କାମ କରିବାର କୌଣସି ସୀମା ନଥାଏ। ଏହା ସହିତ ଭଲ କାମର ପ୍ରସଂଶା ମଧ୍ୟ ହେବା ଉଚିତ । ଏହା ର ଉଦାହରଣ ସୃଷ୍ଟି କରିଛନ୍ତି ରାଉରକେଲା ପୋଲିସ ।ଭଲ କାମ ଏବଂ ମାନବିକତା ଲାଗି ରାଉରକେଲା ପୋଲିସ ଜଣେ ଯୁବକ ନିରଜ ଚତୁର୍ବେଦୀ ଙ୍କୁ ପ୍ରସଂସାପତ୍ର ଦେଇଛନ୍ତି ।…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗରେ ପ୍ରସ୍ତୁତି ବୈଠକ

କାର୍ଯ୍ୟ କରିବ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷଦୁର୍ବଳ ନଦୀବନ୍ଧ ଉପରେ ରହିବ ନଜର । କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଛୁଟି ବାତିଲ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ । ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହେବାକୁ ଥିବା…

ଗୋଚର ଜମି ପରିମାଣ ହ୍ରାସ ନିଷ୍ପତ୍ତିର ପୁନଃ ସମୀକ୍ଷା ହେଉ –ଶାନ୍ତନୁ କୁସୁମ

ରାଉରକେଲା(ବସନ୍ତ କୁମାର ଜେନା) : ରାଜ୍ୟ ସରକାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୮୩ରେ ସଂଶୋଧନ କରି ପ୍ରତ୍ୟେକ ଗାଁରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ଶତକଡ଼ା ୫ରୁ ୩ ଭାଗକୁ ହ୍ରାସ କରିବାକୁ ନେଇଥିବା ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ…

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ: ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କଲା ବିଜେପି

ପୋଲିସର ପକ୍ଷପାତିତା କାର୍ଯ୍ୟ ବିରୋଧରେ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଭୁବନେଶ୍ୱର,:"ଶାନ୍ତ, ସରଳ ଏବଂ ନମ୍ର ସ୍ୱଭାବର ବରିଷ୍ଠ ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ଜଣେ ଶୃଙ୍ଖଳିତ ବିଧାନସଭା ସଦସ୍ୟ ଭାବେ ସୁପରିଚିତ । ନିଜ ନିର୍ବାଚନମଣ୍ଡଳୀର ସ୍ଥାନୀୟ ସମସ୍ୟାର…

“୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ ଲଘୁଚାପ”

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ପୂର୍ବ ପ୍ରସ୍ତୁତି : ୧୮ଟି ଜିଲ୍ଲା ଜିଲ୍ଲାପାଳଙ୍କ ସହ ଏସଆରସିଙ୍କ ବୈଠକ  ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତକାଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ଟି ଜିଲ୍ଲା- ଗଞ୍ଜାମ, ଗଜପତି, ପୁରୀ,…

ଶୁଷ୍କ ବର୍ଜ୍ୟବସ୍ତୁ ପରିଚାଳନାକୁ ମଜବୁତ ପାଇଁ ୟୁଏନ୍‍ଡିପି ସହିତ ନଗର ଉନ୍ନୟନ ବିଭାଗର ସହିତ ଚୁକ୍ତିନାମା

ଭୁବନେଶ୍ୱର:ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର ଆଜି ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ସହିତ ଓଡିଶା ରାଜ୍ୟରେ ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ଶୁଷ୍କ ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।ମୁଖ୍ୟ ଶାସନ ସଚିବ…

ପୋଲିସ ପକ୍ଷରୁ ମୋବାଇଲ ଦୋକାନରେ ଚଢ଼ାଉ

ଭଞ୍ଜନଗର,/ନିଲୁ ବିଷୋୟୀ. ଆଜି ଭଞ୍ଜନଗର ଠାରେ ଥିବା ବିଭିନ୍ନ ମୋବାଇଲ ଦୋକାନ ଉପରେ ଥାନା ଅଧିକାରୀ ଧିରେସ କୁମାର ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।ବିଶେଷ କରି ଦୋକାନରେ ବେଆଇନ ସିମ କାରବାର ଉପରେ ପୋଲିସ ପକ୍ଷରୁ ଖୋଳତାଡ଼ କରାଯାଇଥିଲା।ନକଲି ଗ୍ରାହକଙ୍କ ନାମରେ ସିମ କିଣି ଏହାର…

‘ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଓଡ଼ିଶାରେ ମହିଳାଙ୍କ ସାମାଜିକ ସଶକ୍ତିକରଣ’

ରାଜ୍ୟରେ ୬୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ପାଇଁ ଓଡ଼ିଶା ସରକାର ଏବଂ ୟୁଏନ୍‌ଏଫ୍‌ପିଏ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ଭୁବନେଶ୍ୱର(ଶାସକ ପ୍ରଶାସକ) :ଓଡ଼ିଶାରେ ମହିଳାମାନଙ୍କର ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ଲିଙ୍ଗଗତ, ଆର୍ଥିକ ଓ ସାମାଜିକ ଅସମାନତାକୁ ଦୂର କରିବା ଦିଗରେ ପଦକ୍ଷେପ ନେଇ…

ଓଡିଶା ଗ୍ରାମ ବ୍ୟାଙ୍କ ରୁ ଚୋରି ଉଦ୍ୟମ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଜଗନ୍ନାଥ ପୁର ପଂଚାୟତ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଗତ କାଲି ବିଳମ୍ବିତ ରାତି ରେ ଚୋରି ଉଦ୍ୟମ ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି 'ଆଜି ବ୍ୟାଙ୍କ ଖୋଲିବା ପାଇଁ ସକାଳ ଦଶଟା ରେ ବ୍ୟାଙ୍କ ମ୍ୟାନେଜର ଆସି ଦେଖି ଥିଲେ…

ଭଞ୍ଜନଗର ପଂଚାୟତ ସମିତି ବୈଠକ ଅନୁଷ୍ଠିତ

ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ପଞ୍ଚାୟତ ସମିତି ସାଧାରଣ ବୈଠକ ପଂଚାୟତ ସମିତି ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର…