ପରିବେଶ ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ଗୃହକମିଟିର ପ୍ରଥମ ବୈଠକ

ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ: ବାଚସ୍ପତି ଡଃ ପାତ୍ର ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାର ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ ସଂପର୍କିତ ଅନୁଧ୍ୟାନ ପାଇଁ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଗୃହ କମିଟି ବୈଠକ ବିଧାନସଭାର ୫୪…

ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ

ଜଗତସଂହପୁର/ସୁମନ୍ତ କୁମାର ଦାସ- ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ଆଜି ଅଖି ମୁଠି ଅନୁକୂଳ ଅନୁଷ୍ଠିତ ହୋଇଛି । ସକାଳୁ କୃଷକ ମାନେ ସୁସଜିତ ଗଉଣୀ ରେ ଚନ୍ଦନ ହଳଦୀ ବୋଳା ବିହନ ଆଣି କ୍ଷେତକୁ ଆସିବା ସହ ପ୍ରଥମେ ଭୂମି ପୂଜନ କରି ମା ଲକ୍ଷ୍ମୀ ଙ୍କୁ…

ପ୍ରଥମ ଜିଲ୍ଲା ଉନ୍ନୟନ ଏବଂ ପରିଚାଳନା କମିଟି (ଦିଶା)ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ପ୍ରଥମ ଜଗତସିଂହପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ (ଦିଶା)ଅନୁଷ୍ଠିତ ହୋଇଯାଇଅଛି l ଏହି ଵୈଠକରେ ଅଧ୍ୟକ୍ଷତା କରି ଦିଶା କମିଟି ଅଧ୍ୟକ୍ଷା ଜଗତସିଂହପୁର ସଂସଦ…

ବିକାଶ ଧାରରୁ ବହୁ ଦୂରରେ ଘୁ. ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଏହି ପରିଷଦ ୧୭/୧୨/୧୯୭୯ ମସିହାରେ ଗଠିତ ହୋଇ ଥିଲା I ଵିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହେବାର ୪୧ ବର୍ଷରୁ ଉର୍ଦ୍ଧ୍ବ ବିତି ଯାଇ ଥିଲେ ସୁଦ୍ଧା ଅଞ୍ଚଳରେ ଆଖି ଦୃଶିଆ ଭାବରେ ବିକାଶ ହୋଇ ନ ଥିବା…

ଝାଡେଶ୍ୱରପୁରରେ ହିନ୍ଦୁ ମୁସଲମାନ ଙ୍କ ମଧ୍ୟରେ ଭାଇଚାରା ପରମ୍ପରା ସୁଦୃଢ ରଖିବା ପାଇଁ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଫିତର…

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଫିତର ପାଳିତ ହୋଇଯାଇଛି । ଏହି ଅବସରରେ ଝାଡେଶ୍ୱରପୁର ଗ୍ରାମପଞ୍ଚାୟତ ମଦ୍ରାସାରେ ନମାଜ ପାଠ କରାଯାଇଥିଲା । ସମସ୍ତ ମୁସଲିମ ସମ୍ପ୍ରଦାୟ ଲୋକେ ଯୋଗଦାନ କରି ନମାଜ ପାଠ…

ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ : କ୍ଷେତ୍ର…

ବଲାଙ୍ଗିର : ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ ଡ. ସି.ଏସ୍‌. କୁମାର ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ…

ଏବିଏସ୍‌ଏସ୍‌ପଡାରେ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର: ବଲାଙ୍ଗିର ଏବିଏସ୍‌ଏସ୍‌ପଡାରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା କରୋନା ପାଇଁ କେବଳ ବିବାହ ନୀତି କରାଯାଉଥିଲା । ହେଲେ ଆଉ କଟକଣା ନ ଥିବାରୁ ମହା ଆଡମ୍ବରରେ ଶିବ ପାର୍ବତୀଙ୍କ ବିବାହ…

ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର

ଭୁବନେଶ୍ୱର(ଶାସକ ପ୍ରଶାସକ):ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଜୀବନୀ ଉପରେ ପର୍ଯ୍ୟବସିତ ପାଞ୍ଚଟି ସ୍ୱତନ୍ତ୍ର ଚିତ୍ର ଓଡ଼ିଶା ଲାଇଭ୍‌ ମେଡ଼ିଆ ନେଟ୍‌ୱାର୍କ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି…

ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଲୋଡୁଛି ଅଧିକ ଚିକିତ୍ସା : ହାଇକୋର୍ଟ ବଢ଼ାଇଲେ ଜାମିନ ଅବଧି

ଚିଲିକା (ସେକ କୌଶର ) ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବାଣପୁରଙ୍କ ନିକଟରେ ପିଟିସନ ଦାଖଲ କଲେ ବିଧାୟକ ପ୍ରଶାନ୍ତ କୁମାର ଜଗଦେଵଙ୍କ ଓକିଲ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୭ଦିନ ପାଇଁ ମାନ୍ୟବର ହାଇକୋର୍ଟ ଜାମିନି ଦେଇଥିବା ବେଳେ ଆଜି ଅଦାଲତରେ ଆତ୍ମ ସମର୍ପଣ କରିବାକୁ ଦିନ ଧାର୍ଯ୍ୟ…

ରୌଦ୍ର ତାପରୁ ସାମାନ୍ୟ ଆଶ୍ୱସ୍ତି ପାଇଁ ସ୍ବେଚ୍ଛାସେବୀ ଙ୍କ ଦ୍ଵାରା ଜଳ ଦାନ

ସିମୁଳିଆ(ଅକ୍ଷୟ କୁମାର ଜେନା) ବାଲେଶ୍ଵର ଜିଲ୍ଲାର ର ସିମୁଳିଆ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର କର୍ମକର୍ତ୍ତା ଙ୍କ ଦ୍ଵାରା ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଗାଁ ମାର୍କୋଣା ମୁଖ୍ୟ ରାସ୍ତା ନିକଟରେ ଏକ ଜଳଛତ୍ର ଶିବିର ଆୟୋଜନ କରି ବାଟୋଇ,…